Daily Archives

March 24, 2020

କରୋନା ସତର୍କତା ପାଇଁ ସରକାରଙ୍କ ପଦକ୍ଷେପ : ହିତାଧିକାରୀଙ୍କ ଘରେ ପହଞ୍ଚିବ ଭତ୍ତା ଓ ପିଡ଼ିଏସ୍

କନକ ବ୍ୟୁରୋ : କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଆଜିଠାରୁ ସାରା ଓଡ଼ିଶାକୁ ଲକ ଡାଉନ କରାଯିବା ପରେ ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ରହିଛି ।…

ପିପିଲିରେ ଚାଷୀଙ୍କଠାରୁ କ୍ଷୀର କିଣୁନାହିଁ ଓମଫେଡ: ୨୦ ହଜାରରୁ ଅଧିକ ଦୁଗ୍ଧ ଚାଷୀ ଲକ ଡାଉନ୍ ଯୋଗୁଁ ପ୍ରଭାବିତ

କନକ ବ୍ୟୁରୋ: ସଂକଟରେ ପିପିଲି ଡେଲାଙ୍ଗ ଅଂଚଳର ଦୁଗ୍ଧ ଚାଷୀ । କରୋନା କଟକଣା ଭିତରେ ବଜାରରେ କ୍ଷୀରର ମାନ୍ଦାବସ୍ଥା ଦର୍ଶାଇ ଓମଫେଡ୍ ଚାଷୀଙ୍କ ଠାରୁ କ୍ଷୀର କିଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କେବଳ ଡେଲାଙ୍ଗ ନୁହେଁ ପୁରୀ ଜିଲ୍ଲାର ପ୍ରାୟ ୨୦ ହଜାର ଦୁଗ୍ଧ ଚାଷୀ କରୋନା ଲକ ଡାଉନ୍ ଯୋଗୁଁ…

କରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ: ୨୬ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଲେ…

କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ । ଉଭୟ ଦେଶ ଏବଂ ରାଜ୍ୟରେ କରୋନାର ସ୍ଥିତିକୁ ନଜରରେ ରଖି ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ ଆୟୋଗ । ଅନ୍ୟପଟେ ଆଜି ରାଜ୍ୟରେ ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ,…

କରୋନା କଟକଣା ପରେ ବାହାହେବାକୁ ଯାଇ ଥାନାକୁ ଗଲା ବର : କନ୍ଧମାଳ ଓ ଭଦ୍ରକରେ ୨ ବରଙ୍କ ସମେତ ୧୬ ଅଟକ, ଧାରା ୧୮୮ରେ…

କନକ ବ୍ୟୁରୋ : କରୋନା କଟକଣା ସମୟରେ ବାହାହେବାକୁ ଯାଇ ଥାନାକୁ ଗଲା ବର । କନ୍ଧମାଳ ଓ ଭଦ୍ରକରେ ବାହାହେବାକୁ ଯାଇ ୨ ବରଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଛି । ଧାରା ୧୮୮ରେ ମାମଲା ରୁଜୁ କରିଛି ପୁଲିସ । କରୋନା ସଂକ୍ରମଣକୁ ନେଇ ଏବେ ବାହାଘର, ବ୍ରତ ଘର ସମସ୍ତ ପ୍ରକାର ଉତ୍ସବ ଉପରେ କଟକଣା…

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍…ଆଜି ରାତି ୮ଟାରେ ସାରା ଦେଶକୁ ପୁଣି ଥରେ ସମ୍ବୋଧିତ କରିବେ ମୋଦି

କନକ ବ୍ୟୁରୋ: ଆଜି କରୋନା ନେଇ ସାରା ଦେଶକୁ ପୁଣି ଥରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ସମ୍ବୋଧିତ କରିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ମୋଦି କୌଣସି ଏକ ବଡ଼ ଘୋଷଣା କରିବାର ସମ୍ଭାବନା ମୋଦି । ଏହା ପୂର୍ବରୁ ଗତ ଗୁରୁବାର ଦେଶବାସୀଙ୍କୁ…

ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ : କଡ଼ା ପଦକ୍ଷେପ ନେଇ ହୋଇପାରେ ଘୋଷଣା

କନକ ବ୍ୟୁରୋ : କରୋନା ମହାମାରୀରେ ପରିଣତ ହେବା ପୂର୍ବରୁ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର । ତେବେ ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି । ରାଜ୍ୟରେ ଜାରି ହୋଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ କିଛି ବଡ଼ ନିଷ୍ପତ୍ତି…