Daily Archives

June 20, 2023

ବିଦ୍ୟୁତ ବଳକା ରାଜ୍ୟ କିଣିବ ବିଜୁଳି! ମଧ୍ୟପ୍ରଦେଶରୁ ବିଜୁଳି ଆଣିିବ ଓଡ଼ିିଶା

କନକ ବ୍ୟୁରୋ: ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାକୁ ନେଇ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ପ୍ରବଳ ତାତିରେ ବିଜୁଳି କାଟ ପ୍ରତିବାଦରେ ବିରୋଧୀଙ୍କ ବିକ୍ଷୋଭ ଓ ଜନ ଅସନ୍ତୋଷ ଭିତରେ ବଡ ନିଷ୍ପତି ନେଇଛି ଗ୍ରୀଡକୋ । ତେବେ ଗ୍ରୀଡକୋର ପ୍ରେସ ରିଲିଜରେ ସ୍ପଷ୍ଟ ଭାବେ ଲେଖା…

ବର୍ଷା ହେଲାନି ହେଲେ, ବଡଦାଣ୍ଡରେ ସୃଷ୍ଟି ହେଲା ବର୍ଷାର ଭ୍ରମ। ଗରମରୁ ତ୍ରାହି ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ କରାଗଲା…

କନକ ବ୍ୟୁରୋ: ରଥଯାତ୍ରା ବେଳେ ପୁରୀରେ ବର୍ଷା ହୋଇନଥିଲେ ବି ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଝିିପିଝିପି ବର୍ଷାର ଭ୍ରମ । ଗରମରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ବଡଦାଣ୍ଡରେ ପ୍ରଶାସନ ପକ୍ଷରୁ ପାଣି ସ୍ପ୍ରେ କରାଯାଇଥିଲା । ଅଗ୍ନିଶମବାହିନୀର କର୍ମଚାରୀମାନେ ଗାଡି ଉପରୁ ପାଣି ସ୍ପ୍ରେ କରୁଥିଲେ ।…

ଜଗାଙ୍କ ସେବାରେ ରାଣୀ। ମଧୁପୁରଗଡ଼ ରାଣୀ କଲେ ଛେରାପହଁରା

କନକ ବ୍ୟୁରୋ: ରଥଯାତ୍ରାରେ ଯାଜପୁର ମଧୁପୁର ଗଡରାଣୀ ଅପର୍ଣ୍ଣା ଧୀର ନିଜ ରାଜବଂଶର ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସେବାର ସୁଯୋଗ ପାଇଛନ୍ତି । ଯାଜପୁରରେ ଏବେ ବି ଜଗାସେବାରେ ମହିଳା ସଂପୃକ୍ତ ଅଛନ୍ତି । ମଧୁପୁର ଗଡରାଣୀ ରଥଯାତ୍ରା ସମୟରେ ୧୫ ବର୍ଷ ହେବ ଛେରାପହଁରା କରିଆସୁଛନ୍ତି । ରାଜ୍ୟର…

ଚଳଚିତ୍ର ଆଦିପୁରୁଷ ପାଇଁ ବଢ଼ିପାରେ ସମସ୍ୟା । ସାରାଦେଶରେ ଚଳଚିତ୍ରର ପ୍ରଦର୍ଶନ ବନ୍ଦ କରିବାକୁ ଅଲ ଇଣ୍ଡିଆ ସିନେ…

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଚଳଚିତ୍ର ଆଦିପୁରୁଷକୁ ନେଇ ବିବାଦ । ମୁକ୍ତିଲାଭ ପରଠୁ ଆଦିପୁରୁଷ ବିବାଦ ଭିତରେ ଫଶିଛି । ଏବେ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏନ ଆଦିପୁୁରୁଷକୁ ବିରୋଧ କରିବା ସହ ଏହାକୁ ବ୍ୟାନ କରିବା ପାଇଁ ଦାବି କରିଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛି…

ବଡ଼ଦାଣ୍ଡ ପାଲଟିଲା ଚିଲିକାର ଅଥଳ ଜଳରାଶି। ନନ୍ଦିଘୋଷ ରଥ ପାଲଟିଲା ଡଙ୍ଗା।

କନକ ବ୍ୟୁରୋ: ଅଥଳ ଜଳରାଶି ପାଲଟିଲା ବଡ଼ ଦାଣ୍ଡ । ଆଉ ସେହି ବଡ଼ଦାଣ୍ଡରେ ରଥ ପାଲଟିଲା ଡଙ୍ଗା । ଖୋର୍ଦ୍ଧା ଜିଲ୍ଲାର ଖଇରୀର ପ୍ରସିଦ୍ଧ କାଙ୍କଣ ଶିଖରୀ । ଏହା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ । ସକାଳ ୧୦ଟାରେ ହୋମ ଓ ଯଜ୍ଞ ସହ ତିନି ଠାକୁରଙ୍କ ନୀତିକାନ୍ତି ହୋଇଥିଲା…

ଶ୍ମଶାନ ଛାଡି ଶ୍ରୀକ୍ଷେତ୍ରରେ ନାଗା ସାଧ୍ୱୀ। ଜଗାଦର୍ଶନ ପାଇଁ ବଡଦାଣ୍ଡରେ ମହିଳା ଅଘୋରୀ

କନକ ବ୍ୟୁରୋ: କପାଳରେ ଲମ୍ବା ସିନ୍ଦୁର ତିଳକ । ଦେହର ଗୈରିକ ବସ୍ତ୍ର । ଗଳାରେ ରୁଦ୍ରାକ୍ଷ ଓ ସ୍ଫଟିକ ମାଳାର ସମ୍ଭାର । ହାତରେ ଧରିଛନ୍ତି ଡମ୍ବରୁ । କାଳିଆର ଘୋଷଯାତ୍ରା ଦେଖିବା ପାଇଁ ବଡ ଦାଣ୍ଡରେ ବୁଲୁଛନ୍ତି ନାଗା ସାଧ୍ୱୀ । ତାଙ୍କ ବେଶ ଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।…