Daily Archives

May 18, 2024

ସୁନ୍ଦରଗଡ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ପାଇଁ ବଢିଲା ଅଡୁଆ । ବିଜେପି ନେତାଙ୍କ ଠାରୁ ଟଙ୍କା ଜବତ ନେଇ…

କନକ ବ୍ୟୁରୋ :  ଟଙ୍କା ସହ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ବିଜେପି ନେତା । ବିଜେପି ନେତା ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ଟଙ୍କା ବାଂଟିବା ବେଳେ ଗିରଫ ହୋଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଭଷ୍ମା ଥାନା…

ବିିଶାଳ ଦାସଙ୍କ ପାଇଁ ବଢିଲା ଅଡୁଆ । ୨୪ ଘଂଟାରୁ ଅଧିକ ସମୟ ଧରି ଝାରସୁଗଡାରେ ଜାରି ରହିଛି ଆୟକର ବିଭାଗର ଚଢାଉ

କନକ ବ୍ୟୁରୋ : ଝାରସୁଗୁଡ଼ାରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ରାତିରୁ ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳୀ ଦାସଙ୍କ ଭାଇ ବିଶାଳ ଦାସଙ୍କ ଜଣେ କର୍ମଚାରୀଙ୍କ ଘରେ ଆଇଟି ରେଡ୍ କରୁଛି । ରେଡ୍ରେ ଦୁଇ ଜଣ ଆଇଟି ଅଧିକାରୀ ସାମିଲ ହୋଇଛନ୍ତି । ଗତକାଲି ବିଶାଳ ଦାସଙ୍କୁ ୪…

ଘଷିପୁରାରେ ଶକ୍ତି ଦେଖାଇଲେ ସୌମ୍ୟରଞ୍ଜନ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ ରାଲି

କନକ ବ୍ୟୁରୋ : ନିର୍ବାଚନ ପାଖଉଥିବା ବେଳେ ଘଷିିପୁରାରେ ପ୍ରଚାର ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ରାଲି ସହ ପଦଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାରେ ୨୦୦ ଅଟୋ, ୫୦୦ରୁ ଅଧିକ ବାଇକ୍ ଏବଂ ୫ ହଜାରରୁ ଅଧିକ…

ମେ ୨୦ରେ ୪୯ ଆସନରେ ପଡିବ ଭୋଟ । ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ, ରାଜନାଥ ସିଂହ, ପୀୟୁଷ ଗୋଏଲଙ୍କ ଭଳି ପ୍ରମୁଖ…

କନକ ବ୍ୟୁରୋ : ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାରଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩ଟି ଲୋକସଭା ଆସନରେ ଭୋଟ ପଡିବ । ଏହାସହ ରାଜ୍ୟରେ ମତଦାନ…

କେବଳ ଗ୍ରାମାଞ୍ଚଳ ନୁହେଁ ଏବେ ସହରାଞ୍ଚଳ ଲୋକଙ୍କୁ ବି ମିଳିବ ମାଗଣା ସ୍ୱାସ୍ଥ୍ୟସେବା । ବିଜେଡି ସରକାରକୁ ଆସିଲେ…

କନକ ବ୍ୟୁରୋ : ଚଳିତ ନର୍ବାଚନରେ ବିଜେଡି ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିଛି । ହେଲେ ଏହି ବିଏସକେୱାଇ କାର୍ଡ ମାଧ୍ୟମରେ ପୂର୍ବରୁ କେବଳ ଗ୍ରାମାଞ୍ଚର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ସୁବିଧା ପାଉଥିବା ବେଳେ ଏବେ ଏହାକୁ…

ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ଭୁବନେଶ୍ୱର ମଧ୍ୟ ଆସନରେ ୨୦୦ ସଖୀ ବୁଥ, ବୁଥକୁ ଜଗିବେ ମହିଳା ପୋଲିସ…

କନକବ୍ୟୁରୋ : ନିର୍ବାଚନରେ ମହିଳା ଭୋଟରଙ୍କ ଗୁରୁତ୍ୱ ବଢିବାରେ ଲାଗିଛି । ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ପ୍ରଥମ ଥର ଲାଗି ଅଭିନବ ବ୍ୟବସ୍ଥା କରିଛନ୍ତି । ରାଜଧାନୀରେ ବି ଦେଖିବାକୁ ମିଳିବ ସଖୀ ବୁଥ୍ । ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ମଧ୍ୟ ନିର୍ବାଚନମଣ୍ଡଳୀର…