Daily Archives

February 20, 2020

ଗୋଲଡେନ ବାବାକୁ ନିସ୍ତାର ନାହିଁ । ଠକେଇ ମାମଲାର ତଦନ୍ତ କରିବ ଇଡି, ସମ୍ପତି ଓ ଅପରାଧିକ ସାମ୍ରାଜ୍ୟର ହେବ ଖୋଳତାଡ଼

କନକ ବ୍ୟୁରୋ : ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ଇଡି । ଗୋଲଡେନ ବାବାଙ୍କ ଅମାପ ସମ୍ପତିର ଇଡ଼ି କରିବ ଖୋଳତାଡ । ଅମାପ ସମ୍ପତି ଓ ଅପରାଧିକ ଦିଗ କଣ ରହିଛି ତାହା ଖୋଜିବ ଇଡ଼ି । ଏହାପୂର୍ବରୁ ଗୋଲଡେନ ବାବାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ । ଏକ ଠକେଇ…

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଦେଖାଯାଇପାରେ ଟଙ୍କାର ସମସ୍ୟା, ବଢିପାରେ ଆପଣଙ୍କ ଟେନସନ୍ ।

କନକ ବ୍ୟୁରୋ : ଯଦି ବ୍ୟାଙ୍କ ସହ ଜଡିତ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି, ତେବେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାରଣ କାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଏହା ସହ ସେୟାର ବଜାର ମଧ୍ୟ ସୋମବାର ହିଁ ଖୋଲିବ । ତେବେ ଆସନ୍ତୁ…

ଫାଶୀରୁ ବଞ୍ଚିବାକୁ ସୈତାନର ଆଉ ଏକ ଚାଲ୍ : ପଟିଆଲା କୋର୍ଟରେ ଅଭିଯୁକ୍ତଙ୍କ ଓକିଲ କହିଲେ, ବିନୟ ଶର୍ମାର ମାନସିକ…

କନକ ବ୍ୟୁରୋ : ଫାଶୀ ଟାଳିବାକୁ ପେଞ୍ଚ । ଫାଶୀରୁ ରକ୍ଷା ପାଇବାକୁ ଗୋଟିଏ ପରେ ଗୋଟିଏ ଉପାୟ ଆପଣାଉଛନ୍ତି ନିର୍ଭୟା ନରପିଶାଚ । ଫାଶୀ ଦିଆଯିବା ନେଇ ଦୁଇ ଦୁଇ ଥର ତାରିଖ ଧାର୍ଯ୍ୟ କରାଯିବା ପରେ ୪ଜଣ ଦୋଷୀଙ୍କ ଓକିଲ ନୂଆ ନୂଆ ଆଇନଗତ ପେଞ୍ଚ ଆପଣାଇ ଫାଶୀକୁ ଅଟକାଇଛନ୍ତି । ଏବେ ମାର୍ଚ୍ଚ ୩ରେ…

କ୍ଷୀରରେ ମିଶୁଛି ସାମ୍ପୁ ? ସାମ୍ନାକୁ ଆସିଲା ଅପମିଶ୍ରଣର ସାଂଘାତିକ ସତ, କ୍ଷୀରରେ ଡିଟରଜେଣ୍ଟ ସମେତ ମିଶାଯାଉଛି…

କନକ ବ୍ୟୁରୋ : ଆପଣ ପ୍ରତିଦିନ କ୍ଷୀର ପିଉଥିବେ । ଆଉ କୁହାଯାଏ, ଦୈନିକ କ୍ଷୀର ପିଇବା ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ । କିନ୍ତୁ କ୍ଷୀରରେ ଅପମିଶ୍ରଣର ଅନେକ ଘଟଣା ଆପଣ ପୂର୍ବରୁ ଶୁଣିଥିବେ । କିିନ୍ତୁ ଆଜି ଆମେ ଆପଣଙ୍କୁ କ୍ଷୀରରେ ଅପମିଶ୍ରଣର ଏମିତି ଏକ ଘଟଣା କହିବୁ, ଯାହା ଆପଣଙ୍କୁ…

ଜାଣିଶୁଣି  ଭଙ୍ଗାଯାଉଛି ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭି : ସମସ୍ତ ଡ଼ିଇଓମାନଙ୍କୁ ବୋର୍ଡ଼ ପରୀକ୍ଷା…

କନକ ବ୍ୟୁରୋ : ଜାଣିଶୁଣି ଭଙ୍ଗାଯାଉଛି ସିସିଟିଭି । ମାଟ୍ରିକ ପରୀକ୍ଷାରେ ଲାଗିଥିବା ସିସିଟିଭିକୁ ଜାଣିଶୁଣି  ନଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା କରାଯାଉଥିବାରୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲ୍ଲା ଶିକ୍ଷା…

ଆଉ ନାହାନ୍ତି Cut+Copy+Paste କମାଣ୍ଡର ଜନକ : ୭୪ ବର୍ଷ ବୟସରେ ଲ୍ୟାରି ଟେସଲରଙ୍କ ଦେହାନ୍ତ

କନକ ବ୍ୟୁରୋ : ଆଉ ନାହାନ୍ତି ‘କଟ୍ କପି ଆଣ୍ଡ୍ ପେଷ୍ଟ୍’ କୌଶଳର ଉଦ୍ଭାବନ କରିଥିବା କମ୍ପ୍ୟୁଟର୍ ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । Xerox Palo Alto Research Center ଟ୍ୱିଟର ମାଧ୍ୟମରେ ଲ୍ୟାରି ଟେସଲରଙ୍କ ନିଧନ ବିଷୟରେ ସୂଚନା ଦେଇଛନ୍ତି ।…