Daily Archives

May 13, 2024

ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ନାମରେ ସାଂଘାତିକ ମାମଲା । ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ମୁସଲିମ୍ ମହିଳା…

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏନେଇ ଅନେକ ସ୍ଥାନରୁ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆସୁଛି । ହେଲେ ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ମାଧବୀଲତାଙ୍କ ନାମରେ କିଛି ମୁସଲିମ୍ ମହିଳା ଥାନାରେ…

ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ, ବିଜୁଳି ବିଲ୍ ଛାଡ ପାଇଁ କରିବେ ପ୍ରଥମ ଦସ୍ତଖତ: ଭିକେ ପାଣ୍ଡିଆନ୍

କନକ ବ୍ୟୁରୋ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ବିଜେଡି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ତେବେ ଏହି ପ୍ରଚାର ଭିତରେ ସେ ଏକ ବଡ ଘୋଷଣା ବି କରିଛନ୍ତି । ପାଣ୍ଡିଆନ କହିଛନ୍ତି, କ୍ଷମତାକୁ ଆସିବାର ପ୍ରଥମ ଦିନରେ ନବୀନ…

ହେମନ୍ତ ସୋରେନଙ୍କୁ କୋର୍ଟଙ୍କ ଝଟକା । କହିଲେ, କେଜ୍ରିୱାଲଙ୍କ ଆଧାରରେ ମିଳିବ ନାହିଁ ଜାମିନ । ଜାଣନ୍ତୁ ପରବର୍ତ୍ତୀ…

କନକ ବ୍ୟୁରେ: କଥିତ ଜମି ଦୁର୍ନୀତି ମାମଲାରେ ଜେଲରେ ହେମନ୍ତ ସୋରେନଙ୍କ ମାମଲାର ଆଜି ଶୁଣାଣି ହୋଇଛି । ଏହି କ୍ରମରେ ସୁପ୍ରିମକୋର୍ଟ ଇଡିକୁ ମେ’୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲଙ୍କ ତରଫରୁ କୋର୍ଟରେ ଦଲିଲ…

ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ…

କନକବ୍ୟୁରୋ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି…

‘ଶ୍ରୀମନ୍ଦିର ପ୍ରକଳ୍ପ କାମ ରୋକିବାକୁ କେନ୍ଦ୍ରମନ୍ତ୍ରୀ ଯେଉଁ ଷଡଯନ୍ତ୍ର କରିଥିଲେ, ଆଗକୁ ଓଡିଶାବାସୀ ତାଙ୍କୁ ବୁଦ୍ଧି…

କନକ ବ୍ୟୁରୋ: ବିଜେପିର ପ୍ରେସମିଟ ପରେ ପରେ ବିଜେଡି ମଧ୍ୟ ପ୍ରେସମିଟ କରି ବିଜେପି ନେତାଙ୍କ ଉପରେ ବର୍ଷିଛି । ବିଜେଡିତ ନେତା ଆମର ପଟ୍ଟନାୟକ କହିଛନ୍ତି, ‘ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ଟିରୁ ୪ଟି ଲୋକସଭା ଆସନ ଏବଂ ୨୮ ବିଧାନସଭା…

ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୧ ପ୍ରତିଶତ ମତଦାନ । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି । ୧୭ କୋଟିରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ୨୫ ଟି ବିହାରରେ…