Daily Archives

March 8, 2020

ବିସ୍ଫୋରଣରେ ହରାଇଥିଲେ ହାତ , ଆଜି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା : ବିଶ୍ୱ ମହିଳା ଦିବସରେ…

ବିଶ୍ୱ ମହିଳା ଦିବସ ଅବସରରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ୍ କୁ ମହିଳାଙ୍କ ଦାୟିତ୍ୱରେ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ କଥା ଅନୁସାରେ ସେ ଆଜି ଟ୍ୱିଟର୍ ଆକାଉଣ୍ଟକୁ ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିଥିଲେ । ଏହି ମହିଳାମାନଙ୍କ…

କରୋନା ଭୂତାଣୁ ସଂକ୍ରମଣ ପାଇଁ ସତର୍କତା । ବିଦେଶୀ ପର୍ଯ୍ୟଟକଙ୍କୁ ଅରୁଣାଚଳ ପ୍ରଦେଶକୁ ଯିବା ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅରୁଣାଚଳ ପ୍ରଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଅରୁଣାଚଳ ପ୍ରଦେଶକୁ ଆସିପାରିବେନି ବିଦେଶୀ ପର୍ଯ୍ୟଟକ । ଅରୁଣାଚଳ ପ୍ରଦେଶ ପ୍ରବେଶ କରିବା ପାଇଁ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଦରକାର ପ୍ରୋଟେକଟେଡ ଏରିଆ ପରମିଟ ।…

କାୟା ମେଲାଉଛି କରୋନା: ୨୪ ଘଂଟାରେ ଅଚାନକ୍ ବଢିଲା ସଂକ୍ରମିତଙ୍କ ସଂଖ୍ୟା; କେରଳ ପରେ ଚେନ୍ନାଇରେ କରୋନା ଭାଇରସ୍…

କନକ ବ୍ୟୁରୋ: କାୟା ବିସ୍ତାର କରୁଛିି କରୋନା । ତାମିଲନାଡୁରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ବୀଲା ରାଜେଶ ଏନେଇ ସୂଚନା ଦେଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ଥିବା ସେ କହିଛନ୍ତି । ଏହାସହ ସଂକ୍ରମିତ ବ୍ୟକ୍ତି ଯେଉଁ…

କରୋନା ରୋକିବ ମଦ? ସତ କଣ ଜାଣନ୍ତୁ…

କନକ ବ୍ୟୁରୋ: କାୟା ବିସ୍ତାର କରୁଛିି କରୋନା । ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧିପାଇଥିବା ବେଳେ ସନ୍ଦିଗ୍ଧଙ୍କ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଉଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି । ଗୋଟିଏ ପଟେ ଏହି…

ୟେସ ବ୍ୟାଙ୍କରେ ମହପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ: ଅର୍ଥସଚିବ କହିଲେ, ରିଜର୍ଭ ବ୍ୟାଙ୍କ ସହ ହୋଇଛି ଆଲୋଚନା, ସୁରକ୍ଷିତ…

କନକ ବ୍ୟୁରୋ: ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ସୁରକ୍ଷିତ ତ? ଏହାକୁ ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ଅର୍ଥ ସଚିବ କହିଛନ୍ତି, ଜଗନ୍ନାଥଙ୍କ ଟଙ୍କା ନେଇ ଶ୍ରୀମନ୍ଦିର ପ୍ରଶାସନ…

ଦେଶବ୍ୟାପି ମହିଳା ଦିବସ ପାଳନ। ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଲେ, ମହିଳା ସଶକ୍ତୀକରଣରେ ରାଜ୍ୟ ଆଗୁଆ

କନକ ବ୍ୟୁରୋ: ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମହିଳା ସଶକ୍ତିକରଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଥିବାରୁ ଖୁସି ପ୍ରକାଶ କରିଛନ୍ତି…