Daily Archives

February 20, 2020

ସାବଧାନ ଶତ୍ରୁ ! ‘ରୋମିଓ’ ରାଡାରରୁ ମୁକୁଳିବା ମୁସ୍କିଲ । ଆକାଶରେ ଉଡି ଉଡି ଦେଖିବ, ନୀଳ ସମୁଦ୍ରର ଛାତି ଚିରି…

କନକ ବ୍ୟୁରୋ: ‘ରୋମିଓ’ ଆସିବ, ଆତଙ୍କ ରଚିବ । ନୀଳ ସମୁଦ୍ରର ଛାତି ଚିରି ଶତ୍ରୁଙ୍କୁ ମାରିବ । ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକାରୁ ଆସୁଛି ‘ରୋମିଓ’ । ଗଭୀର ସମୁଦ୍ରରେ ଶତ୍ରୁଙ୍କୁ ଟାର୍ଗେଟ କରି ନିପାତ କରିବାକୁ ଭାରତ କିଣୁଛି ରୋମିଓ ହେଲିକପ୍ଟର । ଆକାଶରେ ଉଡି ଉଡି…

କୃତ୍ତିକା ମୃତ୍ୟୁର ‘ବିଷ’ କାହାଣୀ : ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ଦେହରେ…

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ତଳେପଡ଼ି ନାବାଳିକା କୃତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୋଷ୍ଟମର୍ଟମ ରିପୋର୍ଟ କହୁଛି, ମୃତ୍ୟୁ ପୂର୍ବରୁ କୃତିକାଙ୍କ ଦେହରେ ବିଷାକ୍ତ ପଦାର୍ଥ ରହିଥିଲା । ପ୍ରଶ୍ନ ଉଠୁଛି, ତାଙ୍କ ଦେହରେ ବିଷ କେମିତି…

ଆମେରିକାରୁ ଅହମ୍ମଦାବାଦରେ ପହଞ୍ଚିଲା ଟ୍ରମ୍ପଙ୍କ ସୁରକ୍ଷାକବଚ । ମରିନ-ୱାନରେ ବୁଲିପାରନ୍ତି ଟ୍ରମ୍ପ, ମିସାଇଲ…

କନକ ବ୍ୟୁରୋ : ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗୁଜରାଟ । ସୁରକ୍ଷା ଠାରୁ ଆରମ୍ଭ କରି ସାଜସଜ୍ଜା ସବୁଥିରେ ଦିଆଯାଉଛି ଶେଷ ସ୍ପର୍ଶ ।  ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କାମ ଚାଲିଥିବା ବେଳେ ଟ୍ରମ୍ପଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିବାକୁ ପ୍ରସ୍ତୁତି ଚାଲିଛି । ତେବେ ଏସବୁ…

କାଲିଠୁ ଟେଷ୍ଟ ଟକ୍କର । ଦିନିକିଆ ପରାଜୟର ବଦଲା ନେବା ଲକ୍ଷ୍ୟରେ ବିରାଟ ବାହିନୀ, ସେପଟେ ନୂଆ ରଣନୀତି ପ୍ରସ୍ତୁତ କରୁଛି…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟେଷ୍ଟ ଲଢେଇ । ଦୁଇଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ୱେଲିଙ୍ଗଟନରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସକାଳ ୪ ଟାରୁ ଏହି ହାଇଭୋଲଟେଜ୍ ମ୍ୟାଚ୍ ଆରମ୍ଭ ହେବ । ଟି-୨୦ ସିରିଜରେ ଭାରତର କ୍ଲିନ୍ ସୁଇପ୍…

କରୋନାରୁ ମିଳିବ କି ମୁକ୍ତି ? ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଖୁବ ଶୀଘ୍ର ପ୍ରସ୍ତୁତ ହୋଇପାରେ ଭେକ୍ସିନ୍ 

କନକ ବ୍ୟୁରୋ : ଚୀନରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ଦେଶର ୨୮ଟି ଦେଶରେ ସଂକ୍ରମିତ ହୋଇସାରିଛି । ଚୀନ ବାହାରେ ମଧ୍ୟ ଅନେକ ଲୋକ କରୋନା ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଆଉ ଏଥିମଧ୍ୟରେ…

ସତ ପରୀକ୍ଷା ମିଛ ପରୀକ୍ଷାର୍ଥୀ । ପୁରୁଷ ବନ୍ଧୁଙ୍କ ପାଇଁ ପରୀକ୍ଷା ଦେଇ ଫସିଲେ ଯୁବତୀ । ଦସ୍ତଖତ ବେଳେ ଧରାପଡିଲା…

କନକ ବ୍ୟୁରୋ : ଚଳିତବର୍ଷ ମାଟ୍ରିକ୍ ବୋର୍ଡ଼ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଏହି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ କରି ଧରାପଡ଼ିଛନ୍ତି ପ୍ରେମିକ ଏବଂ ପ୍ରେମିକା । ଜଣେ ପୁଅ ଛାତ୍ରଙ୍କ ନାଁରେ…