ଯେବେ ବିଜେପିର ଲକ୍ଷ୍ମଣଙ୍କ ଦେହରେ ବାଜିଥିଲା ଗୁଳି । ସୋନିଆ ଗାନ୍ଧୀ ଯୋଗାଡ କରିଥିଲେ ବିମାନ, ଦେଖା କରିବାକୁ ଯାଇଥିଲେ…

କନକ ବ୍ୟୁରୋ : ୨୨ ଏପ୍ରିଲ ୨୦୦୬, ଏହି ତାରିଖରେ ବିଜେପି ନେତା ପ୍ରମୋଦ ମହାଜନଙ୍କୁ ତାଙ୍କ ସାନ ଭାଇ ପ୍ରବୀଣ ମହାଜନ ଗୁଳି ମାରିଥିଲେ । ଗୋଟିଏ କି ଦୁଇଟି ନୁହେଁ ପ୍ରବୀଣ ମହାଜନ ପ୍ରମୋଦଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲେ । ପ୍ରମୋଦ ମହାଜନ ମୁମ୍ବାଇ ସ୍ଥିତ ଘରେ ଥିବା ବେଳେ ପ୍ରବୀଣ ତାଙ୍କ…

ଶରଦ ପାୱାରଙ୍କ ଇସ୍ତଫା ପଛରେ ରହିଛି ସଂଜୟ ରାଉତଙ୍କ ଭୂମିକା ! ବିଜେପି କହିଲା ସଂଜୟ ରାଉତ ‘ଆଧୁନିକ ଶକୁନି’

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏନେଇ ବିଜେପି ତରଫରୁ ମଧ୍ୟ ଲଗାତର ଭାବେ ବୟାନ ଜାରି ରହିଛି । ବିଜେପି ତରଫରୁ ଶିବସେନା ନେତା ସଂଜୟ ରାଉତଙ୍କୁ ଶରଦ ପାୱାରଙ୍କ…

ଆଦାନୀ ଗ୍ରୁପ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ଏହି କମ୍ପାନୀ, ରିପୋର୍ଟ ପ୍ରକାଶ ପାଇବା ପରେ ବୁଡିଗଲା ୮୧ ହଜାର କୋଟି…

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ କିଛିଦିନ ତଳେ ହିଣ୍ଡେନବର୍ଗ ତରଫରୁ ଏକ ରିପୋର୍ଟ ଜାରି କରାଯାଇଥିଲା । ଏହାପରେ ଆଦାନୀ ଗ୍ରୁପର ସେୟାର ମାର୍କେଟରେ ତଳମୁହାଁ ହୋଇଥିଲା । ଫଳରେ ହଜାର ହଜାର କୋଟି ଟଙ୍କା କ୍ଷତି ସହିଥିଲା କମ୍ପାନୀ । ଏହାକୁ ନେଇ ଦେଶ ରାଜନୀତି ବି ବେଶ୍ ସରଗରମ ହୋଇଥିଲା ।…

ଧାରଣା ଭିତରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ବଡ ଅଭିଯୋଗ । କହିଲେ, ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି…

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପିର ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କ ସିଂଙ୍କ ବିରୋଧରେ କିଛି କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଦେଶର ଶୀର୍ଷ କୁସ୍ତଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ…

ଅଡୁଆରେ ମହମ୍ମଦ ଶାମୀ । ସୁପ୍ରିମ କୋର୍ଟ ପହଂଚିଲେ ସ୍ତ୍ରୀ ହସିନା ଜହାଁ, ଶାମୀଙ୍କୁ ଗିରଫ କରିବାକୁ ଆବେଦନ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହିଛନ୍ତି । ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ହାଇକୋର୍ଟରୁ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ପହଂଚିଛନ୍ତି । ୨୦୧୮ ରେ ହସିନା ଜହାଁ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୋଧରେ ବିଭିନ୍ନ…

ସେନାରୁ ଚାକିରୀ ଛାଡି ଆରମ୍ଭ କରିଥିଲେ ଜେମିନ୍ ସର୍କସ । ୪୦ ଘୋଡା ଓ ୩୦ ସିଂହକୁ ସର୍କସରେ କରିଥିଲେ ସାମିଲ । ଜାଣନ୍ତୁ…

କନକ ବ୍ୟୁରୋ : ଜେମିନି ଏବଂ ଜମ୍ବୋ ସର୍କସ । ୯୦ଦଶକ ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଥିଲା ଏହି ସର୍କସ । ଏହାର ମାଲିକ ଦିବଙ୍ଗତ ଜେମିନି ଶଙ୍କରନ ସର୍କସ କରିବା ପୂର୍ବରୁ କେତେ ଯେ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ଭାଗ୍ୟ ପରୀକ୍ଷା ପରେ ସେନା ବାହିନୀ…