Daily Archives

March 24, 2020

ଆଜି ମଧ୍ୟରାତ୍ରରୁ ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ । ଲକଡାଉନ ସମୟରେ କଣ ରହିବ ଖୋଲା ? କଣ ରହିବ ବନ୍ଦ ?…

କନକ ବ୍ୟୁରୋ: ଆଜି ରାତି ୧୨ଟାରୁ ସାରା ଦେଶ ଲକ ଡାଉନ । ତମାମ ଦେଶରେ ତାଲାବନ୍ଦ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେବ ଲକଡାଉନ । ଆଜି ଏଭଳି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଜଣେ…

ଲକଡାଉନ ନୁହେଁ ଲକ୍ଷ୍ମଣରେଖା: କରୋନାକୁ ହରାଇବା ପାଇଁ ସାମାଜିକ ଦୂରତା ହିଁ ବଡ ଅସ୍ତ୍ର । ଘରେ ରୁହନ୍ତୁ, ସାରା ଦେଶକୁ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଜି ଠାରୁ ୨୧ ଦିନ ସାରା ଦେଶରେ ତାଲାବନ୍ଦ । ଆଜି ରାତି ୧୨ଟା ଠାରୁ ପୂରା ଦେଶ ଲକ ଡାଉନ ରହିବ । ସାମାଜିକ ଦୂତରା ପାଇଁ ଏଭଳି ବଡ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନାର ମୁକାବିଲା…

କରୋନା ମୁକାବିଲା : ପୂରା ଦେଶକୁ ୨୧ ଦିନ ଲକଡାଉନ କରିବାକୁ ମୋଦିଙ୍କ ଘୋଷଣା, ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡାକଡି…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବଡ ଘୋଷଣା କରିଛନ୍ତି । ଆଜି ମଧ୍ୟରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି ମୋଦି । ଏହି ୨୧ ଦିନ ଲକଡାଉନ କରାଗଲେ କରୋନା ବ୍ୟାପିବାକୁ ରୋକାଯାଇପାରିବ । ତେବେ କଣ ଥିଲା ମୋଦିଙ୍କ…

କେମିତି ବହୁଗୁଣିତ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ? ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ବ୍ୟାପକ ସଂକ୍ରମଣର ଚିତ୍ର ।…

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁରେ ବର୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୬ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ୩ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଲଗାତାର ଭାବେ ବେଶ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏହି ସଂଖ୍ୟାକୁ ଦେଖି…

‘କରୋନା’ ଭଲ କରୁଛି କି କ୍ଲୋରୋକ୍ୱିନ୍ ? ମ୍ୟାଲେରିଆ ଔଷଧକୁ ନେଇ ବଢିଲା ଦ୍ୱନ୍ଦ୍ୱ ! କରୋନା ଆକ୍ରାନ୍ତଙ୍କ ଚିକିତ୍ସା…

କନକ ବ୍ୟୁରୋ:କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ପ୍ରତିଷେଧକ । ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେବା ପାଇଁ ଆଇସିଏମଆରର ପରାମର୍ଶ । ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ବି ନେଇପାରିବେ ପ୍ରତିଷେଧକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବାକୁ…

କରୋନା ହାରିବ, ଭାରତ ଜିତିବ । ଭାରତ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶ୍ୱାସ, କରୋନା ମୁକାବିଲା କରିବାକୁ ଭାରତ…

କନକ ବ୍ୟୁରୋ: ତାଲାବନ୍ଦ,କର୍ଫ୍ୟୁ ଓ କ୍ୱରେଂଟାଇନ ଭିତରେ ସାରା ବିଶ୍ୱ ଜାରି ରଖିଛି କରୋନା ଲଢେଇ । ଚୀନ ଓ ଇଟାଲୀର ସ୍ଥିତି ଦେଖି ଭାରତ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଉଛି । ଆଉ ଠିକ ଏତିକି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତର କରୋନା ଲଢେଇର ପ୍ରୟାସକୁ ନେଇ ନୂଆ ଆଶା ସଂଚାର କରିଛି ।…