Daily Archives

June 26, 2023

କ୍ରାଇମ କ୍ୟାପିଟାଲ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିବା ଆଲୋକରେ ବନ୍ଧୁକ ମୁନରେ ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । କାରକୁ ଘେରି ୪ଜଣ ଦୁବୁର୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଲୁଟ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ କିଛି ସୁରାକ ଆଧାରରେ ଛାନଭିନ ଜାରି ରଖିଛି ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ…

ପଛକୁ ହଟିଲା ବିଦ୍ରୋହୀ ସେନା ୱାଗନର । ରଷିଆ ଉପରୁ ଟଳିଲା ସଙ୍କଟ । କିନ୍ତୁ କୁଆଡ଼େ ଗଲେ ରାଷ୍ଟ୍ରପତି ପୁଟିନ?

କନକ ବ୍ୟୁରୋ: ୭୨ ଘଣ୍ଟାର ହଟଚମଟ ପରେ ଶାନ୍ତ ପଡିଛି ରୁଷ । ବିଦ୍ରୋହୀ ସେନା ୱାଗନର ମସ୍କୋ ମୁହାଁ ହେଉଥିବାବେଳେ ହଠାତ ଓହରିଯାଇଛି । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ପ୍ରଶ୍ନ ଉଠୁଛି ଯେଉଁ ଭାବେ ୱାଗନର ମସ୍କୋ ମୁହାଁ ହେଉଥିଲା ହଠାତ କାହିଁକି…

ଉଦଘାଟନ ପୂର୍ବରୁ ଭୁଶୁଡିଲା ଇଣ୍ଡୋର ଷ୍ଟାଡିୟମ । ସ୍ଥାୟିତ୍ୱ ଉପରେ ଉଠିଲା ପ୍ରଶ୍ନ । ଏପଟେ ରାଜ୍ୟରେ ବର୍ଷା ଆହୁରି ୨…

କନକ ବ୍ୟୁରୋ: ଗଞ୍ଜାମ କୋଦଳା ଏନଏସିରେ ୭ କୋଟିର ତିଆରି ହେଉଛି ଇଣ୍ଡୋର ଷ୍ଟାଡିୟମ । କିନ୍ତୁ ସାମାନ୍ୟ ବର୍ଷାରେ ଭୁଶୁଡି ପଡିଛି ଷ୍ଟାଡିୟମ । ଛାତରୁ ପାଣି ଗଳୁଥିବା ବେଳେ ସିମେଣ୍ଟ ଖସୁଛି । ଚାରିପଟ କାନ୍ଥରେ ବି ଫାଟ ସୃଷ୍ଟି ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଠାରେ…

ମଣିଷର କାମ କରିବ ଏଆଇ ଟୁଲ୍ । ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି । ଏଆଇ ଦ୍ୱାରା ପ୍ରସ୍ତୁତ…

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ…

ଢେଙ୍କାନାଳରୁ ନିର୍ବାଚନ ଲଢିବେ କି ଧର୍ମେନ୍ଦ୍ର ପ୍ରଧାନ? କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ କାର୍ଯ୍ୟକ୍ରମ ଦେଉଛି ନୂଆ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନକୁ ନିର୍ବାଚନ ଲଢିବେ, ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଆଉ ଏହି ସମୟରେ ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ କିଛି ନୂଆ ଇସାରା କରୁଛି । କୁହାଯାଉଛି, ସେ ଢେଙ୍କାନାଳ ଆସନରୁ ଲଢିବା ପାଇଁ…

କନକ ନ୍ୟୁଜର ରିୟଲିଟି ଚେକ୍, ସାଧୁଙ୍କୁ ଜଣାନାହିଁ ସାଧାରଣ ମନ୍ତ୍ର  । ନାଗା ସାଧୁ ବେଶରେ ଲୁଟପାଟ ଅଭିଯୋଗ । ୫ଜଣଙ୍କୁ…

କନକ ବ୍ୟୁରୋ: ରାଜଧାନୀରେ  ଆତ୍ମଘୋଷିତ ନାଗା ବାବା ଚଳାଇଛନ୍ତି କାରନାମା । ମନ୍ତ୍ର ତନ୍ତ୍ର ନ ଜାଣି ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି । ଆଜି କନକ ନ୍ୟୁଜ କ୍ୟାମେରାରେ ଏଭଳି କିଛି ଦୃଶ୍ୟ କଏଦ ହୋଇଛି । ଆତ୍ମଘୋଷିତ ବାବାଙ୍କୁ ଶିବତାଣ୍ଡବ କିଏ ଲେଖିଥିଲେ ବୋଲି ପଚାରିବାରୁ, ଏହାକୁ…