ଧାନର ସର୍ବନିମ୍ନ ସହାୟକ ମୂଲ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା : ୨୯ ଶହ ୩୦ ଟଙ୍କ ବଢାଇବାକୁ କେନ୍ଦ୍ରକୁ କୃଷିମନ୍ତ୍ରୀଙ୍କ ଅନୁରୋଧ; କହିଲେ, ଓଡିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉ, ବିଜେପିର ଜବାବ ବିଧାନସଭାରେ ପାରିତ ହୋଇଥିଲା ସଂକଳ୍ପ

8