Daily Archives

December 21, 2019

ସାଧାନରେ ସମର୍ପିତ ସାରା ଜୀବନ । ଖରା ହେଉକି ବର୍ଷା, କେବଳ ବକଳ ଖଣ୍ଡିଏ ଆଉ ଫଳମୂଳ ଖାଇ ୧୨୧ ବର୍ଷ ବଞ୍ଚିଲେଣି ବକଳଧାରୀ…

କନକ ବ୍ୟୁରୋ: କୁହନ୍ତି ତପସ୍ୟା ବା କଠୋର ସାଧନାରେ ଅନେକ ଶକ୍ତି ଥାଏ । ଜଣେ ମଣିଷ ଯେବେ ପ୍ରକୃତରେ ସାଧୁତ୍ୱ ବାଟକୁ ଆପଣାଏ ସେତେବେଳେ ପରମଶକ୍ତି ତାଙ୍କୁ ପରମାୟୂ ଦିଅନ୍ତି । ଆଉ ତାକୁ ରୋଗମୁକ୍ତ କରି ଜଣେ ସାଧାରଣ ମଣିଷ ଠାରୁ ତା’କୁ ଏକ ଭିନ୍ନ ପରିଚୟ ଦିଅନ୍ତି । ସେଭଳି ବ୍ୟକ୍ତିତ୍ୱ ବା…

ତେଜୁଛି ନାଗରିକତା ନିଆଁ, ବଢ଼ୁଛି ହିଂସା । ସଂଶୋଧିତ ଆଇନ୍ ଓ ଏନଆରସିକୁ ବିରୋଧ କରି ବିହାର ବନ୍ଦ, ମୋଦି ସରକାରଙ୍କୁ…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ତୀବ୍ର ହେବାରେ ଲାଗିଛି ପ୍ରତିବାଦ । ସାରା ଦେଶରେ ଅସ୍ଥିରତା । ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ପରେ ବିହାରରେ ଠପ୍ ହୋଇଯାଇଛି ଜୀବନ ଯାତ୍ରା । ଆନ୍ଦୋଳନକାରୀ ରେଳ ରୋକ କରିବା ସହ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି ।…

ଶିକାର ଭୁଲିଗଲା ‘ସୁନ୍ଦରୀ’ ? ଖାଇ ଖାଇ ମୋଟି ହୋଇଗଲା ବାଘୁଣୀ, ବିଶେଷଜ୍ଞ କହିଲେ ଜଙ୍ଗଲି ସ୍ୱଭାବ ହରାଇଛି ସୁନ୍ଦରୀ ।

କନକ ବ୍ୟୁରୋ : ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରେଇନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଚିଠି ଲେଖିବା ପରେ ବନବିଭାଗ ବାଘୁଣୀର ଦୁଇଟି ଫଟୋ ଜାରି କରିଛି । ଏଥିରେ ବାଘୁଣୀ ସୁନ୍ଦରୀ ସୁସ୍ଥ ସବଳ ଥିବା ଦର୍ଶାଇବାକୁ ଚାହିଁଛି ବନବିଭାଗ । ତେବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।…

ବିଜେପିକୁ ଭୁବନେଶ୍ୱର ଓ କଳାହାଣ୍ଡି ଅଡୁଆ । ଘୋଷଣା ହୋଇପାରିଲାନି ଜିଲ୍ଲା ସଭାପତିଙ୍କ ନାଁ, ଚାଲିଛି ହେବିୱେଟ୍…

କନକ ବ୍ୟୁରୋ : ଭୁବନେଶ୍ୱର ବିଜେପି ସଂଗଠନରେ ସବୁ କିଛି ଠିକଠାକ ଚାଲିନଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସ୍ପଷ୍ଟ ଭାବେ ପରିଲଖିତ ହେବାରେ ଲାଗିଛି । କାରଣ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଘୋଷଣା ହୋଇନି ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା…

‘ଭାଇ, ଗୋଟିଏ ଟିକେଟ ଦିଅ’ । କଟକ ଦିନିକିଆ ପାଇଁ ଟିକେଟ ଲବି । କିଏ ପାସ୍ ମାଗୁଛି ତ’ ଆଉ କିଏ ଟିକେଟ୍, ଚାପରେ ନେତା,…

କନକ ବ୍ୟୁରୋ : ବାରବାଟୀ ଲଢେଇ ପାଇଁ ସମୟ ଯେତିକି ପାଖଉଛି, ମ୍ୟାଚ୍ ଦେଖିବାକୁ ଟିକଟ ପାଇଁ ସେତିକି ବଢିଚାଲିଛି ଲବି । ଖଣ୍ଡିଏ ଟିକଟ ପାଇଁ କିଏ ନେତାଙ୍କ ନିକଟରେ ଲବି କରୁଛି , ତ କିଏ ସାମ୍ବାଦିକଙ୍କୁ ଫୋନ୍ ଲଗାଉଛି । ଏସବୁ ଭିତରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ବେଶ୍ ଭାଇରାଲ୍ ହେଉଛି…

ଦେଶରେ ବ୍ୟାପୁଛି ନାଗରିକତା ନିଆଁ । ସିଏଏକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ, ଉତ୍ତରପ୍ରଦେଶରେ ମୃତ୍ୟୁ…

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଶନିବାର ପଶ୍ଚିମ ଉତ୍ତରପ୍ରଦେଶର ରାମପୁରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଫଳରେ ଉତ୍ତର ପ୍ରଦେଶରେ…