Daily Archives

May 12, 2024

‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି । ତେବେ…

ଗଞ୍ଜାମର ପ୍ରସିଦ୍ଧ ଗୋଛା ବାଇଗଣ: ଏକର ଏକର ଜମିରେ ବାଇଗଣ ଚାଷ କରିଛନ୍ତି ଗୋଛା ପଞ୍ଜାୟତର ଚାଷୀ

କନକ ବ୍ୟୁରୋ: ସ୍ୱାବଲମ୍ବୀ କରିଛି ବାଇଗଣ ଚାଷ । ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକ ଗୋଛା ପଂଚାୟତର ଶତାଧିକ ଲୋକ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ବାଇଗଣ ଗୋଛା ବାଇଗଣ ଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ । ଗୋଛା ପଂଚାୟତର ବଡ଼ଗୋଛା, ସାନଗୋଛା, ଯାତ୍ରାମା, ମାଳିପଙ୍କା,…

ଜଳେଶ୍ୱର ଗୋପାଳପୁର ଗାଁ ମହିଳାଙ୍କ ନିଆରା ପ୍ରୟାସ: ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କରୁଛନ୍ତି ଛେଳିଚାଷ

କନକ ବ୍ୟୁରୋ: ଗାଁ ମହିଳାଙ୍କ ଛେଳି ଚାଷ । ଜଳେଶ୍ୱର ଗୋପାଳପୁର ଗାଁର ୧୩ ଜଣ ମହିଳା ମିଶି ଛେଳି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ମହିଳା ମାନେ ୨ଲକ୍ଷ ୩୦ ହଜାର ଟଙ୍କା ରୁଣ ନେଇ ଛେଳି ଫାର୍ମ କରିଛନ୍ତି । ଫାର୍ମରେ ଏବେ ୩୨ଟି ଛେଳି ଥିବା ବେଳେ ଏହାର ଯତ୍ନ ନେଉଛନ୍ତି…

ତେଜିଲା ରତ୍ନଭଣ୍ଡାର ରାଜନୀତି । ପ୍ରଧାନମନ୍ତ୍ରୀ ପ୍ରସଙ୍ଗ ଉଠାଇବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ସେବାୟତ…

କନକ ବ୍ୟୁରୋ: ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗ ପାଲଟିବା ପରେ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ସଭାରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ପରେ, ଏହା ପୁଣି ଥରେ ଚର୍ଚ୍ଚାକୁ ଫେରିଛି । ରତ୍ନଭଣ୍ଡାର ତୁରନ୍ତ ଖୋଲିବା ପାଇଁ ପୁଣି ଦାବି ଉଠାଇଛନ୍ତି ବରିଷ୍ଠ…

କାକରା ପିଠା ବ୍ୟବସାୟରୁ ମିଳୁଛି ଭଲ ରୋଜଗାର: ବାପାଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଦୁଇ ପୁଅ

କନକ ବ୍ୟୁରୋ: ବାପାଙ୍କ କୌଳିକ ବୃତିକୁ ଆପଣାଇ ଆତ୍ମନିର୍ଭର ହୋଇଛନ୍ତି ଇଞ୍ଜିନିୟର ପୁଅ । ବି-ଟେକ୍ ପାସ୍ କରିବା ପରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ଭଲ ଦରମାରେ ଚାକିରି କରୁଥିଲେ । ହେଲେ ବାପାଙ୍କ ବ୍ୟବସାୟକୁ ବଂଚାଇ ରଖିବା ପାଇଁ ଚାକିରି ଛାଡ଼ି ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ ଯୁବକ…

ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ପୁରୀରେ ରୋଡ ସୋ, ଅନୁଗୁଳ ଓ କଟକରେ ଜନସଭା । ୧୫ରେ ଅମିତ ଶାହ,…

କନକ ବ୍ୟୁରୋ: ୨୦୧୯ ପରି ୨୦୨୪ରେ ମଧ୍ୟ ପୁରୀରେ ବିଜେପି ପାଇଁ ପ୍ରଚାର କରିବେ ମୋଦୀ । ୨୦ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଅନୁଗୁଳ, କଟକରେ ବିଶାଳ ଜନସଭା କରିବା ସହ ପୁରୀ ବଡଦାଣ୍ଡରେ ମେଗା ରୋଡ ସୋ’ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।…