କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ନନଭେଜ ୱାଲର୍ଡ : ୩ କର୍ମଚାରୀ ଗିରଫ, ପରବର୍ତୀ ନିର୍ଦ୍ଦେଶ ଯାଏଁ ଖୋଲିପାରିବନି ଦୋକାନ

10