Daily Archives

March 2, 2020

୫୦୦ କୋଟି ବଜେଟ, ୫୦୦ ପଣ୍ଡିତ ପଢିବେ ମନ୍ତ୍ର । ୪୦ ଏକର ଜମିରେ ହୋଇଛି ଭବ୍ୟ ମଣ୍ଡପ, ୧ ଲକ୍ଷ ଅତିଥି ହେବେ ସାମିଲ ।…

କିଛି ଦିନ ପୂର୍ବେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ଝିଅ ବାହାଘରକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଥିଲା । ବିବାହ ମଣ୍ଡପକୁ ଏମିତି ସଜାଯାଇଥିଲା ଯେ, ଯିଏ ଦେଖୁଥିଲା ଘଡିଏ ଚାହିଁ ରହୁଥିଲା । ଆଉ ଏବେ କର୍ଣ୍ଣାଟକର ଏଭଳି ଏକ ବାହାଘର ହେବାକୁ ଯାଉଛି ଯାହାକୁ…

ସୋସିଆଲ ମିଡ଼ିଆ ଛାଡିପାରନ୍ତି ମୋଦି! ରବିବାର ଠାରୁ ଫେସବୁକ, ୟୁଟ୍ୟୁବ୍, ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ଦୂରେଇ ପାରନ୍ତି…

କନକ ବ୍ୟୁରୋ : ସୋସିଆଲ ମିଡ଼ିଆକୁ ବାଏ ବାଏ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୁବଶୀଘ୍ର ସୋସିଆଲ ମିଡିଆ ଛାଡିପାରନ୍ତି ମୋଦି । ଏନେଇ ଟ୍ୱିଟରରେ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ରବିବାର ଠାରୁ ୟୁଟ୍ୟୁବ୍, ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ…

କାହିଁକି ଆସିଲି ମୁଁ ପୁରୀ ବଡଦାଣ୍ଡ? ଲକ୍ଷ୍ମୀପ୍ରିୟାଙ୍କ କାହାଣୀ ଶୁଣିଲେ ଆଖି ଭିଜିଯିବ ଲୁହରେ… ।

କନକ ବ୍ୟୁରୋ : କିଛି ଦିନ ତଳେ ଶ୍ରୀଜିତ୍ ପାଢୀ ନାମକ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ପୁରୀ ବଡଦାଣ୍ଡରେ ଭିକ ମାଗୁଥିବାର କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତାଙ୍କର କିଛି ବନ୍ଧୁ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତି କରିଥିଲେ । ଆଜି ପୁଣି ସେହିଭଳି ଏକ ଘଟଣା ଘଟିଛି । ପୁରୀ…

ଯୋଜନା ବୋର୍ଡକୁ ସାଇନବୋର୍ଡର ଟ୍ୟାଗ୍ ଦେଲେ ବିରୋଧୀ । ସଞ୍ଜୟଙ୍କ ନିଯୁକ୍ତି ପରେ ବିରୋଧୀ କହିଲେ, ଥଇଥାନ କେନ୍ଦ୍ର…

କନକ ବ୍ୟୁରୋ : ରାଜ୍ୟ ଯୋଜନା ବୋର୍ଡରେ ଉପାଧ୍ୟକ୍ଷ ଭାବେ ସଂଜୟ ଦାସବର୍ମାଙ୍କ ନିଯୁକ୍ତି ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ଏକ ସାଇନବୋର୍ଡରେ ପରିଣତ ହୋଇଛି । ଗତ ୧୩ ବର୍ଷ ହେଲା ଯୋଜନା ବୋର୍ଡର କୌଣସି ହେଲେ…

ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ…

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଆଇନ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଛି ପୋଲିସ ଓ ପରିବହନ ବିଭାଗ । ଆଉ ଜରିମାନା ଏଭଳି ଆଦାୟ ହୋଇଛି ଯେ, ୨୪ ଘଂଟା ଭିତରେ ଜରିମାନା ଆଦାୟ, କୋଟିଏ ଟଙ୍କା ଟପିଛି । ଏସବୁ ଭିତରେ ଗୋଟିଏ ପଟେ ଜନତାଙ୍କ ଆଇନ୍ ଉଲ୍ଲଂଘନ ଏବଂ ଅନ୍ୟପଟେ ଟ୍ରାଫିକ…

ତୃତୀୟ ଥର ପାଇଁ ଟଳିଲା ଫାଶୀ । ସାଢେ ୧୨ ଘଂଟା ପୂର୍ବରୁ ରଦ୍ଦ ହେଲା ଡେଥ୍ ୱାରେଂଟ । ଆସନ୍ତାକାଲି ଫାଶୀ ପାଇବେନି…

କନକ ବ୍ୟୁରୋ: ପୁଣି ଟଳିଲା ଫାଶୀ ତାରିଖ । ଆସନ୍ତା କାଲି ନିର୍ଭୟା ଦୋଷୀଙ୍କୁ ହେବ ନାହିଁ ଫାଶୀ । ପୁଣି ଥରେ ଟଳିଛି ୪ ଯୌନପିପାସୁଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ତାରିଖ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଛି ଦିଲ୍ଲୀ ପଟିଆଲ…