Daily Archives

March 30, 2020

ଗାଁ ପରେ ଗାଁ ଆସୁଛି, ଜିଲ୍ଲା ପରେ ଜିଲ୍ଲା… ବାଟ ସରୁନି କି ରାସ୍ତା କମୁନି… ତାଲାବନ୍ଦ ବେଳେ ତତଲା…

କନକ ବ୍ୟୁରୋ: ତାଲାବନ୍ଦ ନିଷ୍ପତ୍ତି ଭିତରେ ରାଜରାସ୍ତାରେ ଆଗେଇ ଚାଲିଛି ଭିଡ । ଆଉ, ଏହି ଭିଡ ହେଉଛି ଦିନ ମଜୁରିଆ ଏବଂ ଶ୍ରମିକଙ୍କର । ପ୍ରବଳ ଖରାରେ ପରିବାର ନେଇ ଭିଟାମାଟିକୁ ଫେରୁଛନ୍ତି ରାଜ୍ୟ ଏବଂ ବାହାର ରାଜ୍ୟର ଶ୍ରମିକ । ସରକାର ମନା କରିବା ପରେ ବି ଅଖିଆ ଅପିଆ ହୋଇ ରାସ୍ତାରେ…

‘ଓଡିଶା ମୋ ରାଜ୍ୟ ଆଉ ଓଡିଆ ମୋ ଭାଷା’… ରିଲିଜ ହେଲା ବିଗ ଡିଲଙ୍କ ଆଉ ଏକ ମ୍ୟୁଜିକ ଭିଡିଓ ‘ଓଡିଆ…

କନକ ବ୍ୟୁରୋ: ରିଲିଜ ହେଲା ରାପର ବିଗ ଡିଲଙ୍କ ଆଉ ଏକ ମ୍ୟୁଜିକ ଭିଡିଓ । ‘ଓଡିଆ ମୋ ଭାଷା’ ଶୀର୍ଷକ ମ୍ୟୁଜିକ ଭିଡିଓରେ ଓଡିଆ ଭାଷାର ମିଠାପଣ ଆଉ ମାଧୁର୍ଯ୍ୟକୁ ରାପ କରି ବର୍ଣ୍ଣନା କରିଛନ୍ତି ବିଗ୍ ଡିଲ୍ । ତେବେ ରାପ ମାଧ୍ୟମରେ ଓଡିଶାର ଆଧୁନିକ ଯୁବବର୍ଗଙ୍କ ପ୍ରିୟ ପାଲଟିଥିବା ବିଗ୍ ଡିଲ…

ପ୍ରଥମ ଥର ପାଇଁ ବିଧାନସଭା ବାହାରେ ବସିଲା ଅଧିବେଶନ । ଲୋକସେବା ଭବନରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ପାରିତ ହେଲା…

କନକ ବ୍ୟୁରୋ : ପ୍ରଥମଥର ପାଇଁ ଲୋକସେବା ଭବନରେ ବସିଛି ବିଧାନସଭାର ଅଧିବେଶନ । ଏହି ସ୍ୱତନ୍ତ୍ର ଅଧିବେଶନରେ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି । କେବଳ ଏହି ବ୍ୟୟ ମଞ୍ଜୁରୀ ବିଲ ପାରିତ କରିବା ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ । ସବୁ ଦଳର ୩୦ ପ୍ରତିଶତ ସଦସ୍ୟଙ୍କ ଉପସ୍ଥିତିରେ ୧ ଲକ୍ଷ ୫୫…

କରୋନା ଲଢେଇରେ ଅସହାୟଙ୍କୁ ମିଳିବ ସହଯୋଗ । ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆରମ୍ଭ ହେଲା ବିପଦର ବନ୍ଧୁ କାର୍ଯ୍ୟକ୍ରମ,…

କନକ ବ୍ୟୁରୋ : କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଆରମ୍ଭ ହୋଇଛି ବିପଦ ବନ୍ଧୁ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ଏ.କେ.ଦାଶ ଆସୋସିଏଟସ ଲିମିଟେଡ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ହଜାରେ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ କରି ଦିଆଯାଇଛିି…

ବିପଦ ଆଣିବେ ଅମାନିଆ ? ଲକଡାଉନ ମାନୁ ନାହାନ୍ତି ୧୦ ପ୍ରତିଶତ ଲୋକ । ୯୦ ପ୍ରତିଶତ ଲୋକ ସରକାରଙ୍କ ନିୟମ ନିର୍ଦ୍ଦେଶ…

କନକ ବ୍ୟୁରୋ: ବିପଦ ଆଣିପାରନ୍ତି ୧୦ ପ୍ରତିଶତ ଲୋକ । କରୋନା ମୁକାବିଲା ପାଇଁ ପୂରା ଦେଶ ସହ ସାରା ଓଡିଶାକୁ ଲକଡାଉନ କରାଯାଇଛି । ଆଉ ନିଜ ସହ ଅନ୍ୟର ସୁରକ୍ଷା ପାଇଁ ରାଜ୍ୟର ୯୦ ପ୍ରତିଶତ ଲୋକ ସଚେତନ ଅଛନ୍ତି । ତାଲାବନ୍ଦ ସମୟରେ ସରକାରଙ୍କ ନିୟମ, ନିର୍ଦ୍ଦେଶକୁ ମାନି ଚଳୁଛନ୍ତି । ଘରୁ…

ଦେଶରେ ବଢିବନି ଲକଡାଉନ୍ ଅବଧି ? ୨୧ ଦିନ ପରେ ତାଲାବନ୍ଦ ଅବଧି ବୃଦ୍ଧି କରିବା ନେଇ କୌଣସି ଯୋଜନା ହୋଇନଥିବା ସ୍ପଷ୍ଟ…

କନକ ବ୍ୟୁରୋ : ୨୧ ଦିନ ପରେ ଦେଶରେ ଆଉ ବଢ଼ି ନପାରେ ଲକଡାଉନ୍ ଅବଧି । କେନ୍ଦ୍ର କ୍ୟାବିନେଟ ସଚିବ ଆଜି କହିଛନ୍ତି ଯେ, ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିବା ନେଇ ବର୍ତ୍ତମାନ କୌଣସି ଯୋଜନା କରିନାହାନ୍ତି । କରୋନା ଭୂତାଣୁ ପାଇଁ ସରକାର ଆଗୁଆ ୩ ମାସ ପାଇଁ ବିଭିନ୍ନ ଘୋଷଣା କରୁଥିବା ବେଳେ…