Browsing Category

ମନୋରଞ୍ଜନ

“ମୁଁ ପିଲା ଜନ୍ମ କରିବାର ଯନ୍ତ୍ର ନୁହଁ”! କହିଲେ, ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

ଏକ ସାଧାରଣ ଝିଅ ହେଉ କିମ୍ବା କୌଣସି ବଲିଉଡ ନାୟିକା, ସମସ୍ତଙ୍କୁ ବିବାହ ପରେ ଗୋଟିଏ ପ୍ରକାରର ପ୍ରଶ୍ନର ସାମ୍ନା କରିବାକୁ ପଡେ ତାହା ହେଲା ପିଲା ଜନ୍ମ । ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ମଧ୍ୟ ଅନେକ ଥର ଏହି ପ୍ରଶ୍ନର ସାମ୍ନା କରିବାକୁ ପଡିଛି, ଖାସ କରି ସେତେେବେଳ ଯେତେବେଳେ କଛି…
Read More...

ଶିବଲିଙ୍ଗ ଉଠାଇବେନି ‘ବାହୁବଳୀ’ର ନାୟକ ପ୍ରଭାସ !

‘ବାହୁବଳୀ’ ସିନେମାର ପ୍ରଥମ ଭାଗରେ ମୁଖ୍ୟ ଭୂମିକାରେ ଥିବା ପ୍ରଭାସ ତଥା ବାହୁବଳୀ ଯେତେବେଳେ ନିଜ କାନ୍ଧରେ ଏକ ବିଶାଳକାୟ ଶିବ ଲିଙ୍ଗ ଉଠାଇ ଚାଲିଥିଲେ ସେତେବେଳେ ଏହି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାକୁ ମଧ୍ୟ ଅନେକେ ପସନ୍ଦ ମଧ୍ୟ କରିଥିଲେ । ମାତ୍ର ଏଥରକ କିନ୍ତୁ…
Read More...

ଫ୍ରାଇଡେ ରିଲିଜ ! ସିଲଭରସ୍କ୍ରିନରେ ରୋମାଂଟିକ୍ ଥ୍ରୀଲର ସିନେମା “ମେସିନ” ଓ “ଟ୍ରାପଡ”

ଫ୍ରାଇଡେ ରିଲିଜରେ ଜମିବ ରୋମାନ୍ସ ଓ ଆକ୍ସନ । ଆଜି ଫ୍ଲୋରକୁ ଆସୁଛି ତିନି ତିନିଟି ବଲିଉଡ୍ ସିନେମା । ବଲିଉଡରେ ଡେବ୍ୟୁ କରୁଛନ୍ତି ଷ୍ଟାର ଡିରେକ୍ଟରଙ୍କ ପୁଅ । ଆଉ ସିନେମା ହେଉଛି ମେସିନ୍ । ଅବାସ-ମସ୍ତାନ ଯୋଡିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ରୋମାଂଟିକ୍ ଥ୍ରୀଲରର ଲିଡରେ ଅଛନ୍ତି…
Read More...

‘ବାହୁବଳୀ-ଟୁ’କୁ ନେଇ ନିର୍ଦ୍ଦେଶକଙ୍କ ମହା ଖୁଲାସା ! ଜାଣନ୍ତୁ କଣ . . .

ବହୁ ପ୍ରତୀକ୍ଷିତ ସିନେମା ବାହୁବଳୀର ସଫଳତା ପରେ ସମସ୍ତଙ୍କ ନଜର ଥିଲା ଏହାର ଦ୍ୱିତୀୟ ଭାଗ ‘ବାହୁବଳୀ-ଟୁ’ ଉପରେ । ତେବେ ‘ବାହୁବଳୀ-ଟୁ ଦ କନକ୍ଲୁଜନ’ର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ହିଁ ଲିକ୍ ହୋଇଯାଇଥିଲା । ଆଉ ଟ୍ରେଲରଟି ଲିକ୍ ହେବାର ମାତ୍ର କିଛି ଘଂଟା ମଧ୍ୟରେ ଏହାକୁ ଦେଖିଦେଇଥିଲେ…
Read More...

ନାହିଦ ଆଫରିନଙ୍କ ବିରୋଧରେ ଜାରି ହୋଇଥିବା ଫତୱାକୁ ବିରୋଧ ! ବିରୋଧ କଲେ ବାଙ୍ଗଲାଦେଶୀ ଲେଖିକା ତସଲୀମା ନସରିନ

ଇଣ୍ଡିଆନ ଆଇଡଲ ଫେମ ନାହିଦ ଆଫରିନଙ୍କ ବିରୋଧରେ ଜାରି ହୋଇଥିବା ଫତୱାକୁ ବିରୋଧ କରିଛନ୍ତି ବାଙ୍ଗଲାଦେଶୀ ଲେଖିକା ତସଲୀମା ନସରିନ । ନାହିଦକୁ ସମର୍ଥନ ଜଣାଇବା ସହ କଠୋରପନ୍ଥୀଙ୍କ ଆଗରେ ମୁଣ୍ଡ ନ ନୁଆଇଁ ଗୀତ ଗାଇବା ଜାରି ରଖିବାକୁ ସେ ଟୁଇଟରରେ ଅହ୍ୱାନ ଦେଇଛନ୍ତି । ଯେ କୌଣସି ଧର୍ମ…
Read More...

କିଙ୍ଗ୍ ଖାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର ! ମାତ୍ର ଶାହରୁଖ ଯାହା କରିଥିଲେ ତାହା ସୁଲତାନଙ୍କୁ ଦେଇଥିଲା ଶିକ୍ଷା

ନିକଟରେ କିଙ୍ଗ୍ ଖାନଙ୍କ କାର ଧକ୍କାରେ ଜଣେ ଫଟୋଗ୍ରାଫର ଗୁରୁତର ଭାବେ ଆହତ ହୋଇଥିଲେ । କିନ୍ତୁ ଏହାପରେ ଶାହରୁଖ ଖାନ ଯାହା କରିଥିଲେ ତାହା ସଲମାନ ଖାନଙ୍କୁ ବୋଧେ କିଛି ଶିଖିବାରେ ଥିଲା । ଘଟଣାଟି ହେଲା, ଆଲିଆ ଭଟ୍ଟଙ୍କ ଜନ୍ମଦିନ ଅବସରରେ ସମସ୍ତ କଳାକାର ଆଲିଆଙ୍କ ଏହି ଉତ୍ସବରେ ସାମଲି…
Read More...

ସଂଜୟ ଗଢିବେ ସଂସାର ! କରିସ୍ମା କପୁରଙ୍କୁ ଛାଡପତ୍ର ଦେଇ ଏବେ ବିବାହ କରିବେ ସ୍ୱାମୀ ସଂଜୟ

ଗୋଟେ ପଟେ କରିସ୍ମା କପୁର ନିଜ ଜୀବନରେ ଖୁବ୍ ଖୁସି ରହିବା ସହିତ ବୟଫ୍ରେଣ୍ଡ ସଂନ୍ଦିପ ତୋସନିବାଲଙ୍କ ସହ ଡେଟ୍ ପରେ ଡେଟ୍ କରିବାରେ ଲାଗିଛନ୍ତି । ସେହି ଭଳି ତାଙ୍କର ଏକ୍ସ ପତି ତଥା ସଂଜୟ କପୁର ନିଜ ଲାଇଭକୁ ମଧ୍ୟ ବହୁତ ଭଲଭାବରେ ଉପଭୋଗ କରୁଛନ୍ତି । ଏବଂ ନିଜ କଥିତ ଗାର୍ଲଫ୍ରେଣ୍ଡଙ୍କ ସହ…
Read More...

ବିବାହ କରିବେ ‘ବାହୁବଳୀ’ର ନାୟକ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ

ସମସ୍ତଙ୍କ ମନରେ ରାଜ୍ କରୁଥିବା ‘ବାହୁବଳୀ’ ସିନେମାର ନାୟକ ପ୍ରଭାସ ହେଲେ ସିନେ ଜଗତର ସବୁଠାରୁ ଲୋକପ୍ରିୟ ତଥା ହ୍ୟାଣ୍ଡସମ ନାୟକ । କିନ୍ତୁ ଖୁବ୍ ଶିଘ୍ର ତାଙ୍କ ଏହି ହ୍ୟାଣ୍ଡସମ୍ ଟ୍ୟାଗଟି ତାଙ୍କ ନାଁରୁ ହଟିବାକୁ ଯାଉଛି । କାରଣ ଖୁବ୍ ଶୀଘ୍ର ପ୍ରଭାସ ବିବାହ ବନ୍ଧନରେ ବାନ୍ଧି ହେବାକୁ…
Read More...

ଫ୍ଲୋରକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା ‘ବାହୁବଲୀ-ଟୁ’ର ଟ୍ରେଲର !

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ବାହୁବଲୀ-ଟୁ’ର ଟ୍ରେଲର । ସିନେମାର ପ୍ରଥମ ଭାଗ ରିଲିଜ୍ ହୋଇ ସୁପରହିଟ୍ ହୋଇ ସାରିଛି । ଏହାପରେ ଦର୍ଶକଙ୍କ ଅପେକ୍ଷା ଥିଲା ଏହାର ଦ୍ୱିତୀୟ ଭାଗକୁ । ତେବେ ଦିନକ ତଳେ ସିନେମାର ଟିଜର ରିଲିଜ୍ ହୋଇଥିଲା । ଆଉ ଆଜି ଏହାର ଟ୍ରେଲର ରିଲିଜ୍ ହୋଇଛି ।…
Read More...

ବକ୍ସ ଅଫିସରେ ବଳ ଦେଖାଇବ ବାହୁବଲୀ – ୨! ଟ୍ରେଲରରେ ଦେଖନ୍ତୁ କିଛି ଅକୁହା ଦିଗ

୨୦୧୭ରେ ଲୋକ ଯଦି କାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ତାହା ହେଉଛି ସିନେମା ବାହୁବଲୀ – ୨ । କିଛି ଦିନ ତଳେ ଏହାର ଟିଜର ରିଲିଜ ହୋଇଥିଲା । ଆଉ ଆସନ୍ତାକାଲି ରିଲିଜ୍ ହେବ ଟ୍ରେଲର୍ । ବାହୁବଳୀ ପରେ ସମସ୍ତଙ୍କ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଥିଲା , କଣ ପାଇଁ କଟ୍ଟପ୍ପା ବାହୁବଳୀଙ୍କୁ…
Read More...