Browsing Category

ବିହାର ନିର୍ବାଚନ

କୋକେଇରେ ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀକୁ କାନ୍ଧରେ ବୋହି ନେଉଛନ୍ତି ସମର୍ଥକ । ପଛରୁ ଶୁଭୁଛି ରାମନାମ ସତ୍ୟ…

କନକ ବ୍ୟୁରୋ : କିଏ ଗାଡି, କିଏ ହେଲିକ୍ୟାପ୍ଟର ତ କିଏ ମୋଟରସାଇକେଲ ମାଧ୍ୟମରେ ନିର୍ବାଚନ ପ୍ରଚାର ଚଳାଇଛି । କିଏ ସାଇକେଲରେ ବି ଚଳାଇଛି ନିର୍ବାଚନ ପ୍ରଚାର । ହେଲେ ଆମେ ଆପଣଙ୍କୁ ଦେଖାଇବୁ ଏକ ନିଆରା ପ୍ରଚାର । ମାଇକ ନାହିଁ କି ଜିନ୍ଦା ବାଦ ମୁର୍ଦ୍ଦା ବାଦର ନାରା ନାହିଁ । କି ଖୋଲା ଜିପରେ…
Read More...

ବିହାର ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ପାଇଁ ୪୨ ହଜାର ବିବାହ ପ୍ରସ୍ତାବ । ନବମ…

କନକ ବ୍ୟୁରୋ : ଲାଲୁ ଯାଦବଙ୍କ ସାନପୁଅ ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ଅତୀତ ବର୍ତମାନ ଠାରୁ କମ୍ ଦଲଚସ୍ ନଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ଜନତା ତାଙ୍କୁ କେତେ ପସନ୍ଦ କରିବେ ତାହା ତ ନଭେମ୍ବର ୧୦ ତାରିଖ ଦିନ ସ୍ପଷ୍ଟ ହେବ ମାତ୍ର ଯୁବତୀ ମାନଙ୍କ ଭିତରେ…
Read More...

କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ…

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬…
Read More...

ନିତିଶ-ତେଜସ୍ୱୀ ଲଢ଼େଇ ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିହାର ପଡ଼ିଲା ଭୋଟ୍ । ଜାତିବାଦ ଓ ବଂଶବାଦ ବାହାରେ…

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬…
Read More...

ପାଖେଇ ଆସୁଛି ବିହାର ନିର୍ବାଚନ । ବେକାରୀ ସମସ୍ୟା ଓ ଦରବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଘେରିଲେ…

 କନକ ବ୍ୟୁରୋ : ପାଖେଇ ଆସୁଛି ବିହାର ନିର୍ବାଚନ । ଏନଡିଏ ବିପକ୍ଷରେ ଏକାକି ଲଢୁଛନ୍ତି ମହାମେଂଟର ମଙ୍ଗ ଧରିଥିବା ତେଜସ୍ୱୀ ଯାଦବ । ବେକାରୀ ସମସ୍ୟା, ଦରବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ପ୍ରସଙ୍ଗ କରି ନୀତିଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ…
Read More...

ବିହାର ନିର୍ବାଚନରେ ରୋଜଗାର ମୁଦ୍ଦା । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କଲା ଆରଜେଡି ।…

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ୨୮ ଅକ୍ଟୋବରରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । କିନ୍ତୁ ତା ପୂର୍ବରୁ ନିର୍ବାଚନୀ ଲଢେଇ କେଉଁ ପ୍ରସଙ୍ଗରେ ହେବ, ତାର ନ୍ୟାରେଟିଭ ସ୍ଥିର କରିସାରିଛନ୍ତି ତେଜସ୍ୱୀ ଯାଦବ । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛି ଆରଜେଡି ।…
Read More...

ବିହାର ଲଢ଼େଇରେ ବରିଷ୍ଠ ବନାମ କନିଷ୍ଠ । ନୀତିଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି ତେଜସ୍ୱୀ ଯାଦବ, ମୈଦାନରେ ଦୁଇଟି…

କନକ ବ୍ୟୁରୋ : ସାରା ଦେଶରେ ଏବେ ବିହାର ନିର୍ବାଚନକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ବନାମ ରାଜନୀତିରେ କନିଷ୍ଠ ତେଜସ୍ୱୀ ଯାଦବ । ବାପା ଲାଲୁ ପ୍ରସାଦ ଯାଦବ ଏକଦା ନୀତିଶଙ୍କ ବନ୍ଧୁ ଥିଲେ, ପରବର୍ତି ସମୟରେ କ୍ଷମତା ପାଇଁ ଦୁହିଁଙ୍କ ମଧ୍ୟରେ…
Read More...

ବିହାର ନିର୍ବାଚନ ପାଇଁ ଆରଜେଡି ଜାରିକଲା ନିର୍ବାଚନୀ ଇସ୍ତାହାର: ୧୦ ଲକ୍ଷ ଚାକିରୀ , ଚାଷୀଙ୍କୁ ଋଣ ଛାଡ ସହ କ୍ଷମତାକୁ…

କନକ ବ୍ୟୁରୋ : ବିହାର ନିର୍ବାଚନରେ ଚାଲିଛି ପ୍ରତିଶୃତି ପର୍ବ । ବିଜେପି ପରେ ଆଜି ବିହାରରେ ମୁଖ୍ୟ ବିରୋଧୀଦଳ କୁହାଯାଉଥିବା ରାଷ୍ଟ୍ରୀୟ ଜନତା ଦଳ ତା'ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରୀ କରିଛି । ‘ହମାରା ପଣ’ ନାମକ ଏହି ଘୋଷଣାପତ୍ର ରେ…
Read More...

ଇତିହାସ ରଚିବ ବିହାର ନିର୍ବାଚନ । ପ୍ରଥମଥର ପାଇଁ ନିର୍ବାଚନୀ ମୁଦ୍ଦା ସାଜିଛି ବେକାରୀ । ରୋଜଗାର ସହିତ ମାଗଣା ଟୀକା…

କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳମାନେ ସେମାନଙ୍କର ସର୍ବନିମ୍ନ ସାଧାରଣ କର୍ମସୂଚୀ ଜାରି କରିବାରେ ଲାଗିଛନ୍ତି । ପ୍ରଥମେ ମହାଗଠବନ୍ଧନ ଦ୍ୱିତୀୟରେ ଚିରାଗ ପାସୱାନଙ୍କ ଏଲଜେପି ଓ ଏବେ ଏନଡିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଆଜି…
Read More...

୨୩ ଅକ୍ଟୋବରରେ ମିଶନ ବିହାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ଦିନରେ କରିବେ ୧୨ ରାଲି । ପ୍ରତି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ୨୩ ଅକ୍ଟୋବର ଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବାର କାର୍ଯକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ ଟି ରାଲି ହେବ । ଯେଉଁଠାରେ ଜନସଭାକୁ ସମ୍ବୋର୍ଦ୍ଧିତ କରିବେ ମୋଦି । ସବୁଠାରୁ ବଡକଥା ଏହି ୧୨ ଟି ଯାକ ଜନସଭାରେ…
Read More...