Daily Archives

March 22, 2020

କରୋନାକୁ ନେଇ ରେଲୱେ ବୋର୍ଡର ବଡ ନିଷ୍ପତ୍ତି । ଆସନ୍ତା ୩୧ ଯାଏଁ ଗଡ଼ିବନି ଟ୍ରେନ୍ ।

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ବଡ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ । ରେଲୱେ ଷ୍ଟେସନ ଗୁଡିକରେ ସବୁବେଳେ…

ସୁକମା ଚିନ୍ତାଗୁଫାରେ ଯବାନ-ମାଓବାଦୀ ଗୁଳିବିନିମୟ: ୧୪ ଯବାନ ଆହତ, ୧୩ ନିଖୋଜ; ମାଓ ଗତିବିଧି ନେଇ କାଲି ଆରମ୍ଭ…

କନକ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ୧୩ ଜଣ ଯବାନ ନିଖୋଜ ଥିବା ପୁଲିସ କହିଛି । ଏହି ଗୁଳି ବିନିମୟ ଘଟଣାରେ ଆହତ ହୋଇଥିବା ଅନ୍ୟ ୧୪ଜଣ ଯବାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁର ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ,…

ଦେଶରେ ୬ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା । ବିହାରର ପାଟନା ଏମ୍ସରେ ଗଲା ୩୮ ବର୍ଷିୟ ଯୁବକଙ୍କ ଜୀବନ ।

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଦେଶରେ ଷଷ୍ଠ ମୃତ୍ୟୁ । ଆଜି ପାଟଣା ଏମ୍ସରେ ଜଣେ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ସେ ଦୁଇ ଦିନ ତଳେ କୋଲକାତାରୁ ଫେରିଥିଲେ । ତାଙ୍କର କିଡନି ଫେଲ ହୋଇ ଯାଇଥିଲା ଏବଂ କରୋନା ପଜିଟିଭ୍ ବାହାରିବା ପରେ ପାଟନା ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ ।…

ଜନତା କର୍ଫ୍ୟୁ ପାଇଁ କମିଶନରେଟ ପୋଲିସର ପାସ୍ ବ୍ୟବସ୍ଥା । ଜରୁରୀ କାମରେ ବାହାରକୁ ଯାଉଥିଲେ ମିଳିବ ପାସ୍ । ୧୦୦କୁ କଲ…

କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ କମିଶନରେଟ୍ ପୋଲିସର ପାସ୍ ବ୍ୟବସ୍ଥା । ଏଣିକି ଘରୁ ବାହାରିବା ବେଳେ ସାଙ୍ଗରେ ପାସ ରଖିବା ବାଧ୍ୟତାମୂଳକ କରିଛି କମିଶନରେଟ୍ ପୋଲିସ୍ । ଜରୁରୀ କାମ ଯଥା ହସ୍ପିଟାଲ କିମ୍ବା ଏୟାରପୋର୍ଟକୁ ଯାଉଥିଲେ ମିଳିବ ପାସ୍ । ତେବେ ସ୍ଥାନୀୟ ଥାନା ଆଇଆଇସିଙ୍କଠାରୁ ଆପଣ…

ରୋମରୁ ଫେରିଲେ ୨୬୩ ଭାରତୀୟ ଛାତ୍ରଛାତ୍ରୀ । ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନଯୋଗେ ସ୍ୱଦେଶ ଆସିଲେ ବିଦ୍ୟାର୍ଥୀ

କନକ ବ୍ୟୁରୋ: ଇଟାଲୀର ରାଜଧାନୀ ରୋମରରେ ଫସିଥିବା ୨୬୩ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଭାରତରେ ପହଁଚିଛନ୍ତି । ସେମାନେ ଦିଲ୍ଲୀ ବିମାନବନ୍ଦରରେ ପହଁଚିବା ପରେ ସେମାନଙ୍କର ସ୍କ୍ରିନିଂ କରାଯାଇଛି । ତାପରେ ସମସ୍ତଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଚାୱଲା ସ୍ଥିତ ଆଇଟିବିପି କ୍ୟାମ୍ପକୁ…

ଦେଶରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମହାରାଷ୍ଟ୍ରରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ନେଇ…

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମହାରାଷ୍ଟ୍ରରେ ଗତକାଲି ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ । ତେବେ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ବ୍ୟକ୍ତି ଜଣକ ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ହୃଦରୋଗରେ…