ବିରାଟ କୋହଲିଙ୍କଠାରୁ ରିଷଭ ପନ୍ତ । ଗୋଟିଏ ବର୍ଷରେ ଟିମ୍ ଇଣ୍ଡିଆ ଦେଖିଲାଣି ଅଧା ଡର୍ଜନ ଅଧିନାୟକ ।

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ୍ । ଏହି ସିରିଜରେ ଏବେ ସମସ୍ତଙ୍କ ନଜର ରହିଛି ଯୁବ ଅଧିନାୟକ ରିଷଭ ପନ୍ତଙ୍କ ଉପରେ । କାହିଁକି ନା, ପ୍ରଥମ କରି ସେ ଦଳର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । କେ ଏଲ ରାହୁଲ ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ…

ଆମ ଦେଶରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ? ପଢନ୍ତୁ, ବିଧାୟକ ଓ ସାଂସଦଙ୍କର କେମିତି ନିର୍ଦ୍ଧାରଣ କରାଯାଇଥାଏ ଭୋଟ୍…

କନକ ବ୍ୟୁରୋ: ଦେଶରେ ଖୁବଶୀଘ୍ର ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଆଉ ଏହାକୁ ନେଇ ଏବେ ରାଜନୈତିକ ହଟଚମଟ ମଧ୍ୟ ଲାଗିରହିଛି । ଖୁବଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇପାରେ । ତେବେ ଏହା ପୂର୍ବରୁ ଆସନ୍ତୁ ଜାଣିବା ଆମ ଦେଶରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ...…

ରିଷଭ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରେ ବଡ ଦାୟିତ୍ୱ । ରାଇନାଙ୍କ ପରେ ହେବେ ସବୁଠୁ ଯୁବ ଅଧିନାୟକ ।

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ୍ । ଏହି ସିରିଜରେ ଭାରତର ମଙ୍ଗ ସମ୍ଭାଳିବେ ଯୁବ ଅଧିନାୟକ ରିଷଭ ପନ୍ଥ । ତେବେ ଖାସ୍ କଥା ହେଉଛି ନିଜ ହୋମ୍ ଟାଉନ୍ ଦିଲ୍ଲୀରୁ ହିଁ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ଏହି ଯୁବ ୱିକେଟ୍ କିପର । ରିଷଭ…

୧୫ ଦିନର ନବଜାତ ଶିଶୁକୁ ବିକିଲେ, ବିକ୍ରି ଟଙ୍କାରେ ବାଇକ୍ କିଣିଲେ । ଇନ୍ଦୋରରୁ ଆସିଲା ଶିଶୁବିକ୍ରିର ସାଙ୍ଘାତିକ…

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଆସିଛି ନବଜାତ ଶିଶୁବିକ୍ରିର ସାଙ୍ଘାତିକ ମାମଲା । ମାତ୍ର ୧୫ ଦିନ ତଳେ ଜନ୍ମ ହୋଇଥିବା ଗୋଟିଏ ଶିଶୁକୁ ତା ପିତାମାତା ବିକ୍ରି କରିଦେବା ସହିତ, ସେହି ଟଙ୍କାରେ ବାଇକ୍ ଓ ଘରକରଣା ଜିନିଷ କିଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ପୋଲିସ…

କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନ ମନା । ବରଗଛ ମୂଳେ ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ ।

କନକ ବ୍ୟୁରୋ: ଗୋଟିଏ ପଟେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ରିପୋର୍ଟିଂ ପାଇଁ ଅନୁମତି ମିଳୁନି, ଅନ୍ୟପଟେ ବରଗଛମୂଳରେ ବସି ରିପୋର୍ଟିଂ କରୁଛନ୍ତି ସାମ୍ବାଦିକ । ଯାହାକି ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହା ହେଉଛି ରାଜ୍ୟ ସରକାରଙ୍କର ଅଜବ ନିଷ୍ପତିର ପ୍ରତିଫଳନ ।…

ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର । ଦୁଇ ବର୍ଷ ହେଲା ଟାଳି…

କନକ ବ୍ୟୁରୋ: ଦୁର୍ନୀତି କମାଇବା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସରକାରୀ କର୍ମଚାରୀଙ୍କୁ ଏଣିକି ସେମାନଙ୍କ ବାର୍ଷିକ ସମ୍ପତ୍ତିର ବିବରଣୀ ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ ହେବ ବୋଲି ଦୁଇ ବର୍ଷ ତଳେ ଘୋଷଣା କରିଥିଲେ ।…