Daily Archives

February 27, 2022

ପଞ୍ଚାୟତ ଫଇସଲା: ସନ୍ଧ୍ୟା ୬ଟା ୨୦ ସୁଦ୍ଧାର ଟ୍ରେଣ୍ଡ, ଜାଣନ୍ତୁ କିଏ କେଉଁଠି ଆଗରେ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୪୯ଟି ଜୋନରେ ଆଗୁଆ…

ତୃତୀୟ ଟି-୨୦ରେ ଭାରତକୁ ଝଟକା: ଖେଳିବେନି ଇଶାନ କିଷାନ

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଭାରତକୁ ବଡ ଝଟକା । ତୃତୀୟ ଟି-୨୦ରେ ମୈଦାନକୁ ଓହ୍ଲାଇବେନି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଇଶାନ କିଷାନ । ଦ୍ୱିତୀୟ ଟି-୨୦ରେ ମୁଣ୍ଡରେ ଆଘାତ ଲାଗୁଥିବାରୁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ…

ଆମ ଦେଶ ପାଇଁ ଆମେ ଯୁଦ୍ଧ କରିବୁ । ବିଦେଶରୁ ଫେରୁଛନ୍ତି ୟୁକ୍ରେନ ଯୁବକ, ବଢିଲା ପୁଟିନଙ୍କ ଚିନ୍ତା ।

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଥମିବାର ନାଁ ନେଉନାହିଁ । ଋଷ ସେନା ୟୁକ୍ରେନର ଅନେକ ସହରକୁ କବଜା କରିଥିବା ବେଳେ ରାଜଧାନୀ କିବ ମୁହାଁ ହୋଇଛି । କିବ ଦଖଲ କରିବାକୁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରୁଛି । କେତେବେଳେ ମିସାଇଲ ମାଡ ତ ପୁଣି କେତେବେଳେ ବନ୍ଧୁକ…

ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଏବେର ଟ୍ରେଣ୍ଡରେ କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ସନ୍ଧ୍ୟା ୫ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୬୧ଟି ଜୋନରେ ଆଗୁଆ ରହିଛି, ବିଜେପି ୨୦ ଏବଂ କଂଗ୍ରେସ ୧୯ ଜୋନରେ ଆଗୁଆ ରହିଛି । ଗୋଟିଏ…

ପଞ୍ଚାୟତ ଫଇସଲା: ଆସିଲା ପ୍ରଥମଦିନର ଫଳାଫଳ, ଘୋଷଣା ହୋଇନି ନିଆଳି ଜୋନ୍-୧ । ୩୧୫ରୁ ୩୧୪ ଆସନରେ କିଏ ପାଇଲା କେତେ?

କନକ ବ୍ୟୁରୋ: ସାମ୍ନାକୁ ଆସିଲା ପ୍ରଥମ ଦିନର ୩୧୫ରୁ ୩୧୪ ଆସନର ଫଳାଫଳ । ୩୧୫ରୁ ୧ ଜିଲ୍ଲା ପରିଷଦ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି…

ପଞ୍ଚାୟତ ଫଇସଲା: ସନ୍ଧ୍ୟା ୫ଟା ୧୦ ସୁଦ୍ଧାର ଟ୍ରେଣ୍ଡ୍, ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଟ୍ରେଣ୍ଡର ଲୁଚକାଳି ।

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୫ଟା ୧୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୫୪୭ଟି ଜୋନରେ ଆଗୁଆ…