Daily Archives

December 21, 2019

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ କଲେ ଉଦ୍ଧବ ଠାକରେ ।

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି । ଏ ସଂପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ଘୋଷଣା କରିଛନ୍ତି । ଏ ସଂପର୍କରେ ଘୋଷଣା କରି ଉଦ୍ଧବ କହିଛନ୍ତି ଯେ ଏହି କୃଷିଋଣ ଛାଡ଼ ସ୍କିମର ନାମ ମହାତ୍ମା ଜ୍ୟୋତିରାଓ…

ବାରବାଟୀରେ ବଡ ରେକର୍ଡ ଅପେକ୍ଷାରେ କୁଲଦୀପ ! ଦିନିକିଆରେ ସ୍ୱତନ୍ତ୍ର ‘ଶତକ’ ପାଇଁ ଆଉ ମାତ୍ର ଗୋଟିଏ ପାଦ ବାକି ।

କନକ ବ୍ୟୁରୋ : କାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମୁକାବିଲା । ଏଥିପାଇଁ ଉଭୟ ଦଳ ଜୋରଦାର କସରତ କରିଥିବା ବେଳେ, କାଲିର ମ୍ୟାଚରେ ସମସ୍ତଙ୍କ ନଜର ରହିବ କୁଲଦୀପ ଯାଦବଙ୍କ ଉପରେ । କାରଣ କାଲି ଆଉ ଏକ ନୂଆ କୀର୍ତ୍ତିମାନ…

ଓଡିଆ ଖାଦ୍ୟ ପ୍ରେମରେ ଉଭୟ ଦେଶର ଖେଳାଳି । ବ୍ରେକଫାଷ୍ଟରେ ଖାଇଲେ ଚକୁଳି ଓ ମଣ୍ଡା ପିଠା ।

କନକ ବ୍ୟୁରୋ : ହୋଟେଲ ମେ ଫେୟାରରେ ଖେଳାଳି ଖାଇଲେ ଓଡିଆ ଖାଦ୍ୟ । ଚକୁଳି ଓ ମଣ୍ଡା ପିଠା ପ୍ରେମରେ ଉଭୟ ଦେଶର ଖେଳାଳି । ଆଜି ଅଭ୍ୟାସକୁ ଯିବା ପୂର୍ବରୁ ବ୍ରେକଫାଷ୍ଟରେ ଖେଳାଳି ମାନେ ଚକୁଳି ଓ ମଣ୍ଡା ପିଠାର ସ୍ୱାଦ ଚାଖିଥିଲେ । ଏପରିକି ଖାଇବା ଟେବୁଲରୁ ସବୁ ଖାଇବା ଶେଷ ହୋଇଯାଇଥିବା…

ପ୍ରକୃତି ପ୍ରେମରେ ସୁବର୍ଣ୍ଣପୁର ଜିଲ୍ଲାର ଶିବାଜୀ ପଣ୍ଡା : ବିଦେଶରୁ ଚାକିରି ଛାଡି ନିଜେ ଗାଁରେ କଲେ ଇକୋ ଭିଲେଜ…

କନକ ବ୍ୟୁରୋ : ଇକୋ ଭିଜେଲଜର ପ୍ରୟୋଗଶାଳା । ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଏହି ପ୍ରୟୋଗଶାଳା କରିଛନ୍ତି । ବିନା ରାସାୟନିକ ସାରର ପ୍ରୟୋଗରେ ଜୈବିକ ପ୍ରଣାଳୀରେ ଚାଷ କରିବା ସହିତ ଠାର ମାଧ୍ୟମରେ ଏଠାରେ ଶିକ୍ଷାଦାନ କରାଯାଉଛି । ୨୩ ବର୍ଷ ଲଣ୍ଡନରେ ଅଧ୍ୟାପକ ଭାବେ ଚାକିରୀ କଲାପରେ…

ସ୍ୱାଭିମାନ ଅଂଚଳ ଶିକ୍ଷା ବ୍ୟବସ୍ଥାରେ ଆସିବ ସୁଧାର : ଶିକ୍ଷାର ଉନ୍ନତି ପାଇଁ ଖର୍ଚ୍ଚ ହେବ ସାଢେ ୧୦ କୋଟି ଟଙ୍କା,…

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାରଙ୍କ ଫୋକସରେ ସ୍ୱାଭିମାନ ଅଂଚଳ । ସୁଧୁରିବ ସ୍ୱାଭିମାନ ଅଂଚଳର ଶିକ୍ଷା ବ୍ୟବସ୍ଥା । ଆଦିବାସୀ ମୁଲକରେ ଶିକ୍ଷାର ବିକାଶ ଲାଗି ବ୍ୟାପକ ପ୍ରସ୍ତୁତି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଶିକ୍ଷକଙ୍କୁ ବିଦ୍ୟାଳୟ ମୁହାଁ କରାଇବା ଲାଗି…

ମୋବାଇଲ ଫୋନରେ (୧୨୩୪୫୬) ଏମିତି ପାସୱାର୍ଡ ବ୍ୟବହାର କରୁଛନ୍ତି କି ! ସାବଧାନ, ଆପଣ ବି ହୋଇପାରନ୍ତି ଠକାମିର ଶିକାର ।

କନକ ବ୍ୟୁରୋ : ଦିନକୁ ଦିନ ସାଇବର କ୍ରାଇମ୍ ଭଳି ଘଟଣା ବଢି ବଢି ଚାଲିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ତଥ୍ୟ ଦେବୁ, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମୋବାଇଲରେ ଆପଣ ଦେଉଥିବା ପାସୱାର୍ଡ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏମିତି ଅନେକ ସମୟରେ ହୋଇଥାଏ, ମୋବାଇଲ ଫୋନ୍…