Daily Archives

March 8, 2020

ରାଜ୍ୟର ସମସ୍ତ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ । କରୋନାର ମୁକାବିଲା ପାଇଁ ୧୦ ସୂତ୍ରୀ ଦିଗ ଉପରେ ରାଜ୍ୟ…

କନକ ବ୍ୟୁରୋ : କରୋନା ଭୂତାଣୁ ପୂରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ୩୯ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତେବେ କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସ୍ଥିତିରେ କରୋନା ସତର୍କତା ପାଇଁ…

ଟ୍ରମ୍ପଙ୍କ ସଭାରେ କରୋନା ରୋଗୀ…ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେବା ସହିତ ମିଳାଇଥିଲେ ହାତ । ଖବର ପ୍ରଘଟ…

କନକ ବ୍ୟୁରୋ: ଯେଉଁ ରାଜନୈତିକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମିଲ ହୋଇଥିଲେ , ସେଠାରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି କରୋନା ଭାଇରସ । ଖବରଟି ନିଶ୍ଚିତ ହେବା ମାତ୍ରେ ହ୍ୱାଇଟ୍ ହାଉସରେ ବର୍ତ୍ତମାନ ଆଲୋଡନ ଖେଳିଯାଇଛି । ସେପଟେ, ଟ୍ରମ୍ପ କହିଛନ୍ତି…

କରୋନା ଭୟ, ଦୂରେଇ ଗଲେ ଗାଁଲୋକେ । ରାଜନଗରରେ କୁଏତରୁ ଆସିଥିବା ବ୍ୟକ୍ତିଙ୍କ ପାଖ ମାଡିଲେନି ପଡୋଶୀ

କନକ ବ୍ୟୁରୋ: ବିଦେଶ ଫେରନ୍ତା ଯୁବକଙ୍କ ପାଖ ମାଡ଼ୁ ନାହାନ୍ତି ଗାଁଲୋକ । କରୋନାକୁ ନେଇ ସାରା ଦେଶ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି ଏହି ଘଟଣା । ଏହି ବ୍ଲକର କଣ୍ଡିରା ଗାଁରେ ଜଣେ ଯୁବକ ବିଦେଶରୁ ଫେରିଛନ୍ତି । ହେଲେ କରୋନା ଭୟରେ ଗାଁଲୋକ…

ଭୁବନେଶ୍ୱରରେ ଆଉ ଏକ ମ୍ୟାଜିକ ପେନ୍ ଠକେଇ । ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେଇ ଟାୟାର ସୋ’ରୁମ ମାଲିକଙ୍କଠୁ ଠକି ନେଲେ…

କନକ ବ୍ୟୁରୋ: ମ୍ୟାଜିକ ପେନରେ ୭୬ ହଜାର ଟଙ୍କା ଠକେଇ ଅଭିଯୋଗ । ପାହାଳରେ ଥିବା ଟାୟାର ସୋରୁମ ମାଲିକଙ୍କୁ ମ୍ୟାଜିକ ପେନରେ ଚୁନା ଲଗାଇ ଫେରାର ହୋଇଯାଇଛି ଠକ । ଠକ ଜଣକ ନିଜକୁ ବ୍ୟାଙ୍କରୁ ଆସିଥିବା କହି ୧୦ ଲକ୍ଷର ଲୋନ କରାଇଦେବାକୁ କହିଥିଲା । ଆଉ ସେଥିପାଇଁ ସମସ୍ତ କାଗଜପତ୍ର ବି ନେଇଥିଲା…

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟିମକୁ ଫେରିଲେ ବିସ୍ଫୋରକ ପାଣ୍ଡ୍ୟା ଓ ଧୱନ, ୧୫ ଜଣିଆ ଦଳରେ…

କନକ ବ୍ୟୁରୋ : ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଦୀର୍ଘଦିନ ପରେ ଭାରତୀୟ ଟିମକୁ ଫେରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେହିଭଳି ଗବର ତଥା ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କୁ ପୁଣିଥରେ ୧୫ ଜଣିଆ ଦଳରେ…

‘ନାରୀ’ ସୃଷ୍ଟିର ଅନନ୍ୟା: କେତେବେଳେ ଦେବୀ ପୁଣି କେତେବେଳେ ମାଆ, କେତେବେଳେ ଝିଅ ତ ପୁଣି କେତେବେଳେ…

କନକ ବ୍ୟୁରୋ: ନାରୀ ସୃଷ୍ଟିର ଅନନ୍ୟା । ଯାହାର ତୁଳନା ନାହିଁ । ସେଥିପାଇଁ ସେ କେତେବେଳେ ଦେବୀ ପୁଣି କେତେବେଳେ ମାଆ, କେତେବେଳେ ଝିଅ ପୁଣି କେତୋବେଳେ ସ୍ତ୍ରୀ । ଅନ୍ତର୍ଜାତୀୟ ମହିଳା ଦିବସରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଦିବ୍ୟାଙ୍ଗ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବା…