ମାଟ୍ରିକ ସପ୍ଲିମେଣ୍ଟାରୀରେ ମୋଟ ୧୫,୨୪୪ ଜଣ ପରୀକ୍ଷାର୍ଥୀ ଉତ୍ତିର୍ଣ୍ଣ

କନକ ବ୍ୟୁରୋ : କରୋନା କାଳରେ ବହୁକଟକଣା ମଧ୍ୟରେ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଫଳ ପ୍ରକାଶ କରାଯାଇଛି । ସୂଚନା ମୁତାବକ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀରେ ୨୧ ହଜାର ୪୮୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ…

ଇତିହାସ ରଚିବ ବିହାର ନିର୍ବାଚନ । ପ୍ରଥମଥର ପାଇଁ ନିର୍ବାଚନୀ ମୁଦ୍ଦା ସାଜିଛି ବେକାରୀ । ରୋଜଗାର ସହିତ ମାଗଣା ଟୀକା…

କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳମାନେ ସେମାନଙ୍କର ସର୍ବନିମ୍ନ ସାଧାରଣ କର୍ମସୂଚୀ ଜାରି କରିବାରେ ଲାଗିଛନ୍ତି । ପ୍ରଥମେ ମହାଗଠବନ୍ଧନ ଦ୍ୱିତୀୟରେ ଚିରାଗ ପାସୱାନଙ୍କ ଏଲଜେପି ଓ ଏବେ ଏନଡିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଆଜି…

୨୪ ଘଂଟାରେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୩, ୧୫ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୩ ରହିଛି । ସେମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟିନ ସେଂଟରରୁ ଥିବା ବେଳେ ୮୦୪ ଲୋକାଲ କେସ ରହିଛି । ଅନୁଗୁଳ ୧୦୬, ବାଲେଶ୍ୱର…

ମହାରାଷ୍ଟ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନାହିଁ…

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ବୁଧବାର ଦିନ ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏକ ଆଇନ ଅଧିନରେ ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରର ବ୍ୟବହାର ପାଇଁ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଆଦେଶ ଜାରି କରିଛନ୍ତି । ସୂଚନା ମୁତାବକ ସିବିଆଇର ରାଜ୍ୟର କ୍ଷମତା ଓ…

ପୂର୍ବ ସପ୍ତାହରେ ଦକ୍ଷିଣ କୋରିଆରେ ମହାମାରୀ ପାଇଁ ଟୀକା ନେଇ ୫ ଜଣଙ୍କର ମୃତ୍ୟୁ ହୋଉଛି । ମହାମାରୀ ପାଇଁ ଟୀକାକରଣ…

କନକ ବ୍ୟୁରୋ : ପୂର୍ବ ସପ୍ତାହରେ ଦକ୍ଷିଣ କୋରିଆରେ ଥଣ୍ଡା ପାଇଁ କରାଯାଉଥିବା ଟୀକାକରଣ ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁୁ ନେଇ ସେଠିକାର ସରକାର ଟୀକାକରଣକୁ ସ୍ଥଗିତ ରଖିଛନ୍ତି । ଏପଟେ ଟୀକାକରଣ ଡେରି ହେଉଥିବାରୁ ଲୋକଙ୍କ ଚିନ୍ତା ବଢିଛି । ଅଧିକାରୀ କହିଛନ୍ତି କି ଏହା ସ୍ପଷ୍ଟ…

ସଂପତି କଳିକୁ ନେଇ ପଡୋଶୀ ଗଡାଇଲା ୩ ମୁଣ୍ଡ । ଗୋଟିଏ ପରିବାରର ଶାଶୂ, ଜ୍ୱାଇଁ ଓ ଝିଅ ମୃତ

କନକ ବ୍ୟୁରୋ : ସଂପତ୍ତି ଲୋଭରେ ପଡୋଶୀ ସାଜିଲା ଖୁନି । ଟଙ୍ଗିଆରେ ହାଣି ଗୋଟିଏ ପରିବାର ୩ ଜଣଙ୍କୁ କଲା ହତ୍ୟା । ଏଭଳି ନାରକୀୟ କାଣ୍ଡ ଦେଖିବାକୁ ବିଳିଛି କୁଚିଣ୍ଡା ଅଞ୍ଚଳ ମହୁଲପାଲି ଥାନା ଅଧିନ ଲପଡା ଗ୍ରାମରେ । ଜମିବାଡି ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି…