Daily Archives

June 20, 2023

ଆସାମରେ ଲଗାଣ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା । ପାଣି ଭିତରେ ବୁଡି ରହିଛି ୪୪୪ ଗାଁ

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ସିଆଡେ ପାଣି ଆଉ ପାଣି । ରାସ୍ତାଘାଟ, ଘରବାଡ଼ି, ଦୋକାନ ବଜାର ସବୁଆଡ଼େ ଜଳମଗ୍ନ । ବନ୍ୟା ଓ ଭୂସ୍ଖଳନରେ ଆସାମର ସ୍ଥିତି ସାଂଘାତିକ ହୋଇପଡ଼ିଛି । ପାଣି ଘେରରେ ରହିଛି ହଜାର ହଜାର ହେକ୍ଟର ଅଂଚଳ । ଏହା ସହ ବନ୍ୟା ଯୋଗୁଁ କ୍ଷେତଗୁଡ଼ିକରେ ବନ୍ୟା ଜଳ ପଶି ଫସଲ ନଷ୍ଟ…

ତେଲେଙ୍ଗାନା ବିଜେପି ସାଂସଦଙ୍କ ବିବାଦୀୟ ବୟାନ । କହିଲେ, ଘର ନିର୍ମାଣ ଓ ପୁଅ ବାହାଘର କରିବାରେ ଖର୍ଚ୍ଚ କରିଦେଲି…

କନକ ବ୍ୟୁରୋ : ତେଲେଙ୍ଗାନାର ବିଜେପି ସାଂସଦ ସୋୟମ ବାପୁ ରାଓଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ସାଂସଦ । ଏହି ଭିଡିଓରେ ସାଂସଦ ଜଣଙ୍କ ନିଜ ତରଫରୁ ସରକାରୀ ଅର୍ଥର ଦୁରୋପଯୋଗ କରିଥିବା କଥା ନିଜେ ମାନୁଛନ୍ତି । ସୋୟମ ବାପୁ…

ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ: କହିଲେ, ମହାପ୍ରଭୁଙ୍କ ଦର୍ଶନ କରି…

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରଥ ସମ୍ମୁଖରେ ଆଭୂମି ପ୍ରଣିପାତ…

ଅହମ୍ମଦାବାଦରେ ରଥଯାତ୍ରା ବେଳେ ଅଘଟଣ: ଭାଙ୍ଗିଗଲା ଘରର ବାଲକୋନି, ତଳକୁ ଖସି ପଡିଲେ ଲୋକ

କନକ ବ୍ୟୁରୋ: ଅହମ୍ମଦାବାଦରେ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଅଘଟଣ । ରଥଯାତ୍ରା ଯାଉଥିବା ବେଳେ ବାଲୋକନିରେ ଛିଡା ହୋଇ ଦେଖୁଥିଲେ ଲୋକ, ହେଲେ ବାଲକୋନି ହଠାତ ଭାଙ୍ଗିପଡିଲା । ଫଳରେ ଲୋକମାନେ ୨ ମହଲା ଉପରୁ ତଳକୁ ଖସି ପଡିଲେ । ଏଥିରେ ୮ଜଣ ଲୋକ ଆହତ ହୋଇଛନ୍ତି । ତଳେ ଛିଡା ହୋଇଥିବା ଲୋକ ବି…

ଭାରତରେ ପ୍ରସ୍ତୁତ ୭ଟି କଫ୍ ସିରଫକୁ କଳାତାଲିକାଭୁକ୍ତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାଣନ୍ତୁ କଣ କହିଲେ…

କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଉଥିବା ୭ଟି କଫ୍ ସିରଫକୁ ବିଶ୍ୱ ସ୍ୱାସ୍ଥ୍ର ସଂଗଠନ କଳାତାଲିକାଭୁକ୍ତ କରିଛି । ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ବିଶ୍ୱର ୩୦୦ ଲୋକଙ୍କ ମୃତ୍ୟୁ ପରେ ଏହିସବୁ କଫ ସିରଫକୁ ବ୍ୟାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଭିଡ ଭିତରୁ ଗଲେ, ରଥ ଦଉଡି ଛୁଇଁଲେ ନବୀନ: ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ସାରିଲେଣି ମହାପ୍ରଭୁ ଜଗନ୍ନାଥ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡ ଭିତରକୁ ଯାଇ…