Daily Archives

November 27, 2019

ହାତରେ ନାହିଁ ସମୟ: ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ସବୁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ଼ । ଭୁବନେଶ୍ୱରରେ ମୁହାଁମୁହିଁ…

କନକ ବୁରୋ: ରାତି ପାହିଲେ ଲାଗୁଛି ଲମ୍ବା ଲାଇନ । ହାତରେ ଆଉ ମାତ୍ର ତିନି ଦିନ ଥିବାରୁ ଆଉଟିଓ ଅଫିସ ଖୋଲିବା ପୂର୍ବରୁ ପହଞ୍ଚି ଯାଉଛନ୍ତି ଶହ ଶହ ଲୋକ । ଭୁବନେଶ୍ୱର ଆରଟିଓ-୧ରେ ଥିଲା ପ୍ରବଳ ଭିଡ । ଉଭୟ ପାଶ୍ୱର୍ରେ ଲାଗିଥିଲା ଲମ୍ବା ଲାଇନ୍ । ସ୍ଥିତି ଏମିତି ହେଲା ଯେ, ଲୋକେ ଲୁହା ଗେଟକୁ…

ହକି ଖେଳକୁ ଓଡ଼ିଶା ଦେଇଛି ନୂଆ ପରିଚୟ । ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆୟୋଜନ ଚକିତ କରିଛି, ଦେଶର ସ୍ପୋର୍ଟ୍ସ…

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡ଼ିୟମରେ ଧୁମଧାମରେ ପାଳନ ହେଲା ହକି ବିଶ୍ୱକପ୍ ବର୍ଷକ ପୂର୍ତ୍ତି ଉତ୍ସବ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ଭୁବନେଶ୍ୱରକୁ ପୁଣି ଥରେ ଭାରତର ସ୍ପୋର୍ଟ୍ସ ରାଜଧାନୀ ବୋଲି ବିବେଚନା କରିଛନ୍ତି ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା । ଏହି…

କଳିଙ୍ଗ କାନରେ ପୁଣି ପଡିଲା ଆପଣମାନେ ଖୁସି ତ ? ହକି ବିଶ୍ୱକପର ବର୍ଷେ ପରେ ସମାନ ନାରା ନେଇ ସ୍ମୃତି ତାଜା କଲେ…

କନକ ବ୍ୟୁରୋ: ଓଡିଶାରେ ପୁଣି ହେବ ହକି ବିଶ୍ୱକପ । ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି... ୨ୟ ହକି ବିଶ୍ୱକପ ହେବା ନେଇ କିଛି ଏମିତି ଢଙ୍ଗରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଗ୍ୟାଲେରୀରେ ବସିଥିବା ଦର୍ଶକ ।…

ଓଡ଼ିଶାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ । ଉପକୂଳରୁ ପଶ୍ଚିମ ହେବ ହକିମୟ

କନକ ବ୍ୟୁରୋ : ୨୦୨୩ରେ ପୁଣି କମ୍ପିବ କଳିଙ୍ଗ । ଆସନ୍ତା ୨୦୨୩ ହକି ବିଶ୍ୱକପ ଓଡିଶାରେ ହେବ । ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ହକି ବିଶ୍ୱକପ ଆୟୋଜନର ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ନବୀନ । ତେବେ ୨୦୨୩…

ଖୋର୍ଦ୍ଧା ଖୋଲିଦେଲା ସରକାରଙ୍କ ଟ୍ରାଫିକ୍ ସତ ! ଦୁର୍ଘଟଣା ଏଡ଼ାଇବାକୁ ନିୟମ କଡ଼ାକଡ଼ି କରୁଛନ୍ତି କିନ୍ତୁ ଟ୍ରାଫିକ୍…

କନକ ବ୍ୟୁରୋ: ପ୍ରାଣ ଘାତକ ସାଜିଛି ଜାତୀୟ ରାଜପଥ । ଦିନକୁ ଦିନ ଖୋର୍ଦ୍ଧାରେ ବୃଦ୍ଧି ପାଉଛି ଦୁର୍ଘଟଣା । ଆଉ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି ଖୋର୍ଦ୍ଧା ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା । ଖୋର୍ଦ୍ଧାକୁ ଜିଲ୍ଲା ମାନ୍ୟତା ମିଳିବା ପରେ…

ଜଙ୍ଗଲ ମୋ ଜୀବନ… ପେସାରେ ପ୍ରଭୁଙ୍କ ପୂଜକ, ନିଶାରେ ପରିବେଶ ପୂଜାରୀ । ଜଙ୍ଗଲ ପାଇଁ ଦେଲେଣି ଜୀବନର ୨୫ ବର୍ଷ

କନକ ବ୍ୟୁରୋ: ପେସାରେ ପୂଜକ, ନିଶାରେ ସେବକ । ଠାକୁରଙ୍କୁ ପୂଜା କରନ୍ତି, ଜଙ୍ଗଲର ସେବା କରନ୍ତି ଆଉ ତାକୁ ସୁରକ୍ଷା ଦିଅନ୍ତି । ଦୀର୍ଘ ୨୫ ବର୍ଷ ହେବ ସେ ଜଙ୍ଗଲ ପ୍ରେମରେ ପଡିଯାଇଛନ୍ତି । କି ଖରା କି ବର୍ଷା ଜଙ୍ଗଲ ଜଗିବା ତାଙ୍କର ନିତିଦିନିଆ କାମ ହୋଇଯାଇଛି । ଖାଲି ଜଙ୍ଗଲ ଜଗିବା ନୁହେଁ…