Browsing Category

ବିଜେପି

ଅନ୍ୟ ନେତାଙ୍କୁ ପାଖରେ, ବିଜୟଙ୍କ ଠାରୁ ଦୂରରେ? ସିଟ୍ ଦେଉଛି ଭିନ୍ନ ସଂକେତ?

କନକ ବ୍ୟୁରୋ : ପାର୍ଟିକୁ ଫେରାଇ ଆଣିଲେ କିନ୍ତୁ ପାଖରେ ବସାଇଲେ ନାହିଁ । ଏଭଳି ଏକ ଚିତ୍ର ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଯେତେବେଳେ ଦୀର୍ଘ ୪ ମାସ ପରେ ବିଜୟ ମହାପାତ୍ର ପୁଣିଥରେ ଘରବାହୁଡା କରିଥିଲେ ସେତେବେଳେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିଲା । ରାଜ୍ୟ…
Read More...

ବିଜେପିକୁ ଫେରିଲେ ବିଜୟ ମହାପାତ୍ର । କହିଲେ, ପୁରୁଣା କଥା ଭୁଲି ଆଗକୁ ବଢ଼ିବାକୁ ନେଇଛନ୍ତି ସଂକଳ୍ପ

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘର ବାହୁଡାକୁ ନେଇ ଜୋରଦାର ଚର୍ଚ୍ଚା । ବିଜେପିକୁ ଫେରିଲେ ବିଜୟ ମହାପାତ୍ର । ପୁରୁଣା କଥା ଭୁଲି ନୂଆ ସଂକଳ୍ପ ନେଇ ଗେରୁଆ ଶିବିରକୁ ଫେରିଥିବା କହିଛନ୍ତି ବିଜୟ । ଦଳ ଯେଉଁଠୁ ଚାହିଁବ ସେ ସେହିଠାରୁ ନିର୍ବାଚନ ଲଢିବେ ।…
Read More...

ଯେଉଁ ରାସ୍ତା ଛାଡିଥିଲେ, ସେହି ରାସ୍ତା ଧରିଲେ ବିଜୟ ମହାପାତ୍ର । ଉଠାଇଥିବା ପ୍ରସଙ୍ଗ ସମାଧାନ ହୋଇନି, କିନ୍ତୁ…

ନଭେମ୍ବର ୩୦ରେ ଯେତେବେଳେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଏହା ଆଦୈା ଅପ୍ରତ୍ୟାଶି ନଥିଲା । ବରଂ ଏଭଳି କିଛି ଘଟିବ ବୋଲି ରାଜନୀତିରେ ଉଣା ଅଧିକେ ସମସ୍ତେ ପୂର୍ବାନୁମାନ କରି ସାରିଥିଲେ । ସେହିଭଳି ବିଜେପିକୁ ପୁଣି ବିଜୟ ଫେରିବା ମଧ୍ୟ ସଂପୂର୍ଣ୍ଣ ଆକସ୍ମିକ…
Read More...

ଗେରୁଆ ଶିବିରରେ ଅଭିନେତ୍ରୀ ! ପଦ୍ମ ଧରିଲେ ବିଦୁସ୍ମିତା

କନକ ବ୍ୟୁରୋ : ରାଜନୀତିରେ ଅଭିନେତ୍ରୀ । ଓଡିଶା ରାଜନୀତିରେ ଧିରେ ଧିରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି । ହାତଗଣତି କିଛି ନେତାଙ୍କୁ ଛାଡି ଦେଲେ ଗାଁ ଗହଳିରେ ଏବେ ଖଦି ପିନ୍ଧା କି ଧୋତି ପିନ୍ଧା ନେତାଙ୍କ ଚାହିଦା ନାହିଁ । ଧିରେ ଧିରେ ଚଳଚ୍ଚିତ୍ର ଅଭିନେତାମାନେ…
Read More...

ଦଳକୁ ଫେରିଲେ ବିଜୟ ! ପୁରୁଣା କଥାକୁ ଭୁଲି ଦଳରେ ଯୋଗଦେଲି ବୋଲି କହିଲେ ତୁଙ୍ଗ ନେତା

କନକ ବ୍ୟୁରୋ : ବିଜେପିକୁ ଫେରିଲେ ଟାଣୁଣା ନେତା ବିଜୟ ମହାପାତ୍ର । ଆଜିଠାରୁ ମୋଦି ସରକାରଙ୍କୁ ୧୨୦ ମିଶନକୁ ସଫଳ କରିବା ପାଇଁ ଚେଷ୍ଟା କରିବେ । ସବୁ ମାନ ଅଭିମାନ ଓ ଅଭିଯୋଗ ଭୁଲି ଦଳକୁ ଫେରି ଆସିଛନ୍ତି ତୁଙ୍ଗ ନେତା ବିଜୟ ମହାପାତ୍ର । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ…
Read More...

ଆତ୍ମସମ୍ମାନ ଓ ରାଜ୍ୟସ୍ୱାର୍ଥ କଥା କହି ଦଳ ଛାଡ଼ିଥିଲେ ବିଜୟ, ୪ ମାସ ପରେ ବଦଳାଇଲେ ଆଭିମୁଖ୍ୟ ! ଇସ୍ତଫାପତ୍ରରେ…

କନକ ବ୍ୟୁରୋ ; ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ସମୀକରଣ । କିଏ ଦଳ ଛାଡ଼ୁଛି ତ କିଏ ଦଳକୁ ଫେରୁଛି । ଗତ ବର୍ଷ ନଭେମ୍ବରରେ ବିଜେପିକୁ ବାଏ ବାଏ କରିଥିବା ଟାଣୁଆ ନେତା ପୁଣି ଗେରୁଆ ଶିବିରକୁ ଫେରୁଛନ୍ତି । ଅନେକ କଳ୍ପନା ଜଳ୍ପନା, ଆଲୋଚନା, ଚର୍ଚ୍ଚା ଓ…
Read More...

ବାହୁଡ଼ିବେ ବିଜୟ ମହାପାତ୍ର ! ଆଜି ରାଜ୍ୟ କାର୍ଯ୍ୟାଳୟରେ ଦେବେ ଯୋଗ, ଆସନ୍ତକାଲି ଜୟପୁରରେ ପ୍ରଧାନମନ୍ତ୍ରୀଙ୍କ ସଭାରେ…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ଦଳ ଡ଼ିଆଁ ରାଜନୀତି ଯୋଗୁଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଂଝା ଜାରି ରହିଛି । ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ ପାଇଁ ଯଥାସମ୍ଭବ ଚେଷ୍ଟା ହେଉଛି । ଏହି…
Read More...

ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ । ଆସନ୍ତା ୧ରେ ଆସିବେ ଅମିତ, ୨ରେ ଆସିବେ ମୋଦି ।

କନକ ବ୍ୟୁରୋ : ଆସନ୍ତା ୧ ନୁହେଁ ୨ରେ ଓଡିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ୨ରେ ମୋଦି କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି ଗୋଲକ କହିଛନ୍ତି । ଏହାପୂର୍ବରୁ…
Read More...

ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀ ଓଡିଆଙ୍କ ବିକ୍ଷୋଭ : ଅଲେଖଙ୍କୁ ହଟାଇ ଯୁବନେତା ଅଜୟଙ୍କୁ ଦଳୀୟ…

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିବାଦ ଦିଲ୍ଲୀରେ ପହଂଚିଛି । ଆଜି ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ଟି ସଂଗଠନର ପ୍ରବାସୀ ଓଡିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଲେଖ କୁମାର ଜେନାଙ୍କୁ…
Read More...

ପୁରୀରେ କୌଣସି ରାଲି କରିନଥିବା କଥା ସ୍ପଷ୍ଟ କଲେ ସମ୍ବିତ ! କହିଲେ ‘ମୁଁ ଓଡ଼ିଆ ପିଲା, ପ୍ରଚାର ପାଇଁ ନୁହେଁ ଜଗା ଦର୍ଶନ…

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ରାଲି କରି ଫସିଯାଇଛନ୍ତି । ହାତରେ ଜଗା ମୂର୍ତ୍ତି ଧରି ପ୍ରଚାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଆଜି ସମ୍ବିତ ପାତ୍ର ଏ ଘଟଣା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।ପୁରୀରେ ରାଲି…
Read More...