Daily Archives

June 26, 2023

କନ୍ୟାଯାତ୍ରୀଙ୍କୁ ନେଇ ଫେରୁଥିବା ମିନିବସ୍ ସହ ମୁହାଁମୁହିଁ ଧକ୍କା ହେଲା ଓଏସଆରଟିସି ବସ୍ । ୧୨ ଜଣଙ୍କ ମୃତ୍ୟୁ, ୮…

କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ବସ ସହ କନ୍ୟାକୁ ଛାଡି ବ୍ରହ୍ମପୁରରୁ ଫେରୁଥିବା ମିନି ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୭…

ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜର ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷାଫଳ ପ୍ରକାଶିତ । ଦେଖନ୍ତୁ, କେଉଁ ବିଭାଗରେ…

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ତିନି ଶେଷ ସେମିଷ୍ଟାର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ । ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଭୟ ନିୟମିତ ଏବଂ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ଫଳ ସୋମବାର…

ଅବ୍ୟବସ୍ଥା ଘେରରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ। ନିମାପଡା ଆଦର୍ଶ ବିଦ୍ୟାଳୟରେ ନାହିଁ ଆବଶ୍ୟକୀୟ ଭିିତିଭୂମି 

କନକ ବ୍ୟୁରୋ: ଶିକ୍ଷା ବିଭାଗର ବିକଳ ଚିତ୍ର । ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା । ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ନିମାପଡ଼ା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ଗ୍ରାମାଂଚଳର…

ସରକାରୀ ଅଫିସରେ ପଶିଗଲା ବର୍ଷା ପାଣି। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଦା ହୋଇଗଲା କାଗଜପତ୍ର

କନକ ବ୍ୟୁରୋ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିଲା ପାଣି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଅଫିସ ରେକର୍ଡ ରୁମ୍…

ଗଛରେ ଭାଲୁ, ତଳେ ଜଗିଛନ୍ତି ବନ କର୍ମଚାରୀ। ନବରଙ୍ଗପୁରରେ ଜଙ୍ଗଲ ଛାଡି ବାରମ୍ବାର ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ

କନକ ବ୍ୟୁରୋ: ଗଛ ଉପରେ ଭାଲୁ, ତଳେ ବନ ବିଭାଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗାଁର କିଛି ଦୂରରେ ଏକ ଭାଲୁ ଏକ ବାହାଡ଼ା ଗଛ ଉପରେ ଚଢିରହିଛି । ଧିରେ ଧିରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଏହି ଅଂଚଳରେ…

ଘର କଳିରେ ବଳି ପଡିଲା ଦେଢ ବର୍ଷର କୁନି ଝିଅ। ବିଷ କ୍ରିୟା ଯୋଗୁଁ ମାଆ ଓ କୁନି ଝିଅର ମୃତ୍ୟୁ

କନକ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ଘର କଳି ଯୋଗୁଁ ଅବେଳରେ ଝଡି ପଡିଲା କଅଁଳ କଢି । ଦେଢ ବର୍ଷର ଶିଶୁ କନ୍ୟା ମାଆ ସହ ସବୁ ଦିନ ପାଇଁ ମୃତ୍ୟୁ ଶଯ୍ୟାରେ ଶୋଇଯାଇଛି । ମାଆ-ଝିଅଙ୍କ ମୃତଦେହ ଦୁଇଟି ଡାକ୍ତରଖାନାରେ ଥିବା ବେଳେ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ମୃତ…