Daily Archives

November 29, 2019

ଯନ୍ତ୍ରଣା ଦେବ ଜଳ । ରାଜ୍ୟରେ ମାଟି ତଳୁ ଖସୁଛି ପାଣି, ସଙ୍କଟଜନକ ସ୍ଥିତିରେ ଗାଁ ଓ ସହରର ସ୍ଥିତି । ତାଲିକାରେ ଆପଣଙ୍କ…

କନକ ବ୍ୟୁରୋ : ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏ ଉକ୍ତିର ଯର୍ଥାଥତା ଏବେ ସାମ୍ନାକୁ ଆସିଛି । ରାଜ୍ୟରେ କମି କମି ଯାଉଛି ମାଟି ତଳ ପାଣି । ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ସହରର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । କେବଳ ସହର ନୁହେଁ ଗାଁ…

ରାଜଧାନୀ ଓୟୋ ରୁମରେ ବ୍ଲାକମେଲିଂର ସାଂଘାତିକ୍ ସତ । ରୁମର ଅନ୍ତରଙ୍ଗ ମୁହୁର୍ତ୍ତକୁ କଏଦ କରୁଛି କ୍ୟାମେରା, ଥାନାରେ…

କନକ ବ୍ୟୁରୋ : ରାଜଧାନୀର ନୟାପଲୀ ଅଞ୍ଚଳରେ ଓୟୋ ହୋଟେଲରେ ରହିଥିବା ଜଣେ ଯୁବତୀ ଏମିତି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଓୟୋ ହୋଟେଲ ରୁମରେ ରହିବା ସମୟର ଅନ୍ତରଙ୍ଗ ମୁହୁର୍ତକୁ କ୍ୟାମେରାରେ କଏଦ କରି ତାଙ୍କୁ ବ୍ଲାକମେଲ କରାଯାଇଛି । ଫଟୋ ଓ…

ଝିଅ ଜନ୍ମ କରିବା କ’ଣ ପାପ? ଆଉ କେତେ ନିର୍ଭୟା, କେତେ ପ୍ରିୟଙ୍କା ଆଉ ଅତ୍ୟାଚାରିତ ହେବେ ? ଜବାବ ଦେବ କିଏ . . . 

ଜନସଂଖ୍ୟା ବଢ଼ୁଛନ୍ତି, ଆଉ ନିର୍ଭୟା ସଂଖ୍ୟା ବି ବଢ଼ୁଛନ୍ତି । ବିକାଶର ଗତି ସିିନା ମନ୍ଥର ହେବାରେ ଲାଗିଛି ହେଲେ ଦିନକୁ ଦିନ ନିର୍ଭୟା ସଂଖ୍ୟା ବଢ଼ିବାରେ ଲାଗିଛି । ସତ କି ନୁହଁ । ଆପଣ ବିଚାର କରନ୍ତୁ । ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ପରେ ନିର୍ଭୟାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଅସଲି ସୁନା ଗହଣା ନାଁରେ ଆଉ ଠକିପାରିବେନି ଦୋକାନୀ, ବଜାରରେ ମିଳିବ କେବଳ…

କନକ ବ୍ୟୁରୋ : ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମୀ ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନା ଗହଣା କିଣିଥାନ୍ତି । କିନ୍ତୁ ଏବେ ଏହି ଠକାମୀରେ ପଡିବ ପୂର୍ଣ୍ଣଚ୍ଛେଦ…

ଭଦ୍ରକବାସୀଙ୍କ ପାଇଁ ଖୁସି ଖବର: ସ୍ଥାପନ ହେବ ନୂତନ ମେଡିକାଲ କଲେଜ, ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ଭଦ୍ରକରେ ସ୍ଥାପନ ହେବ ନୂତନ ମେଡ଼ିକାଲ କଲେଜ । ଏନେଇ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତେବେ ମେଡିକାଲ୍ କଲେଜ ପାଇଁ ୨୫ ଏକର ଜାଗା ଚିହ୍ନଟ ସରିଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ନିର୍ମାଣ…

ଅଡୁଆ ହେଲାଣି ‘ଆଳୁ ମିଶନ୍’! ଯୋଜନା ନାଁରେ କୁଆଡେ ଯାଉଛି କୋଟି କୋଟି ଟଙ୍କା? ସିଏଜି ରିପୋର୍ଟ ପରେ ସରକାରଙ୍କୁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଅଡୁଆ କଲା ‘ଆଳୁ ମିଶନ’ । ୨୦୧୭-୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ‘ଆଳୁ ମିଶନ’ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ବିଜେପି ବିଧାୟକ ବିଷ୍ଣୁ…