ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର ।  ଥରେ ଦେଖି ନିଅନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା?

1,895

କନକ ବ୍ୟୁରୋ : ୨୦୨୦ ଯୁକ୍ତ ୨ ପରୀକ୍ଷା ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବାକୁ ଥିବା ବେଳେ ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଭିନ୍ନ ଭିନ୍ନ ତାରିଖରେ ପରୀକ୍ଷା କରାଯିବ ।

ଥରେ ଦେଖି ନିଅନ୍ତୁ  କେଉଁ ତାରିଖରେ ଅଛି କେଉଁ ପରୀକ୍ଷା  ।