Daily Archives

June 16, 2023

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବ ରୁପା ପାଦୁକା : ଭଗବାନ ଶ୍ରୀରାମଙ୍କ ପାଇଁ ୮ କିଲୋ ରୁପାରେ ପ୍ରସ୍ତୁତ…

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବ ରୁପା ପାଦୁକା । ଭଗବାନ ଶ୍ରୀରାମଙ୍କ ପାଇଁ ୮ କିଲୋ ରୁପାରେ ପ୍ରସ୍ତୁତ କରାଯାଇଛି କଠଉ । ହାଇଦ୍ରାବାଦର ଜଣେ ଭକ୍ତ ଏହାକୁ ନିର୍ମାଣ କରିଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜା କରିବାକୁ ପୁରୀ ଆସିଛନ୍ତି । ଅଯୋଧ୍ୟାର…

ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର : କନକ ନ୍ୟୁଜରେ ସ୍ୱତନ୍ତ୍ର ସାକ୍ଷାତକାର ବେଳେ କହିଲେ ବିଶ୍ୱଭୂଷଣ…

କନକ ବ୍ୟୁରୋ : ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟସରକାର । ରତ୍ନ ଭଣ୍ଡାରରେ କ’ଣ ରହିଛି ଲୋକଙ୍କ ଭିତରେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ସନ୍ଦେହ ଦୂର କରାଯିବା ଦରକାର । କନକ ନ୍ୟୁଜ୍କୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ଛତିଶଗଡ଼…

ପୂର୍ବତନ ସ୍ପେଶାଲ ଡିଜିଙ୍କୁ ଜେଲ : ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ୩ବର୍ଷ ଜେଲ ଓ ୧୦ହଜାର ଟଙ୍କା…

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ ଦଣ୍ଡାଦେଶ । ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ରାୟ ଶୁଣାଇଛନ୍ତି ଭିଲିପୁରମ କୋର୍ଟ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ୨୦୨୧ ଫେବ୍ରୁୟାରୀରେ ରାଜେଶ ଦାସଙ୍କ…

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ : ଆନ୍ଦୋଳନ ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି

କନକ ବ୍ୟୁରୋ : ଘନ ଘନ ବିଜୁଳି କାଟ୍ ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବ୍ରହ୍ମପୁରରେ ଥିବା ଟାଟା ପାୱାର ଅଫିସ୍ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଛି । ଶତାଧିକ ବିଜେପି କର୍ମୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । ହାତରେ ପ୍ଲାକାର୍ଡ ଧରି ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିଲେ ।…

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଆଦି ପୁରୁଷ : ହଲରେ ହନୁମାନଙ୍କ ପାଇଁ ଖାଲି ରହିଲା ସିଟ୍

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସନନ । ରାବଣ ଭୂମିକାରେ ସେଫ୍…

ନେହେରୁ ମେମୋରିଆଲ ମ୍ୟୁଜିୟମର ନାଁ ବଦଳାଇଦେଲେ ମୋଦୀ ସରକାର । ଟାର୍ଗେଟ କଲା କଂଗ୍ରେସ

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା । ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରାଯାଇଛି । ନେହେରୁ ମେମେରିଆଲ ନାଁକୁ ବଦଳାଇଥିବାରୁ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାକୁ ମୋଦୀ ସରକାରଙ୍କ…