Daily Archives

December 17, 2019

ନିଜ ଘରେ ସୁରକ୍ଷିତ ରହିବାକୁ କଣ କରିବେ ? ସୁରକ୍ଷା ସୂତ୍ର ବତାଇଲେ ପୁଲିସ କମିସନର । କଟକରେ ବୃଦ୍ଧା ଦମ୍ପତିଙ୍କ…

କନକ ବ୍ୟୁରୋ: କଟକ ବେଲେଶ୍ୱର ମନ୍ଦିର ନିକଟରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା ପରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା । କଟକ ସହରରେ ବରିଷ୍ଠ ନାଗରିକଙ୍କୁ ହେଉଥିବା ଆକ୍ରମଣ ରୋକିବାକୁ ତତ୍ପର ହୋଇଛି ପୋଲିସ । ବରିଷ୍ଠ ନାଗରିକଙ୍କ ସମସ୍ୟା ବୁଝିବା ସହ ସୁରକ୍ଷାର ସୂତ୍ର…

ସହର କାନ୍ଥରେ ଚିତ୍ରକଳା । କୋରାପୁଟ କୋଟପାଡର ବିଭିନ୍ନ ସରକାରୀ ଅଫିସ କାନ୍ଥରେ ଅଙ୍କା ହୋଇଛି ବିଭିନ୍ନ ଚିତ୍ର ।…

କନକ ବ୍ୟୁରୋ: କାନ୍ଥରେ ସରକାରୀ ଫାଇଲ୍ । ଫାଇଲ ଭିତରେ ନାଲି ଫିତା ତଳେ ବନ୍ଧା ହୋଇ ରହିବ ନାହିଁ ସରକାରୀ ଯୋଜନା । କି କାହା ପାଖକୁ ଯାଇ ଯୋଜନା ସମ୍ପର୍କରେ ପଚାରିବାକୁ ପଡ଼ିବ ନାହିଁ । ସରକାରୀ ଯୋଜନାର ସମସ୍ତ ତଥ୍ୟ ରହିଛି ସହରବାସୀଙ୍କ ସିମେଂଟ କାନ୍ଥରେ । ଏଭଳି କିଛି ସ୍ୱଚ୍ଛତା ସାଙ୍ଗକୁ…

ବିରତି ପରେ ବଢ଼ିଲା ବିବାଦ: ମଣ୍ଡି-ଟୋକନ୍ ଟେନସନ୍ ନେଇ ପ୍ରତିବାଦ କଲେ ଚାଷୀ, କେବେ ହେବ ସମାଧାନ?

କନକ ବ୍ୟୁରୋ: କିଛି ଦିନର ବିରତି ପରେ ପୁଣି ବଢ଼ିଲା ମଣ୍ଡି ବିବାଦ । କେଉଁଠି ଟୋକନ୍ ପାଇଁ ଟେନସନ୍ ତ ପୁଣି କେଉଁଠି ରାସ୍ତା ଉପରେ ଗଦା ହୋଇଛି ବସ୍ତାବସ୍ତା ଧାନ । ତେବେ ଟୋକନ୍ ଟେନସନ୍ ଉପରେ ଯବନିକା ପଡ଼ିଥିବାବେଳେ ପୁଣି ସମ୍ବଲପୁରରେ କୁହୁଳିଛି ଟୋକନ ତାତି । ମଣ୍ଡିରେ ଧାନ ବିକ୍ରି ପାଇଁ…

ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ । ଏଣିକି ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ…

କନକ ବ୍ୟୁରୋ: ମୋ ସରକାରରେ ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ଜନହୀତକର କାର୍ଯ୍ୟକ୍ରମ ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ । ତେବେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି…

ବିଦ୍ୟା ପାଇଁ ବୟସର ଆବଶ୍ୟକତା ନାହିଁ : ୮୦ ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ ହେଲେ ଅବସରପ୍ରାପ୍ତ ମେଜର୍…

ଶିକ୍ଷା ପାଇଁ ନଥାଏ କିଛି ବୟସ । ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଥିଲେ ଯେ କେହି ବି ଉଚ୍ଚଶିକ୍ଷା ହାସଲ କରିପାରିବ । ସମସ୍ତେ ଉଚ୍ଚଶିକ୍ଷା ହାସଲ କରନ୍ତି ଚାକିରି କରିବା ପାଇଁ , କିନ୍ତୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯିଏକି ଚାକିରିରୁ ଅବସର ନେବା ପରେ ବି ଉଚ୍ଚଶିକ୍ଷା ପାଇଁ ମନ ବଳାନ୍ତି ।…

ହଜାର ହଜାର ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିଲେ ବି ଚକାଚକ୍ ଦିଶେ ‘ମୋ ବସ୍’ : ରାତିରେ କିପରି ହୁଏ ପ୍ରସ୍ତୁତି…

ଦିନ ସାରାର ଗହଳିଚଳହି ଭିତରେ ଗଡ଼ୁଥିବା ‘ମୋ ବସ୍’ ରାତିରେ କୁଆଡ଼େ ଯାଏ ? ପ୍ରତିଦିନ ହଜାର ହଜାର ଲୋକଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଉଥିବା ବସ୍ ଗୁଡ଼କୁ ରାତିରେ କିପରି ପ୍ରସ୍ତୁତ କରାଯାଏ ପର ଦିନ ପାଇଁ । ପ୍ରତିଦିନ ଏତେ ସଂଖ୍ୟାରେ ଯାତ୍ରୀ ଯିବାଆସିବା କରୁଥିଲେ ବି ମୋ ବସ୍ ସବୁଦିନ ଚକାଚକ୍…