ରାକ୍ଷୀ ସାୱନ୍ତଙ୍କ ଏମଏମଏସ ହେଲା ଲିକ୍ ! ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

41

ବଲିଉଡର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ ବେଶ କିଛି ସମୟ ବ୍ୟବଧାନରେ ନିଜର ହଟନେସକୁ ନେଇ ପୁଣି ଚର୍ଚ୍ଚାରେ ଆସିଯାଇଛନ୍ତି । ଏବେ ସୋସଆଲ ମିଡିଆରେ ତାଙ୍କର ଏମଏମଏସ ଲିକ ହୋଇଛି । ଯାହା ଏବେ ଖୁବ ଭାଇରାଲ ହେଉଛି । ଭିଡିଓ କେଉଁଠୁ ଆସଲା ଏବଂ ସୋସିଆଲ ମିଡିଆକୁ କିପର ଆସିଲା ସେକଥା ର କିଛି ପତ୍ତା ନାହିଁ । ଏନେଇ ରାକ୍ଷୀ ମଧ୍ୟ କୌଣସି ବୟାନ ଦେଇ ନାହାନ୍ତି । ଏହି ଭିଡିଓରେ ରାକ୍ଷୀ ପୋଷାକ ବଦଳାଉଥିବାର ଦୃଶ୍ୟ ନଜର ଆସୁଛି ।