କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ବିରାଟ ଦେଖାଇଲେ ବଡପଣ । ଆଇସିସିଠାରୁ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ ତାଙ୍କୁ ପ୍ରଂଶସାରେ ପୋତି…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ

କନକ ବ୍ୟୁରୋ: ଚନ୍ଦକାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ଘଟଣା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ…

ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ଏବେ ସବୁଠାରୁ ବଡ ପ୍ରଶ୍ନ । ଝରାଫୁଲକୁ ଭଲ ପାଇ ସବୁଠାରୁ ବଡ ବିଶ୍ୱାସଘାତ କରିଛି କି ଏହି ଧୋକାବାଜ ? ହୋଟେଲ ରୁମ ଭିତରେ ନିରୀହ ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଏଭଳି ଅନେକ…

ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ତେଜିଲା ରାଜନୀତି । ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଲା ବିଜେଡି । ଏଥର ରେଳ ବଜେଟରେ ଓଡ଼ିଶା କେତେ ପାଇଲା, ଏହାର ପୂରା ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରି ଆଜି କାଉଂଟର ପ୍ରେସମିଟ୍ କରିଛି…

ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡାକରା ଦେଇଛନ୍ତି ଚାଷୀ । ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ସ୍ତରୀୟ ବାରିକେଡ କରାଯିବା…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ ।…

କନକ ବ୍ୟୁରୋ: ଓଡିଶାର ଗଂଜାମ ଓ ଆନ୍ଧ୍ର ସୀମାନ୍ତ ଅଂଚଳରେ ଭଲ ରାସ୍ତା, ଭଲ ଘର ଏବଂ ଏକ ଭଲ ଜୀବନ ଶୈଳୀର ଘୋର ଅଭାବ । ଏହି କାରଣରୁ ବୋଧହୁଏ ସହଜରେ ଆନ୍ଧ୍ର ଏସବୁ ଗାଁରେ କବଜା କରିବାକୁ ଉଦ୍ୟମ କରୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାତ୍ରପୁର ବ୍ଲକର ୪ଟି ପଂଚାୟତରେ ଆନ୍ଧ୍ର…