Daily Archives

June 20, 2023

କାଳିଆ ଆଗରେ ସଭିଏଁ ସମାନ। ଗହଳି ଭିତରେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ 

କନକ ବ୍ୟୁରୋ: ଭଗବାନଙ୍କ ଆଗରେ ସମସ୍ତେ ସମାନ । ଭଗବାନଙ୍କ ଆଗରେ ନଥାଏ ଧନୀ, ଗରିବର ଭେଦଭାବ । ଆଉ ତାର ନିଦର୍ଶନ ବଡଦାଣ୍ଡରେ ଦେଖିବାକୁ ମିଳିଛି । ଭାଇ-ଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡଦାଣ୍ଡକୁ ବାହାରିଥିବାରୁ, ଦର୍ଶନ ପାଇଁ ଶରଧାରବାଲି ଜନ ସମୁଦ୍ର ପାଲଟିଛି । ଜାତି ଧର୍ମ,…

କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତିରେ ବିଭୋର ହେଲେ ଭକ୍ତ। ଆଖିରୁ ଝରିଲା ଧାର ଧାର ଲୁହ…

କନକ ବ୍ୟୁରୋ: ଝରି ଯାଉ ଯେତେ ଝରିବାରେ ଅଛି । ଇଏ ଦୁଃଖର ଲୁହ ନୁହେଁ ଯେ, ଦୁଃଖ କରିବାର ଅଛି । ଆନନ୍ଦର ଅଶ୍ରୁ ଇଏ । ଚର୍ମଚକ୍ଷୁରେ ଦିବ୍ୟ-ନୟନର ଦର୍ଶନ, ଶ୍ରଦ୍ଧାଳୁଙ୍କୁ ଭାବ ବିହ୍ୱଳ କରିଦେଇଛି । କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତିରେ ବିଭୋର ହୋଇପଡ଼ିଛି ଭକ୍ତ । ନିଜର କୋହ ସମ୍ଭାଳି…

ବଜାରରୁ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ଚଳଚଂଚଳ ଅର୍ଥନୀତି । ବଜାରରେ କିଣାବିକା ବଢିବା ସହ ବ୍ୟାଙ୍କରେ ବୃଦ୍ଧି…

କନକ ବ୍ୟୁରୋ : ୨ହଜାର ଟଙ୍କିଆ ନୋଟକୁ ନେଇ ନୂଆ ନିୟମ ପରେ ଲୋକମାନେ ଦ୍ୱନ୍ଦରେ ଥିବାବେଳେ ଅର୍ଥନୀତି ଏକ ପ୍ରକାର ଚଳଚଂଚଳ ହୋଇପଡ଼ିଛି । ମଲ୍ ହେଉ କି ଅଳଙ୍କାର ସୋ ରୁମ କିମ୍ବା ପେଟ୍ରୋଲ ପମ୍ପରେ ନଗଦ ଟଙ୍କା ଦେଇ ଲୋକେ କିଣାକିଣି କରୁଛନ୍ତି । ରିଅଲ ଇଷ୍ଟେଟ ବଜାର ମଧ୍ୟ ସକ୍ରିୟ ହୋଇପଡ଼ିଛି ।…

ରାଜ୍ୟ ବାହାରେ ଆଡମ୍ବର ସହ ପାଳନ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ର । ଗୁଜରାଟ, ଦିଲ୍ଲୀ,…

କନକ ବ୍ୟୁରୋ : କାଳିଆ ପ୍ରେମରେ ବିଭୋର ଭକ୍ତ । ଓଡ଼ିଶା ବାହାରେ ମଧ୍ୟ ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଖୁବ ଧୁମଧାମରେ ରଥଯାତ୍ରା ପାଳନ କରୁଛନ୍ତି ଭକ୍ତ । କାଳିଆ ପ୍ରେମରେ ପାଗଳ ହୋଇ ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଅହମଦାବାଦ ଠାରେ ମଧ୍ୟ ଖୁବ ଧୁମଧାମରେ ପାଳିତ ହୋଇଛି…

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାଗସ୍ତ ଆରମ୍ଭ । ୩ଦିନିଆ ଗସ୍ତରେ ରହିଛି ଅନେକ ଗୁରୁୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠୁ ୩ଦିନିଆ ଆମେରିକା ଗସ୍ତ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ଦିଲ୍ଲୀରୁ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ    । ମୋଦୀଙ୍କ ଗସ୍ତକୁ ନେଇ ବାଇଡେନ ପ୍ରଶାସନ ଯେତିକି ବଡ ଆୟୋଜନ କରିଛନ୍ତ,ି ସେତିକି ଉତ୍ସାହିତ…

ବିବାହ ପରେ ଶାରିରୀକ ସମ୍ପର୍କ । ଜାଣନ୍ତୁ କ’ଣ କହିଲେ କର୍ଣ୍ଣାଟକ ହାଇକୋର୍ଟ

କନକ ବ୍ୟୁରୋ : ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ଅପରାଧ । ଏହାକୁ କର୍ଣ୍ଣାଟକର ଏକ ଫ୍ୟାମିଲି କୋର୍ଟ ବା ପରିବାର ଅଦାଲତ ନିଷ୍ଠୁରତା ବୋଲି ରାୟ ଦେଇଥିଲେ । ଏବେ କିନ୍ତୁ ଏହି ରାୟକୁ ବଦଳାଇ ଦେଇଛନ୍ତି ହାଇକୋର୍ଟ । ଯଦିଓ ସ୍ୱାମୀ ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବାରୁ…