ବ୍ରାଉନସୁଗାରର ଠିକଣା ପାଲଟିଛି ଉପକୂଳ ଓଡ଼ିଶା । ବାଲେଶ୍ୱରରେ ଧଳା ଜହର ବିକ୍ରି ବେଳେ ଧରାପଡିଲେ ଦଲାଲ ।

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଧଳା ଜହରର କଳା କାହାଣୀ । ବାଲେଶ୍ୱର ଭୋଗରାଇ ଥାନା ଉଦୟପୁର ଅଞ୍ଚଳରୁ ଦୁଇ ଜଣ ଧଳା ଜହର ବେପାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ୫ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି । ସେପଟେ ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩…

କେନ୍ଦୁଝରର ମାଟି ତଳେ ଥାଇପାରେ ସୁନାଖଣି । ବାଂଶପାଳର ବିଭିନ୍ନ ସ୍ଥାନରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ…

କନକ ବ୍ୟୁରୋ: କେନ୍ଦୁଝରରେ ସୁନା ଖଣି ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆହୁରି ଜୋରଦାର ହୋଇଛି, ଯେତେବେଳେ ବିଭିନ୍ନ ସ୍ଥାନରେ ସର୍ଭେକ୍ଷଣ ଆରମ୍ଭ କରିଛି ଜିଓ ଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । କେନ୍ଦୁଝର ବାଂଶପାଳ ବ୍ଲକର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣିର ସନ୍ଧାନ ପାଇଁ ସର୍ଭେ…

କୁଆଡେ ଗଲେ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ? ଦୁଇ ଦିନ ପରେ ବି ମିଳୁନି ପତ୍ତା…

କନକ ବ୍ୟୁରୋ: ନିଖୋଜ ହେବାର ଦୁଇ ଦିନ ପରେ ବି ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀଙ୍କ ପତ୍ତା ମିଳୁନି । ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା…

କୁଆଡ଼େ ଚାଲିଗଲେ ୧୮ ଲକ୍ଷ ପିଲା । ଗଣଶିକ୍ଷା ମନ୍ତ୍ରୀ କହିଲେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଆସୁନାହାନ୍ତି…

କନକ ବ୍ୟୁରୋ: ସ୍କୁଲକୁ ଆସୁନାହାନ୍ତି ଶତ ପ୍ରତିଶତ ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ପ୍ରାୟ ଦୁଇ ବର୍ଷ ସ୍କୁଲ ବନ୍ଦ ରହିଥିଲା । ଏବେ ସ୍କୁଲ ଖୋଲିବା ପରେ କିନ୍ତୁ ୭୦ ପ୍ରତିଶତ ପିଲା ସ୍କୁଲ ଆସୁଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇଛି ।…

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ନିୟମ ପରିସରରେ ହେଉ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଜେପି ନେତା ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିୟମ ପରିଧି ଭିତରେ…

ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ନିର୍ବାଚିତ ।

କନକ ବ୍ୟୁରୋ : ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…