Daily Archives

March 5, 2020

କରୋନା ଭୟରେ ମାସ୍କ କିଣୁଥିବା ଲୋକଙ୍କୁ ଓବାମାଙ୍କ ଅନୁରୋଧ । କହିଲେ ଅଯଥାରେ ନହେଉ ମାସ୍କର ଅଭାବ । ଚିକିତ୍ସା କରୁଥିବା…

କନକ ବ୍ୟୁରୋ:ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ତାଣ୍ଡବ ରଚିବା ଆରମ୍ଭ କରିଛି। ପ୍ରାୟ ସବୁ ଦେଶର କିଛି କିଛି ଲୋକେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏ ପର୍ୟ୍ୟନ୍ତ କୌଣସି ଔଷଧ ବାହାରିପାରି ନାହିଁ। ନିଜକୁ କରୋନା ମୁକ୍ତ ରଖିବା…

ଆଇନର ଉପରେ କେହି ନୁହେଁ…? ବିନା ହେଲମେଟରେ ବାହାରିଲାନି ବିଜେଡି ରାଲି, ସ୍ୱାଗତ ରାଲିରେ ହେଲମେଟ ପିନ୍ଧିଲେ,…

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଟ୍ରାଫିକ ଯାଞ୍ଚ କଡାକଡି ହୋଇଛି । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ତେଣୁ ବିନା ହେଲମେଟ, ବିନା କାଗଜପତ୍ରରେ ରାସ୍ତାକୁ ଗାଡି ଗଡାଇବାକୁ ଭୟ କରୁଛନ୍ତି ଚାଳକ । ଆଉ ଏଥିରୁ ଦଳୀୟ ରାଲି ବା ବାଦ୍ ପଡନ୍ତା…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବନ୍ଦ ଆଖିରେ ପାଠ ପଢୁଛନ୍ତି, ସାଇକେଲ ଚଲାଉଛନ୍ତି । ଆଖିରେ ପଟି ବାନ୍ଧି ଅସମ୍ଭବ କାମକୁ…

କନକ ବ୍ୟୁରୋ: ବାଙ୍କିଆ ଗାଁର ବିସ୍ମୟୀ ବାଳିକା । ଆଖି ବନ୍ଦ କରି ସବୁ କହୁଛନ୍ତି । ହାତରେ ଛୁଉଁଛନ୍ତି, ସଠିକ କହୁଛନ୍ତି । ବନ୍ଦ ଆଖିରେ ଅସମ୍ଭବ କାମକୁ ସମ୍ଭବ କରି ଦେଖାଉଛନ୍ତି ଏହି ବିସ୍ମୟୀ ବାଳିକା । ଆଖିରେ ପଟି ବନ୍ଧା ଥିଲେ ବି ତାଙ୍କ ଚାରିପାଖର କଣ ଅଛି ଆଉ କିଏ ଅଛି ? ପ୍ରତିଟି…

ଖୁସି ଛଡାଇନେଲା ଛୁଟି । ସାଙ୍ଗ ହୋଇ ବୁଲିବାକୁ ଯାଇଥିଲେ, ସାଙ୍ଗ ହୋଇ ଆଖି ବୁଜିଲେ । ଷ୍ଟାଚ୍ୟୁ ଅଫ ୟୁନିଟ୍ ବୁଲିବାକୁ…

କନକ ବ୍ୟୁରୋ: ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଦେଖିବା ପାଇଁ ପ୍ରତିଦିନ ଦେଶ ଓ ଦେଶ ବାହାରୁ ପର୍ୟ୍ୟଟକମାନେ ଆସିଥାଆନ୍ତି । ଛୁଟି ସମୟରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ଲୋକଙ୍କ ଅଧିକ ଭିଡ଼ ଜମି ରହିଥାଏ। ଗତ ରବିବାର ବଡୋଦରାରେ ବସବାସ କରୁଥିବା ଏକ ପରିବାର ବହୁ…

ରଙ୍ଗରେ ଆସିପାରେ କି ‘କରୋନା’ ଭାଇରସ ? ଏଥର ହୋଲିରେ ରଙ୍ଗ ଖେଳି ହେବ ନା ନାହିଁ ? ରଙ୍ଗଖେଳକୁ ନେଇ ଲୋକଙ୍କ ମନରେ…

କନକ ବ୍ୟୁରୋ: ହୋଲି ଛଡାଇ ନେବ କି ମୁହଁର ହସ ? ରଙ୍ଗର ପର୍ବରେ ଫିକା ପଡିବ କି ଜୀବନର ରଙ୍ଗ? ହୋଲି ରଙ୍ଗ ଆଣିବ କି କରୋନା ଭାଇରସ ? କରୋନା ପାଇଁ କୋକୁଆ ଭୟ ଖେଳୁଥିବାରୁ ଏଥର ହୋଲି ଖେଳିବା ଉଚିତ ନା ନୁହେଁ? ହୋଲି ପୂର୍ବରୁ ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଘୁରି ବୁଲୁଛି ।…

ଭାରତରେ ଭାଇରସ, ଓଡିଶାରେ ଭୟ ! ପୁରୀକୁ ଘାରିଲା କରୋନା ଚିନ୍ତା । ପ୍ରତି ମାସରେ ପୁରୀକୁ ୫ ଶହ ବିଦେଶୀ ପର୍ଯ୍ୟଟକ…

କନକ ବ୍ୟୁରୋ: ଭାରତରେ ଭାଇରସ, ଓଡିଶାରେ ଭୟ । କରୋନା ଭୂତାଣୁ ପାଇଁ ଓଡିଶାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବା ସହ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରୋନା ୱାର୍ଡ ଖୋଲିଛି । ସେପଟେ…