Daily Archives

December 27, 2019

କଂଗ୍ରେସ ନେତାଙ୍କ ‘ନିଆଁ ଲଗା’ ବୟାନ ପରେ ଟାର୍ଗେଟରେ ସୋନିଆ । ବିଜେପି କହିଲା, ଦିଲ୍ଲୀରୁ ନିର୍ଦ୍ଦେଶ ପାଇ ହିଂସା…

କନକ ବ୍ୟୁରୋ: ଦିଲ୍ଲୀରେ ବୋହୁଛି ନବରଙ୍ଗପୁରର ଝଡ । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନିଆଁ ଲଗା ବୟାନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ହିଂସା ପ୍ରସଙ୍ଗରେ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରୁଥିବା ବିଜେପିକୁ ପ୍ରଦୀପ ମାଝୀ ରଖିଥିବା ବୟାନ ଏକ ସୁଯୋଗ ଆଣିଦେଇଛି । ବିଜେପି ଅଭିଯୋଗ…

କାମ ମାଳିର କିନ୍ତୁ ସମ୍ପତି କୋଟିପତିର…ଉଦଳା ଉଦ୍ୟାନ ବିଭାଗର କର୍ମଚାରୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସର…

କନକ ବ୍ୟୁରୋ: କାମ ମାଳିର କିନ୍ତୁ ସମ୍ପତି କୋଟିପତିର । ଇଏ ଏମିତି ଜଣେ କୋଟିପତିଙ୍କ କାହାଣୀ ଯାହାକୁ ଜାଣିବା ପରେ ଆପଣ ବି ତାଜୁବ ହୋଇଯିବେ । ଉଦଳା ଉଦ୍ୟାନ ବିଭାଗ ଖୁଂଟା ବ୍ଲକରେ ମାଳି ଭାବେ କାମ କରୁଥିବା ଉଦ୍ଧବ ବେହେରାଙ୍କ ନିକଟରୁ ୨କୋଟିରୁ ଅଧିକ ଟଙ୍କାର ସମ୍ପତି ଜବତ କରିଛି ଭିଜଲାନ୍ସ…

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର ।  ଥରେ ଦେଖି ନିଅନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା?

କନକ ବ୍ୟୁରୋ : ୨୦୨୦ ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବାକୁ ଥିବା ବେଳେ ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳା, ବାଣିଜ୍ୟ, ବିଜ୍ଞାନ ଓ…

ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଜାନୁଆରୀ ୨୭ରୁ ଫେବ୍ରୁଆରୀ ୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା,…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୩ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୫ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା…

ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ୩୫ ମିନିଟରେ ପୂରା ଚାର୍ଜ ହେବ ସ୍ମାର୍ଟଫୋନ, ଆସନ୍ତାବର୍ଷ ଲଞ୍ଚ କରିପାରେ ସାଓମି…

ଅଧିକାଂଶ ସ୍ମାର୍ଟଫୋନ୍ କମ୍ପାନି ଏବେ ଫାଷ୍ଟ ଚାର୍ଜିଂ ଉପରେ ଗବେଷଣା କରୁଛନ୍ତି । କିଭଳି କମ ସମୟ ମଧ୍ୟରେ ମୋବାଇଲ ଚାର୍ଜ ହୋଇପାରିବ ସେଥିପାଇଁ ନୂଆ ନୂଆ ଜ୍ଞାନକୌଶଳ ମଧ୍ୟ ଲଞ୍ଚ କରାଯାଉଛି । ଆଉ ଏସବୁ ଭିତରେ ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ୧୦୦ ୱାଟର ଫାଷ୍ଟ ଚାର୍ଜିଂ…

ଚର୍ଚ୍ଚାରେ ସାଲେପୁରର ଶଢ଼େଇ କଳା…ଚାକିରି ଚାଲିଯିବା ପରେ ବଞ୍ଚିବା ଶିଖାଇଲା ଶଢେଇ କଳା…ଯୁବପୀଢିଙ୍କ ପାଇଁ…

କନକ ବ୍ୟୁରୋ: ରୋଜଗାର ଯୋଗାଇଛି ଶଢେଇ କଳା । ଭଙ୍ଗା ଶଢେଇକୁ ସୁନ୍ଦର ରୂପ ଦେଉଛନ୍ତି କାରିଗର । ଯାହାକୁ ଆଖିରେ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଚର୍ଚ୍ଚାରେ ସାଲେପୁରର ଶଢ଼େଇ କଳା । ଚାକିରି ଚାଲିଯିବା ପରେ ଯୁବକଙ୍କୁ ବଂଚିବାର ରାହା ଦେଖାଇଛି ଶିଖାଇଲା ଶଢେଇ କଳା । ଯୁବପୀଢିଙ୍କ…