Daily Archives

June 25, 2023

ନିରବଚ୍ଛିନ୍ନ ବିଜୁଳି ସେବା ନେଇ ଅଣ୍ଟା ଭିଡ଼ିଛି ଟାଟା ପାୱାର । ନିୟୋଜିତ ହେଲେ ୪,୪୨୦ କର୍ମଚାରୀ

କନକ ବ୍ୟୁରୋ : କାଳବୈଶାଖୀର ମୁକାବିଲା ଓ ନିରବଚ୍ଛିନ୍ନ ବିଜୁଳି ସେବାକୁ ସୁନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଟାଟା ପାୱାର । ସ୍ୱାଭାବିକ ବିଜୁଳି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଟିପିଏସ-ଓଡିଏଲ୍ ପକ୍ଷରୁ ବିଜୁଳି ଉପକରଣ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଟାଟା ପାୱାର ପକ୍ଷରୁ…

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଇଥିଲା କିଏ ? ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାହାଣୀ

କନକ ବ୍ୟୁରୋ : ଜଣେ ସରକାରୀ କୋଟି କୋଟି ଟଙ୍କା ଠୁଳ କଲେ କେମିତି? ଆୟରୁ ୫ଶହ ଗୁଣ ସମ୍ଭବ ହେଲା କେମିତି? ଏକାଧିକ ଥର ଗିରଫ ହୋଇଥିଲେ ସୁଦ୍ଧା ଏତେ ବଡ଼ ପଦବୀରେ ଥିଲେ କେମିତି? ନବରଙ୍ଗପୁର ଭାରପ୍ରାପ୍ତ ଅତିରିକ୍ତ ଉପଜିଲ୍ଲାପାଳ, ଗିରଫ ହେବା ପରେ ଏନେଇ ସାଧାରଣରେ ଏଭଳି କିଛି ପ୍ରଶ୍ନ ଉଙ୍କି…

5-T ସଚିବଙ୍କ ପରିଦର୍ଶନ ପରେ ପ୍ରକଳ୍ପରେ ତତ୍ପରତା । ରାଜଗାଙ୍ଗପୁର ଓଭର ବ୍ରିଜ୍ କାମ ତ୍ୱରାନ୍ୱିତ

କନକ ବ୍ୟୁରୋ : ରାଜଗାଙ୍ଗପୁର ଲେବେଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ମସିହାରେ ଆରମ୍ଭ ହୋଇଥିଲା ।…

ବିଜେପି ବିରୋଧରେ ବିରୋଧୀ ସ୍ଥିର କଲେ ମେଣ୍ଟର ନାମ, ସିମଳା ବୈଠକରେ ହୋଇପାରେ ଘୋଷଣା

କନକ ବ୍ୟୁରୋ : ପାଟନାରେ ବିଜେପି ବିରୋଧୀଙ୍କ ମହାବୈଠକ ପରେ ଏବେ ବିରୋଧୀ ମେଣ୍ଟର ନାମ କଣ ରହିବ ତାହା ସ୍ଥିର ହୋଇଥିବା ସୂତ୍ର ସୂଚନା ମିଳିଛି । ଏହି ମେଣ୍ଟର ନାମ Patriotic Democratic Alliance ବା ପିଡିଏ ବୋଲି ରଖାଯିବା ନେଇ ସ୍ଥିର ହୋଇଥିବା କଥା ସୂତ୍ର ସୂଚନା ରହିଛି । ଆଗାମୀ ଦିନରେ…

ଚର୍ଚ୍ଚାରେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ । ଲିଙ୍ଗ ପରିବର୍ତନ କରିବେ ସୁଚେତା…

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତା ଭଟ୍ଟାଚାର୍ଯ୍ୟ ଖୁବଶୀଘ୍ର ଲିଙ୍ଗ ପରିବର୍ତନ ଅସ୍ତ୍ରୋପଚାର କରି ପୁରୁଷ ହେବାକୁ ଯାଉଛନ୍ତି । ନିକଟରେ ୪୧ ବର୍ଷୀୟ ସୁଚେତା ବୁଧବାର ଏଲଜିବିଟିକ୍ୟୁ ସମୁଦାୟର ଏକ ଆଲୋଚନାଚକ୍ରରେ ଭାଗ ନେଇ…

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ପତ୍ନୀଙ୍କ ସହ କୋଟି କୋଟି ଟଙ୍କାର ଠକେଇ, ଜାଣନ୍ତୁ ପୂରା ମାମଲା

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁଙ୍କ ପତ୍ନୀ ନୋଏଡା ସେକ୍ଟର ୧୨୬ ଥାନାରେ ଏକ ଅଭିଯୋଗ ଆଣିଛନ୍ତି କି ଜଣେ ବ୍ୟକ୍ତି ତାଙ୍କୁ ଠକି ତାଙ୍କ ଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ ନିଜ ନାମରେ କରାଇ ନେଇଛନ୍ତି । ଏହି ଘଟଣା ଉପରେ ମାମଲା ରୁଜୁ…