Daily Archives

December 27, 2019

ମହୋତ୍ସବ ଦେଖିବା ପାଇଁ ବିପଦପୂର୍ଣ୍ଣ ନୌକା ଯାତ୍ରା । ଅନ୍ଧାର ରାତିରେ ଗୋଟିଏ ଡଙ୍ଗାରେ ପାଣି ପାରି ହେଲେ ୫୦ରୁ ଅଧିକ…

କନକ ବ୍ୟୁରୋ: ସଂଧ୍ୟା ହେଲେ କମ୍ପୁଛି ବେଳାଭୂମୀ ମହୋତ୍ସବ । ବେଳଭୂମୀରେ ଜମୁଛି ଦର୍ଶକଙ୍କ ଭିଡ । ବଲିଓଡ, ଓଲିଉଡ ଜଗତର କଣ୍ଠଶିଳ୍ପୀଙ୍କ ସଂଗୀତ ଓ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଝୁମୁଛନ୍ତି ଦର୍ଶକ । ହେଲେ ଏହି ମହୋତ୍ସବ ଦେଖିବା ପାଇଁ କିଏ ସଡକ ପଥରେ ତ କିଏ ଜଳପଥରେ ଆସୁଛନ୍ତି । ରାସ୍ତା ଦେଇ…

ପାନେ ପାଇଲା ପାକିସ୍ତାନ । ଅସ୍ତ୍ରବିରତି ଉଲ୍ଲଂଘନ ମହଙ୍ଗା ପଡିଲା, ଭାରତର ପ୍ରତି ଜବାବରେ ମାଟିରେ ମିଶିଲା ପାକିସ୍ତାନର…

ପାକିସ୍ତାନକୁ ପାନେ ଚଖାଇଲା ଭାରତୀୟ ସେନା । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନକୁ କଡା ଜବାଦ ଦେଇଛନ୍ତି ଭାରତର ବୀର ଯବାନ । ପାକିସ୍ତାନକୁ ମହଙ୍ଗା ପଡିଛି ଅସ୍ତ୍ରବିରତି ଉଲ୍ଲଂଘନ । ଭାରତୀୟ ସେନାର ପ୍ରତି ଜବାବରେ ପାକିସ୍ତାନ ସେନାର କିଛି ପୋଷ୍ଟ ମାଟିରେ…

ପାଠ ଅଟକି ଗଲା ଅଧାବାଟରେ…ମେଧାବୀ ଛାତ୍ରଙ୍କ ଜୀବନକୁ ବଳିଗଲା ଯନ୍ତ୍ରଣା…ଜୀବନକୁ ବୁଝିବା ଆଗରୁ…

କନକ ବ୍ୟୁରୋ: ସବୁ ବାପାଙ୍କ ପରି ନିରାକାରଙ୍କର ମଧ୍ୟ ଇଚ୍ଛାଥିଲା ପୁଅ ପାଠ ପଢ଼ିବ, ମଣିଷ ହେବ । କିନ୍ତୁ ସେ ଦିନ ସ୍କୁଲ ଫେରିବା ବାଟରେ ପୁଅ ଶ୍ରୀନିବାସଙ୍କ ସହିତ ଟ୍ରକ ଦୁର୍ଘଟଣା ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର କରିଦେଲା । ଏଭିଳି ଘଟଣା ଘଟିଛି, ଭଦ୍ରକ ଜିଳ୍ଲା ବାଂଶଡ଼ା ଥାନା ଅଧିନ…

ପ୍ରଦୀପ ମାଝିଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ହିଂସା ପାଇଁ ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବାକୁ କିଭଳି…

କନକ ବ୍ୟୁରୋ: ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । କଂଗ୍ରେସ ନେତା ହିଂସା ପାଇଁ ଲୋକଙ୍କୁ ଉସୁକାଉଥିବା ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ ଗୁଡିକ । ହିନ୍ଦି ଭାଷାଭାଷି ଅଂଚଳରେ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଆଜତକ ଏହି ଖବରକୁ ପ୍ରକାଶ…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା । ପାକ୍ ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ଖୁଲାସା

କନକ ବ୍ୟୁରୋ: ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା । ଏନେଇ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ଅଖତର କହିଛନ୍ତି ଡାନିସ କାନେରିଆ ଯେତେବେଳେ ଜାତୀୟ ଟିମରେ ଖେଳୁଥିଲେ , ସେ ହିନ୍ଦୁ ହୋଇଥିବାରୁ ତାଙ୍କ ସହିତ ଭେଦଭାବ ଆଚରଣ କରାଯାଉଥିଲା । ଭାରତରେ…

ଆବାସ ନାଁରେ ଉପହାସ…ଘର ନାହିଁ କି ରାସନ ନାହିଁ, ଗୁହାଳ ପାଲଟିଛି ହାଣ୍ଡିଶାଳ ତଥାପି ପଡୁନି ପ୍ରଶାସନର…

କନକ ବ୍ୟୁରୋ: ସରକାରୀ ଆବାସ ପାଲଟିଛି ସାତ ସପନ । ଦଦରା କୁଡିଆରେ ବିତୁଛି ୮ ପ୍ରାଣୀ କୁଟୁମ୍ବଙ୍କ ଦୁର୍ବିସହ ଜୀବନ । ମୁଣ୍ଡ ଗୁଂଜିବାକୁ ପକ୍କା ଘରଖଣ୍ଡେ ପାଇଁ ବାରମ୍ବାର ସରକାରୀ ବାବୁଙ୍କ ନିକଟରେ ନେହୁରା କଲେବି ତାଙ୍କ ପ୍ରତି ପଡୁନି ପ୍ରଶାସନର ନଜର । ଏମିତିରେ ରୋଷେଇ ପାଇଁ ଜାଗା…