Daily Archives

March 22, 2020

କରୋନା ପ୍ରଭାବ । ଆଜିଠାରୁ ୩୧ ପର୍ଯ୍ୟନ୍ତ ଅନ୍ତଃରାଜ୍ୟ ବସ ସେବା ବନ୍ଦ

କନକ ବ୍ୟୁରେ। : ଟ୍ରେନ ପରେ ବାତିଲ ହେଲା ବସ ଯାତ୍ରା । ଆଜିଠାରୁ ଆସନ୍ତା ୩୧ ତାରିଖ ଯାଏଁ ଅନ୍ତଃରାଜ୍ୟ ବସସେବାକୁ ବାତିଲ କରାଯାଇଛି । ଆଜି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଅତିଆବଶ୍ୟକ ନଥିବା ପବ୍ଲିକ…

ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ । ଯାଜପୁରରେ ଅଖଚକ ବନ୍ଦ, ସହର ମଧ୍ୟରେ ବନ୍ଦ ରହିଛି ସମସ୍ତ ଦୋକାନ

କନକ ବ୍ୟୁରୋ : ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ପାଳନ ହେଉଥିବା ଜନତା କର୍ଫ୍ୟୁକୁ ଯାଜପୁର ଜିଲ୍ଲାରେ ବିପୁଳ ସମର୍ଥନ ମିଳିଛି। ସକାଳୁ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ…

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ : ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ

କନକ ବ୍ୟୁରୋ : ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ । କାଲିଠାରୁ ନିଖୋଜ ଥିଲେ ୧୭ ଯବାନ, ସୁକମା ଚିନ୍ତାଗୁଫାରେ ଆରମ୍ଭ ହୋଇଥିଲା ଅପରେସନ । ଅପରେସନରେ ସାମିଲ ଥିଲେ ଡିଆରଜି ଓ କୋବ୍ରା ଯବାନ, ମାଲକାନଗିରି ସୀମାରେ ଚାଲିଥିଲା ଯବାନ-ମାଓବାଦୀ ଗୁଳିବିନିମୟ । ତେବେ ଏହି ଗୁଳିବିନିମୟରେ…

ବିଜୁଳି ଓ ଘଡଘଡି ଲାଗି ୟୋଲୋ ୱାର୍ଣ୍ଣିଂ ଜାରି । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହୋଇପାରେ ବର୍ଷା

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାକୁ ବିଜୁଳି ଓ ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ କୋରାପୁଟ…

ରାଜ୍ୟବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ: କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତା କର୍ଫ୍ୟୁକୁ ମିଳିଛି…

କନକ ବ୍ୟୁରୋ: ସାରା ରାଜ୍ୟରେ ଅଭୁତପୂର୍ବ ଭାବେ ପାଳନ କରାଯାଉଛି ଜନତା କର୍ଫ୍ୟୁ । କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତା କର୍ଫ୍ୟୁକୁ ମିଳିଛି ସମର୍ଥନ । ଓଡିଶାବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ରାଜ୍ୟବ୍ୟାପି ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ…

ଜନତା କର୍ଫ୍ୟୁ ଭିତରେ ଆସିଲା ରାଜଧାନୀ ଭୁବନେଶ୍ୱରର ଆକାଶମାର୍ଗରୁ ଚିତ୍ର: ଚାରିଆଡେ ଛାଇ ଯାଇଛି ନିରବତା…ଚାଲୁନି…

କନକ ବ୍ୟୁରୋ: ଜନତା କର୍ଫ୍ୟୁ ଭିତରେ ଆସିଲା ରାଜଧାନୀ ଭୁବନେଶ୍ୱରର ଏରିୟଲ ସଟ୍ ଅର୍ଥାତ ଆକାଶମାର୍ଗରୁ ରାଜଧାନୀର ଚିତ୍ର । ଚାରିଆଡେ ଛାଇ ଯାଇଛି ନିରବତା । ରାସ୍ତାଘାଟ ଶୂନଶାନ । ସହରରେ ଯେମିତି କେହି ନଥିବା ଭଳି ଲାଗୁଛି । କେବଳ ବଡ ବଡ କୋଠା ସାଙ୍ଗକୁ କିଛି ଗଛ ଓ ରାସ୍ତା ଦେଖାଯାଉଛି ।…