Daily Archives

March 24, 2020

ବଢିଲା ଆୟକର ରିଟର୍ଣ୍ଣ ଅବଧି । ଆଇଟି ରିଟର୍ଣ୍ଣ ଦାଖଲ ଅବଧି ଜୁନ ୩୦ ଯାଏ ବୃଦ୍ଧି, ବିଳମ୍ବ ପେମେଂଟ ପାଇଁ ସୁଧ ହାର…

କନକ ବ୍ୟୁରୋ: ବଢିଲା ଆୟକର ରିଟର୍ଣ୍ଣ ଅବଧି । ଆଇଟି ରିଟର୍ଣ୍ଣ ଦାଖଲ ଅବଧି ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି । ଆଧାର ଓ ପାନ ଲିଙ୍କ ଅବଧିକୁ ମଧ୍ୟ ଜୁନ ୩୦ ଯାଏ ବଢାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ…

କରୋନା ମୁକାବିଲା : ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର । କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର…

କନକ ବ୍ୟୁରୋ : କରୋନା ସତର୍କତା ପାଇଁ ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ହସ୍ପିଟାଲ…

ଜରୁରୀକାଳୀନ ସେବାରେ ଏବେ ଦିଆଯିବନି ପାସ୍ । ଚଳପ୍ରଚଳ ପାଇଁ ପରିଚୟପତ୍ର ବ୍ୟବହାର କରିବାକୁ ପୁଲିସ କମିସନରଙ୍କ…

କନକ ବ୍ୟୁରୋ : ଜରୁରୀକାଳୀନ ସେବାରେ ଏବେ ଦିଆଯିବନି ପାସ୍ । ଚଳପ୍ରଚଳ ପାଇଁ ପରିଚୟପତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର । ପାସ ପାଇଁ ଭିଡ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପାଇଁ ପାସ ଦିଆଯାଉନି । ଅଯଥାରେ ଥାନାରେ ଭିଡ ନଜମାଇବାକୁ…

କରୋନା ମୁକାବିଲା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ: ଆବଶ୍ୟକ ପଡିଲେ କର୍ଫ୍ୟୁ ଲାଗୁ କର; ଲୋକଙ୍କୁ ଘରେ…

କନକ ବ୍ୟୁରୋ: ଦେଶରେ କରୋନାର ମୁକାବିଲା ପାଇଁ ଆବଶ୍ୟକ ପଡିଲେ କର୍ଫ୍ୟୁ ଜାରି କରିବାକୁ ରାଜ୍ୟଗୁଡିକୁ କହିଛନ୍ତି କେନ୍ଦ୍ର ସରକାର । ଲୋକଙ୍କୁ ଘର ମଧ୍ୟରେ ରଖିବା ଲାଗି ଏଭଳି ପଦକ୍ଷେପ ନେବାକୁ କହିଛି କେନ୍ଦ୍ର । ତେବେ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ…

କରୋନା କଟକଣା : ସାରା ରାଜ୍ୟରେ ଚାଲିଥିବା ନିର୍ମାଣାଧୀନ କାମ ତୁରନ୍ତ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ, ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : କରୋନା ବିରୋଧରେ ରାଜ୍ୟ ସରକାରଙ୍କ ଲଢ଼େଇ । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଭାଇରସ୍ ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବାରମ୍ବାର ପ୍ରୟାସ ଜାରି ରହିଛି । କରୋନା ପାଇଁ ପୁରା ରାଜ୍ୟକୁ…

କରୋନା ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା: କହିଲେ, ଏଯାଏ ହୋଇନି ଗୋଷ୍ଠୀ ସଂକ୍ରମଣ; ୨ ପଜିଟିଭଙ୍କ…

କନକ ବ୍ୟୁରୋ: କରୋନା ନେଇ ଡିଏଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା । ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ଯେ, ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସଚେତନ ହୁଅନ୍ତୁ । ବାହରକୁ ବାହରନ୍ତୁ ନାହିଁ ଏବଂ ୨ ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା…