ଆଧୁନିକ ଯୁଗରେ ଅତୀତର ଅଫେରା ସ୍ମୃତି । ରଙ୍ଗୀନ ପରଦାରେ ଫେରିବ ପିଲାଦିନର ମିଠା ମୁହୂର୍ତ୍ତ, ୮୦ ଦଶକର ପୁରାଣ କାହାଣୀ…
କନକ ବ୍ୟୁରୋ: ପିଲାଦିନର ସ୍ମୃତି ଫେରିବ, ରଙ୍ଗୀନ ଟିଭିରେ ପୁରୁଣା ଦିନର କଳାଧଳା କାହାଣୀ ଫର୍ଚ୍ଚା ଫର୍ଚ୍ଚା ହେବ ଆଉ ସେଦିନର ସେହି ମିଠା ମୁହୂର୍ତ୍ତ ସତେଜ ହୋଇଯିବ । ପାକଳ ହୋଇ ଆସୁଥିବା ଛାତି ତଳୁ ପିଲାବେଳର ଧୂଳିଖେଳ, ଆମ୍ବତୋଟା ମେଳ, ସାଙ୍ଗସାଥୀ ଓ ଗାଁ ଗହୀର ବିଲର ମାଛଧରା ମୂହୂର୍ତ୍ତ…