Daily Archives

June 16, 2023

ଭାଇଚାରାର ସହରରେ ନିଆରା ପରମ୍ପରା : ୨୫ ଫୁଟ ଲମ୍ବର ପତରରେ ଖାଇଲେ ଜାତି, ବର୍ଣ୍ଣ ନିର୍ବିଶେଷରେ ଲୋକେ; ଶତାଧିକ ବର୍ଷର…

କନକ ବ୍ୟୁରୋ : କଟକ ଭାଇଚାରା ପରମ୍ପରା ର ଅନନ୍ୟ ପରମ୍ପରା ଶିଖରପୁର ସାହିର ରଜ ସଂକ୍ରାନ୍ତି ପଙ୍ଗତ । ଏ ପରମ୍ପରା ଶତାଧିକ ବର୍ଷ ପୁରୁଣା । ଶିଖରପୁର ସାହିସ୍ଥିତ ଜଗନ୍ନାଥ ମଠରେ ଗୁରୁବାର ଦିନ ଏହି ସ୍ୱତନ୍ତ୍ର ପଙ୍ଗତର ଆୟୋଜନ କରାଯାଇଥିଲା । ପ୍ରଥମେ ବାଣ ଫୁଟାଇ ରଜ ଉତ୍ସବ ପାଳନ କରାଯାଇଥିଲା…

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ : ଏସସିବି ସର୍ଜରୀ ବିଭାଗରେ ଥିଲେ ଚିକିତ୍ସିତ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ । କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣ ହେଉଛନ୍ତି ବିହାରର ପ୍ରକାଶ ରାମ । ଏହାକୁ ମିଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୦ ଛୁଇଁଛି । ମୃତକ…

ରଜ ବଜାରରେ ଫିଲ୍ମ ଲଢେଇ : ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ; ଏପଟେ ଦୁଇ ଓଲିଉଡ ସିନେମା ମଧ୍ୟରେ…

କନକ ବ୍ୟୁରୋ : ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ସିନେମା ଆଦିପୁରୁଷ । ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ । ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍ । ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ରିଲିଜ୍ ହୋଇଛି । ରିଲିଜ୍…

 ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା । କୁପୱାରା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

କନକ ବ୍ୟୁରୋ: ଆତଙ୍କବାଦୀ ବିରୋଧରେ ଯୁଦ୍ଧ ଜାରି ରଖିଥିବା ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୁଲିସ ସୂଚନା ଦେଇଛି । ସେନା ଓ ପୁଲିସର ମିଳିତ…

ଗ୍ରେଡ ପେ ବୃଦ୍ଧି ଦାବି, ଅମଲାଙ୍କ ନିଆରା ପ୍ରତିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛାଣିଲେ ପକୋଡି ଓ କାକରା

କନକ ବ୍ୟୁରୋ : ଆନ୍ଦୋଳନ ଚଳାଇଥିବା ଅମଲାଙ୍କ ନିଆରା ପ୍ରତିବାଦ । କାକରା, ପକୋଡି ଛାଣି ପ୍ରତିବାଦ ଜଣାଇଲେ ଅମଲା । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଚା’ କରିବା ସହ କାକରା ଓ ପକୋଡି ଛାଡି ପ୍ରତିବାଦ କରିଛନ୍ତି । ଗ୍ରେଡ୍ ପେ ବୃଦ୍ଧି…

ଗୁଜୁରାଟରେ ‘ବିପର୍ଯ୍ୟୟ’ର ଭୟଙ୍କର ରୂପ । ମାଣ୍ଡବୀ ସହର ରାସ୍ତାରେ ନଦୀର ଭ୍ରମ ।

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଛୁଇଁବା ପରେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଯଦିଓ ଗୁଜୁରାଟ ଉପକୂଳ ଛୁଇଁବା ପରେ ପବନର ଗତି ସାମାନ୍ୟ ହ୍ରାସ ପାଇଛି ତଥାପି କଚ୍ଛ ଓ ସୌରାଷ୍ଟ୍ରରେ ପବନର ବେଗ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଅନେକ ସହର ଜଳମଗ୍ନ ହୋଇଛି । ପବନ ସାଙ୍ଗକୁ ବର୍ଷା…