Daily Archives

November 29, 2019

ଦେଶକୁ ମାଡ଼ିଆସୁଛି ମାନ୍ଦାବସ୍ଥା ! ପୁଣି କମିଲା ଜିଡିପି ହାର, ଜଟିଳ ହେବାରେ ଲାଗିଛି ଆର୍ଥିକ ସ୍ଥିତି ।

କନକ ବ୍ୟୁରୋ: ବିଗିଡ଼ିବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଭାରତ । ପୁଣି କମିଲା ଅଭିବୃଦ୍ଧି ହାର (ଜିଡିପି) । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୦.୫% କମିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଏବେ ୦.୫…

ଇଞ୍ଜିନିୟରିଂ ଛାତଛାତ୍ରୀଙ୍କ ପାଇଁ ବଡ ଖବର । ଏଆଇସିଟିଇ ଅଧ୍ୟକ୍ଷଙ୍କ ବୟାନ, ଚାକିରି ସୁଯୋଗ ଥିବା ବିଷୟ ଉପରେ ଦିଆଯିବ…

କନକ ବ୍ୟୁରୋ : କେବଳ ରାଜ୍ୟରୁ ନୁହେଁ ବରଂ ଦେଶରୁ ଇଂଜିନିୟରିଂ ଶିକ୍ଷାରୁ ମୁହଁ ମୋଡି ଦେଇଛନ୍ତି ଛାତ୍ରଛାତ୍ରୀ । ଦେଶରେ ମୋଟ ୧୪ ଲକ୍ଷ ସିଟ ମଧ୍ୟରୁ ପ୍ରାୟ ୭ରୁ ୮ଲକ୍ଷ ସିଟ ଫାଙ୍କା ପଡୁଛି । ଏକଥାକୁ ମାନିଛନ୍ତି ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ଡି ସହସ୍ରବୁଧେ । ଏହା ଆମ ପାଇଁ ଚ୍ୟାଲେଞ୍ଜ…

‘ମୋ ବସ’ ଯାତ୍ରୀଙ୍କ ପାଇଁ ଖୁସିଖବର । ଏସି ବସରେ ୨ ମାସ ପର୍ଯ୍ୟନ୍ତ ରିହାତି ପାଇବେ ଯାତ୍ରୀ, କମିଲା ୩୮ ପ୍ରତିଶତ ଭଡା…

କନକ ବ୍ୟୁରୋ : ମୋ ବସ ଯାତ୍ରୀଙ୍କ ପାଇଁ ଖୁସିଖବର । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ଯ୍ୟନ୍ତ  ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ । ଏସି ବସର ଭଡାକୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି…

ଅଧା ରହିଗଲା ଅନେକ କଥା… ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଚାହୁଁନାହାନ୍ତି ନା ହାତରେ ପ୍ରସଙ୍ଗ ନାହିଁ?

ଗୋଟିଏ ଅବସରକୁ ସୁଯୋଗରେ ପରିଣତ କରିବା ବଦଳରେ ଯେତେବେଳେ ଏହାକୁ ଛାଡିଦିଆଯାଏ, ସେଥିରେ ସନ୍ଦେହ ଉପୁଜିବା ସ୍ୱାଭାବିକ କଥା, ଠିକ ଯେମିତି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ଘଟିଲା । ଶାସକ ଦଳକୁ ଘେରିବା ପାଇଁ ଅସ୍ତ୍ରର କୈାଣସି ଅଭାବ ନଥିଲା, ପୁଂଜା ପୁଂଜା ପ୍ରସଙ୍ଗ ବିରୋଧୀ…

ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି : ଗୁଳିଫୁଟି ଜଣେ ଜମାକାରୀ ଆହତ, ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲ…

କନକ ବ୍ୟୁରୋ :  ବ୍ୟାଙ୍କରେ ଫୁଟିଲା ଗୁଳି । ପୁରୀ ପୁରୁଣା ସଦର ଥାନା ଲେନରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଶୁକ୍ରବାର ଅପରାହ୍‌ଣରେ ବନ୍ଧୁକରୁ ଗୁଳି ଫୁଟିବାରୁ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଗୁଳିର ଶିକାର ହୋଇଥିବା ଗ୍ରାହକ ମନାନ ଖାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ…

ଓଡ଼ିଶା ଗାଁରେ ମାମଲତି କରୁଛି ଆନ୍ଧ୍ର ପ୍ରଦେଶ ପ୍ରଶାସନ । ଚିତ୍ରକୋଣ୍ଡା ଜୁମଡାଙ୍ଗ ଗାଁରେ ପ୍ରଶାସନର ଅବହେଳାର ଫାଇଦା…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଓଡିଶା ସୀମାନ୍ତରେ ଥିବା ଜୁମଡାଙ୍ଗ ଗାଁକୁ ନିଜ ଅକ୍ତିଆର ରେ ନେଇ ସାରିଲାଣି ଆନ୍ଧ୍ରପ୍ରଦେଶ । ଓଡିଶା ସରକାରଙ୍କ ଏହି ଅଞ୍ଚଳରେ ଦୃଷ୍ଟି ପଡୁନଥିବା କିମ୍ବା କୌଣସି ସରକାରୀ ଅଫିସର ଏହି ଅଞ୍ଚଳ ପରିଦର୍ଶନ…