ନେପାଳରେ ଦୁର୍ଘଟଣାର ଶିକାର ବିମାନରେ ଥିଲେ ୪ ଓଡିଆ । ବର୍ତ୍ତମାନ ସୁଦ୍ଧା ସମସ୍ତେ ନିଖୋଜ ଥିବା ସୂଚନା ।

କନକ ବ୍ୟୁରୋ: ନେପାଳରେ ଦୁର୍ଘଟଣାରେ ଶିକାର ହୋଇଥିବା ବିମାନରେ ଥିଲେ ୪ ଓଡିଆ । ବର୍ତ୍ତମାନ ମିଳୁଥିବା ତାଜା ସୂଚନା ମୁତାବକ, ଏହି ବିମାନରେ କିଛି ଓଡିଆ ମଧ୍ୟ ଯାତ୍ରା କରୁଥିବା ଜଣାପଡିଛି ଏବଂ ସମସ୍ତେ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ଏନେଇ ତାଙ୍କ ପରିବାରକୁ ଟ୍ରାଭେଲ ଏଜେନ୍ସି ତରଫରୁ…

ସରପଞ୍ଚଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଭୋଟ ଦେଇନଥିବାରୁ ପାଣି ଯୋଗାଇବାକୁ ମନା କରୁଛନ୍ତି ସ୍ଥାନୀୟ ଜନପ୍ରତିନିଧି…

କନକ ବ୍ୟୁରୋ: ପଞ୍ଚାୟତ ଭୋଟରେ ମୋତେ ଭୋଟ୍ ଦେଲନି ପାଣି ମିଳିବନି । ସରପଞ୍ଚଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଗବାହାଲି ଗାଁରୁ । ପାଟଣାଗଡ ବ୍ଲକର ତମିଆଁ ପଞ୍ଚାୟତର ବାଗବାହାଲି ଗାଁ । ଗାଁରେ ଜନସଂଖ୍ୟା ୫୦୦ରୁ ଅଧିକ । ଏଠାରେ ବର୍ଷ ତମାମ୍ ପିଇବା…

ଗୁଳି କରି ହାତୀକୁ କରାଯାଉଛି ଶିକାର । ଏସିଡ୍ ପକାଇ ଖୋଳି ନେଉଛନ୍ତି ଦନ୍ତାର ଦାନ୍ତ

କନକ ବ୍ୟୁରୋ: ଗନ୍ ପଏଣ୍ଟରେ ଗଜରାଜ । ସଙ୍କଟରେ ବୌଦ୍ଧ ବନଖଣ୍ଡରେ ରହୁଥିବା ହାତୀ । ଦାନ୍ତ ପାଇଁ ଦନ୍ତାକୁ ଗୁଳିକରି କରାଯାଉଛି ହତ୍ୟା । ଗତ ୩ ଦିନରେ ବଘିଆପଡା ସେକ୍ସନ ଭୁର୍କିପଦା ସଂରକ୍ଷିତ ଜଙ୍ଗଲ ଓ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର ମୃତଦେହ ଉଦ୍ଧାର ହେବା ପରେ ଏବେ…

ରାସ୍ତା ପାଖରେ ବସିବା ହେଲା କାଳ । ଗୋଟିଏ ପରିବାର ଉପରେ ଚଢିଗଲା କାର

କନକ ବ୍ୟୁରୋ: ରାସ୍ତା ପାଖରେ ବସିବା ହେଲା କାଳ । ରାସ୍ତା ପାଖ ଗଛ ମୂଳେ ବସିଥିବା ବେଳେ ଚଢିଗଲା କାର । ନିଶା ଖାଇ ଏକ ପରିବାରର ୪ ଜଣଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି ଚାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ । ଦୁର୍ଘଟଣାରେ ବାପା, ମାଆଙ୍କ ସମେତ ପିଲାର…

ଗୋଟିଏ ଦିନରେ ପୂରା ଦେଶରେ ବିକ୍ରି ହେଲା ମାତ୍ର ୨୦ ଟିକେଟ୍ । ସୁପର ଫ୍ଲପ୍ ହେଲା କଙ୍ଗନାଙ୍କ ଫିଲ୍ମ ଧାକଡ । 

କନକ ବ୍ୟୁରୋ: କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ ରିଲିଜ୍ ହେବାକୁ ୯ ଦିନ ବିତିସାରିଲାଣି । ହେଲେ ଫିଲ୍ମର ଆୟ ଦିନକୁ ଦିନ ଖରାପରୁ ଖରାପ ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ, ଅଷ୍ଟମ ଦିନରେ ଏହି ବଲିଉଡ୍ ଫିଲ୍ମର ପୂରା ଦେଶରେ ମାତ୍ର ୨୦ଟି ଟିକେଟ୍ ବିକ୍ରି କରିପାରିଛି । ଆଉ ଏହି ଦିନ…

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି ।…

କନକ ବ୍ୟୁରୋ: ବିବାଦ ପରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଓପିଏସସି । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ । ପଦାର୍ଥ ବିଜ୍ଞାନ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବାକୁ ୨୦ ତାରିଖରେ…