Browsing Category

ବିହାର ନିର୍ବାଚନ

ଆସନ୍ତାକାଲି ବିହାରର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ୭୮ ଟି ଆସନ ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆସନ୍ତା କାଲି ତୃତୀୟ ବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଶେଷ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାର ୭୮ ଟି ବିଧାନସଭା ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…
Read More...

ବିହାର ରାଜନୀତିରେ ଅନ୍ତ ହେବ କି ନିତୀଶ ଯୁଗ । ନିର୍ବାଚନର ଶେଷଦିନ ପ୍ରଚାରରେ ନିତୀଶ କହିଲେ ଏମିତି କଥା । ପ୍ରଶଂସକ ଓ…

କନକ : ବିହାର ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ନିତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଧମଦାହାରେ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପାଇଁ ଜନସଭାକୁ ସମ୍ବୋଦ୍ଧିତ କରିବା ବେଳେ ଲୋକଙ୍କ ଭାବନା ଉପରେ ଏକ ଷ୍ଟ୍ରୋକ୍ ଖେଳିବାକୁ ଏଭଳି…
Read More...

ପାକିସ୍ତାନ ଓ ବାଂଗ୍ଲାଦେଶୀ ଶରଣାର୍ଥୀଙ୍କୁ ଦେଶର ବାହାର କରିଦେବା ପ୍ରସଙ୍ଗ । ଯୋଗୀଙ୍କୁ ଟାର୍ଗେଟ୍ କଲେ ନିତୀଶ ।…

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିହାରରେ ଅନୁଷ୍ଠିତ ହେବ ତୃତୀୟ ବା ଶେଷ ମତଦାନ । ହେଲେ ଶେଷ ପର୍ଯ୍ୟାୟର ଭୋଟ ଗ୍ରହଣ ପୂର୍ବରୁ ଧିରେ ଧିରେ ଖୋଲୁଛି ଏନଡିଏ ମେଣ୍ଟ ଭିତରେ ଥିବା ବିବାଦ । ବିଜେପିର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍…
Read More...

ବିହାରରେ ଶେଷ ପର୍ଯ୍ୟାୟ ପାଇଁ ଜୋରଧରିଲା ଲଢେଇ : ୭୮ ସିଟ୍ ରେ ୭ ତାରିଖରେ ହେବ ମତଦାନ

କନକ ବ୍ୟୁରୋ : ବିହାର ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଅପେକ୍ଷା କରିଛନ୍ତି ପ୍ରାର୍ଥୀ । ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ ତାରିଖରେ ୭୮ ସିଟରେ ମତଦାନ ହେବ । ନିର୍ବାଚନକୁ ଆଉ ଦୁଇ ଦିନ ଥିବା ବେଳେ ଏହି ସବୁ ସିଟ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି ।…
Read More...

ନୀତିଶ କୁମାରଙ୍କ ନିର୍ବାଚନୀ ସଭାରେ ପଥର ଓ ପିଆଜ ମାଡ । ଚାକିରି କଥା କହିବାରୁ ଭିଡ ଭିତରୁ ଲୋକେ ମାଡ କଲେ ପଥର ଓ ପିଆଜ…

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ନିର୍ବାଚନୀ ସଭାରେ ଅଡୁଆ ହେବାକୁ ପଡିଛି । ନିର୍ବାଚନୀ ସଭାରେ ହୋଇଛି ପିଆଜ ଓ ପଥରମାଡ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧୁବନୀର ହରଲାଖିରେ ନିର୍ବାଚନ ପ୍ରଚାର କରୁବା…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଲା ବିହାର । ୯୪ଟି ବିଧାନସଭା ଆସନ ପାଇଁ ମତ ସାବ୍ୟସ୍ତ କଲେ ଭୋଟର

କନକ ବ୍ୟୁରୋ : ବିହାରର ୯୪ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୪୯.୭୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମହାମେଟଂର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ,…
Read More...

ଆସନ୍ତାକାଲି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ସକାଳ ୭ ରୁ ସଂନ୍ଧ୍ୟା ୬ ଯାଏଁ ଖୋଲା ରହିବ ମତଦାନ କେନ୍ଦ୍ର ।…

କନକ ବ୍ୟୁରୋ : ଆସନ୍ତା କାଲି (ମଙ୍ଗଳବାର) ବିହାରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୃତି ଶେଷ ହୋଇଛି । ମଙ୍ଗଳବାର ୧୭ ଟି ଜିଲ୍ଲାର ୯୪ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ଜିଲ୍ଳା ମାନଙ୍କ ମଧ୍ୟରେ ରହିଛି ବୈଶାଳୀ, ପାଟନା,…
Read More...

ପୂର୍ବ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାଙ୍କ ଦାବି, ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ସହିତ ମିଳିତ ସରକାର…

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମାତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱା ଦାବି କରିଛନ୍ତି କି ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ଓ ଆରଜେଡିର ମିଳିତ ସରକାର ଗଠନ ହେବ । ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମ୍ବାଦିକ…
Read More...

ବିହାର ପ୍ରଚାର ମୈଦାନରୁ ଆସିଲା ରୋଚକ ଦୃଶ୍ୟ । ପ୍ରଚାର ସମାବେଶକୁ ସମ୍ବୋଧନ ବେଳେ ଭାଙ୍ଗିଗଲା ପପୁ ଯାଦବଙ୍କ ମଞ୍ଚ,…

କନକ ବ୍ୟୁରୋ: ବିହାରରେ ମୁଜାଫରପୁରର ଆଜି ପ୍ରଚାର କରିବା ସମୟରେ ପପୁ ଯାଦବଙ୍କ ମଂଚ ଭାଙ୍ଗି ଯାଇଛି ।  ଜନ ଅଧିକାର ପାର୍ଟିର ମୁଖ୍ୟ ପୁପ ଯାଦବ ଆଜି ମୁଜାଫରପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ମଂଚର କ୍ଷମତା ଠାରୁ ଅଧିକ ସମର୍ଥକଙ୍କ ଥିବାରୁ ଭାରସାମ୍ୟ ହରାଇ ମଂଚ…
Read More...

ଜଣେ ସମର୍ଥକଙ୍କ ସହ ଖାଲି ପାଦ ଓ ସାଇକେଲ ଧରି ଦୈନିକ ୪୦ କି.ମି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଜିତିଲେ ଶିକ୍ଷାକୁ…

କନକ ବ୍ୟୁରୋ : ନେତା ହେବି , ନିର୍ବାଚନ ଲଢିବି , ସାଂସଦ କି ବିଧାୟକ ହୋଇ ଲୋକଙ୍କ ସେବା କରିବି । ଏ ନିଶା ଯାହାକୁ ଘାରିଲା ତା ପାଇଁ କିଛି ବି ସମ୍ଭବ । କିଏ ନେତା ହେବାକୁ ବିରୋଧୀଙ୍କୁ ହତ୍ୟା କରୁଛି ତ କିଏ କଳାଧନ ସଂଚୟ କରି ନିର୍ବାଚନ ମୈଦାନକୁ ଓହ୍ଲାଉଛି । ଅନ୍ୟପଟେ ଭୋଟରଙ୍କୁ ଆକର୍ଶିତ…
Read More...