Browsing Category

ମନୋରଞ୍ଜନ

ଅଜୟ ଦେବଗନ୍ ବନାମ ଆମୀର ଖାନ୍ ! ଆଜି ବଡ଼ ପରଦାରେ ଗୋଲମାଲ ଏଗେନ୍ ଓ ସିକ୍ରେଟ ସୁପରଷ୍ଟାର ମଧ୍ୟରେ କଡ଼ା ଟକ୍କର

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ଗୋଲମାଲ ସିନେମାର ସିକ୍ୱେଲ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ଟାଇଟଲ ରହିଛି-‘ଗୋଲମାଲ୍ ଏଗେନ୍’ । ମଲଟି ଷ୍ଟାରର ଏହି ସିନେମାର ମୁଖ୍ୟ ଭୂମିକାରେ ଅଛନ୍ତି-ଅଜୟ ଦେବଗନ, ତବୁ, ପରିଣୀତି ଚୋପ୍ରା, ତୁଷାର କପୁର, ଅର୍ସଦ…
Read More...

ଅଭିନେତ୍ରୀ ସନ୍ନି ଲିଓନି କିଣିଲେ ୧.୩୬ କୋଟିର ମସେରାଟୀ : ୪.୭ ସେକେଣ୍ଡରେ ୦-୧୦୦ କିଲୋମିଟର ସ୍ପିଡ

ଅଭିନେତ୍ରୀ ସନି ଲିଓନି ନିକଟରେ କିଣିଛନ୍ତି ଲମିଟେଡ ଏଡିସନ ମସେରାଟୀ ଘିବଲି ନେରିସିମୋ କାର । ଭାରତରେ ଏହି କାରର ଏକ୍ସ ସୋରୁମା ପ୍ରାଇସ ହେଉଛି ୧.୩୬ କୋଟି । ସମଗ୍ର ପୃଥିବୀରେ ମାତ୍ର ୪୫୦ଟି କାର ବିକ୍ରି କରାଯାଇଛି । ଏହି ମସେରାଟୀ କାରର ବିଶେଷତ୍ୱ ହେଉଛି ମାତ୍ର ୪.୭ ସେକେଣ୍ଡରେ ଶୂନରୁ…
Read More...

ଆଗାମୀ ଫିଲ୍ମ ‘ବତୀ ଗୁଲ, ମିଟର ଚାଲୁ’ରେ ନଜରରେ ଆସିବେ ଶାହିଦ

‘ପଦ୍ମାବତୀ ‘ ଫିଲ୍ମର ସୁଟିଂ ଶେଷ ହେବା ଶାହିଦ କାପୁର ଏବେ ତାଙ୍କର ଆଗାମୀ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କଲେଣି । ‘ଟଏଲେଟ :ଏକ ପ୍ରେମ କଥା‘ ର ନିର୍ଦେଶକ ନାରାୟଣ ସିଂହ ମଧ୍ୟ ଏହାର ନିର୍ଦେଶନା ଦାୟିତ୍ୱ ତୁଲାଇବେ । ଏହି ଫିଲ୍ନର ନାଁ ‘ବତୀ ଗୁଲ, ମିଟର ଚାଲୁ’ । ଶାହିଦ କାପୁର ଏହାର ଭିଡିଓ…
Read More...

ଆଜି ଅଭିନେତା ସନ୍ନି ଦେଓଲଙ୍କର ଜନ୍ମଦିନ : ଆସନ୍ତୁ ଜାଣିବା ତାଙ୍କର ପରଦା ପଛର କିଛି ରୋଚକ କଥା

ଆଜି ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ କୁହାଯାଉଥିବା ଅଭିନେତା ସନ୍ନି ଦେଓଲଙ୍କର ଜନ୍ମଦିନ । ୧୯ ଅକ୍ଟୋବର ୧୯୫୬ରେ ଜନ୍ମ ହୋଇଥିବା ସନ୍ନିଙ୍କର ପ୍ରକୃତ ନାମ ଅଜୟ ସିଂହ ଦେଓଲ । ଘରେ ତାଙ୍କୁ ସନ୍ନି ନାମରେ ଡାକିଥାନ୍ତି । ଏବଂ ଫିଲ୍ମରେ ମଧ୍ୟ ସେ ଏହି ନାମରେ ଏଣ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ…
Read More...

ବଲିଉଡ୍ କଳାକାରଙ୍କ ସ୍ୱତନ୍ତ୍ର ଦୀପାବଳି ! ମାୟାନଗରୀର ନାୟିକାଙ୍କ ଘରେ ନିଆରା ଆସର

ବଲିଉଡ୍ ବିଉଟି ପାଳୁଛନ୍ତି ଦୀପାବଳି । ଆଲୁଅର ପର୍ବକୁ ସ୍ୱାଗତ କରିବାକୁ ଅଭିନେତ୍ରୀ ଶମା ସିକନ୍ଦରଙ୍କ ଘରେ ବସିଛି ନିଆରା ଆସର । ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳୁଛନ୍ତି ବଲିଉଡର ଏହି ସୁପରିଚିତ ଅଭିନେତ୍ରୀ । ଦୀପ ସହ ପାରମ୍ପରିକ ଢଙ୍ଗରେ ଫେଷ୍ଟିଭ୍ ମୁଡର ମଜା ନେଉଛନ୍ତି ଶମା । ଦୀପ…
Read More...

ପଦ୍ମାବତୀ ରଙ୍ଗୋଲିକୁ ନଷ୍ଟ କଲେ ବିରୋଧୀ ! ରାଗିଲେ ଦୀପିକା

ସଂଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତୀ’ ଶୁଟିଂ ଆରମ୍ଭ ହେବା ଦିନ ଠାରୁ ଚର୍ଚାରେ ରହିଛି । ଡିସେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ବିବାଦରେ ବର୍ତମାନ ପର୍ଯ୍ୟନ୍ତ ବି ପୂର୍ଣ୍ଣଛେଦ ପଡିପାରିନାହିଁ । ଆଜି ପର୍ଯ୍ୟନ୍ତ ଫିଲ୍ମକୁ ନେଇ କେଉଁଠି ନା କେଉଁଠି ବିରୋଧ ଓ ଧମକ ଶୁଣିବାକୁ…
Read More...

‘ଟାଇଗର ଜିନ୍ଦା ହୈ’ ଫାଷ୍ଟ ଲୁକ ପୋଷ୍ଟର ! ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଦୀପାବଳି ଗିଫ୍ଟ

ଦିପାବଳୀ ପୂର୍ବରୁ ପ୍ରଂଶସକଙ୍କୁ ଖୁସି କରିଛନ୍ତି ବଲିଉଡ ସୁପରଷ୍ଟାର ସନମାନ ଖାନ । ଦୀପାବଳି ଉପହାର ଭାବେ ନିଜ ସିନେମାର ଫାଷ୍ଟ ଲୁକ୍ ପ୍ରଂଶସକକୁ ଭେଟି ଦେଇଛନ୍ତି ।ଏହି ପୋଷ୍ଟକୁ ଟ୍ୱିଟରେ ସେୟାର କରି ଦୀପାବଳି ଗିଫ୍ଟ ପସନ୍ଦ ହେଉଛି କି ନାହିଁ ବୋଲି ପଚାରିଛନ୍ତି । ତା ସହ ଖ୍ରୀଷ୍ଟମାସରେ…
Read More...

‘ହେଟଷ୍ଟୋରି-୪’ ସିନେମାର ସୁଟିଂ ସେଟରେ ଅଘଟଣ ! ନୃତ୍ୟାଭ୍ୟାସ ସମୟରେ ଉର୍ବଶୀଙ୍କ ପାଦରେ ଲାଗିଲା ଆଘାତ

‘ହେଟଷ୍ଟୋରି-୪’ର ନାୟିକା ଭାବେ ଦେଖିବାକୁ ମିଳିବେ ହଟ୍ ଆଣ୍ଡ୍ ସେକ୍ସି ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ । ତେବେ ନିକଟରେ ସିନେମାର ସୁଟିଂ ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି ଉର୍ବଶୀ । ସୂଚନା ମୁତାବକ, ସିନେମାରର ଏକ ଗୀତ ପାଇଁ ସେ ନୃତ୍ୟାଭ୍ୟାସ କରିବା ସମୟରେ ତାଙ୍କ ପାଦ…
Read More...

ମ୍ୟାଡାମ୍ ତୁସାଦ୍ ମ୍ୟୁଜିୟମରେ ବଲିଉଡ ଅଭିନେତା ! ମହମ ପ୍ରତିମୂର୍ତ୍ତୀରେ ଝଲସିବେ ବରୁଣ ଧୱନ

ପ୍ରଶଂସକଙ୍କ ପାଇଁ ଖୁସି ଖବର । ବଲିଉଡ ଅଭିନେତା ବରୁଣ ଧୱନ ସ୍ଥାନ ପାଇବେ ହାଙ୍ଗକାଙ୍ଗ ସ୍ଥିତ ପ୍ରସିଦ୍ଧ ମ୍ୟାଡାମ ତୁସାଦ୍ ମ୍ୟୁଜିୟମରେ । ଚଳିତ ବର୍ଷ ‘ବଦ୍ରିନାଥ କି ଦୁଲହନିୟା’ ଓ ‘ଜୁଡୱା-୨’ ଭଳି ଦୁଇଟି ସୁପରହିଟ୍ ଫିଲ୍ମର ସଫଳତାରେ ବରୁଣଙ୍କ ଲୋକପ୍ରିୟତା ବଢିଯାଇଛି । ଏହାକୁ ଦେଖି ନାମୀ…
Read More...

ମାନ୍ୟବର ବିଜ୍ଞାପନରେ ବିରାଟ-ଅନୁଷ୍କା ! ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କାଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଅଫିସିଆଲି ଭାବେ ସେମାନଙ୍କର ସଂପର୍କ ବିଷୟରେ କେବେହେଲେ ଦୁହେଁ ସାର୍ବଜନୀନ କରିନାହାଁନ୍ତି । ସାମାଜିକ ଉତ୍ସବ ଓ ଛୁଟି କଟା ଆଦିର ଫଟୋ ଓ ଭିଡିଓରୁ ଦୁହେଁ ଯେ, ନିବିଡ ପ୍ରେମରେ ଅଛନ୍ତି ,…
Read More...