Daily Archives

November 20, 2019

‘ଫୋନି’କୁ ପୂରିବ ୭ ମାସ: ବାତ୍ୟା ଉଜାଡିଥିଲା ବାସ, କ୍ଷତିପୂରଣ ଟଙ୍କା ବାଟମାରଣା ପରେ ପଲିଥିନ୍ ତଳେ ବିତୁଛି ଜୀବନ ।…

କନକ ବ୍ୟୁରୋ: ‘ଫନି’ ବାତ୍ୟାକୁ ୭ ମାସ ବିତିବାକୁ ବସିଛି । ହେଲେ ବାତ୍ୟା ମାଡ଼ରେ ଅଂଟା ଭାଙ୍ଗି ଯାଇଥିବା ପୁରୀ ଜିଲ୍ଲାର ଅନେକ କ୍ଷତିଗ୍ରସ୍ତଙ୍କ ଦୁଃଖ ଦୂର ହୋଇନାହିଁ । କିଏ ଭଙ୍ଗା ଘରକୁ ଯଥାକଥା ସଜାଡି ଦିନ କାଟୁଛି, ତ କିଏ ତାଟି କୁଡ଼ିଆରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛି । ଅନେକ ପ୍ରକୃତ…

ଘର ସିନା ପର କରିଦେଲା ହେଲେ ଶିଳ୍ପୀଙ୍କୁ ପରିଚୟ ଦେଲା ଚିତ୍ରକଳା । ୨୦ ବର୍ଷ ହେବ ଗୋଟିଏ ଦୋକାନ ବାରଣ୍ଡାରେ ବସି ଚିତ୍ର…

କନକ ବ୍ୟୁରୋ : ମାନସିକ ବିକାରଗ୍ରସ୍ତ କହି ଘରୁ ତଡିଦେଲେ ପରିବାର ଲୋକ । ହେଲେ ଚିତ୍ରକଳା ପ୍ରେମରେ ପାଗଳ ଭଦ୍ରକର ଚିତରଂଜନ ମିଶ୍ର କିନ୍ତୁ ନିଜ କଳାକୁ ଛାଡି ପାରିଲେ ନାହିଁ । ରାସ୍ତା ଘାଟ ଯେଉଁଠି ପାଇଲେ ନିଜ ସ୍ୱପ୍ନକୁ ରଙ୍ଗ ତୁଳିରେ ଆଙ୍କିଲେ । ଆଉ ସେହି ଚିତ୍ରକଳା ହିଁ ଆଜି ତାଙ୍କୁ ଏକ…

ଧାଡିରେ ଛିଡା କଲେ, ଛାତ୍ରମାନଙ୍କ କେଶ କାଟିଦେଲେ ପ୍ରଧାନଶିକ୍ଷକ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ପଶ୍ଚିମବଙ୍ଗରେ ଥିବା ବୀରଭୂମିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ଧାଡିରେ ଛିଡା କରାଇ ସେମାନଙ୍କ କେଶ କାଟିଦେଇଛନ୍ତି । ତେବେ ଏହି କେଶ କାଟିବା ଘଟଣା ପଛରେ ଏକ ଭିନ୍ନ କାରଣ ରହିଛି। ମିଳିଥିବା ସୂଚନା ମୁତାବକ ବୀରଭୂମ ଲୋହପୁରରେ…

ନଦୀ ଏପଟେ ଗାଁ, ସେପଟେ ଆଦିବାସୀଙ୍କ ଜୀବନ ଜୀବିକା । ନଈ ପାରି ହେଲେ ମିଳୁଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାଙ୍କ ସୁବିଧା…

କନକ ବ୍ୟୁରୋ : ନଦୀ ଏପଟେ ଗାଁ ସେପଟେ ଆଦିବାସୀଙ୍କ ଜୀବନ ଜୀବିକା । ରାତି ପାହିଲେ ଲୋକଙ୍କୁ ଘାରୁଛି ନଦୀପାରି ଚିନ୍ତା । କାରଣ ବୈତରଣୀ ନଦୀ ପାରି ହେଲେ ହିଁ ମିଳିବ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାଙ୍କ ସୁବିଧା । କେବଳ ଏତିକି ନୁହେଁ ପିଡିଏସ ସାମଗ୍ରୀ ପାଇଁ ବି ଡଙ୍ଗା ହିଁ ଏକମାତ୍ର ଭରସା ।…

ଚର୍ଚ୍ଚାରେ ଚେନ୍ନାଇ କୁକୁର ! ନିୟମ ଭାଙ୍ଗିଲେ ଭୁକୁଛି, ଲୋକଙ୍କୁ ସଚେତନ କରାଉଛି । ପଶୁଟିଏ ହୋଇ ମଧ୍ୟ ସମାଜକୁ…

କନକ ବ୍ୟୁରୋ : କଥାରେ ଅଛି, ସବୁଠାରୁ ବିଶ୍ୱାସୀ ପଶୁ କୁକୁର । କାରଣ ବିପଦ ହେଉ କିମ୍ବା କିଛି ଅଘଟଣ କୁକୁରକୁ ତାହା ଜଣାପଡ଼ିଥାଏ । ତେବେ ଲୋକମାନେ ନିୟମକୁ ହେ ଜ୍ଞାନ କରୁଥିବାବେଳେ କୁକୁରଟି ଏମିତି ଢ଼ଙ୍ଗରେ ସଚେତନ କରାଉଛି ତାହା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛି । ଚେନ୍ନାଇର…

ଆଦର୍ଶ ପ୍ରଧାନଶିକ୍ଷକ : କାଗଜ, ପ୍ଲାଷ୍ଟିକ ବୋତଲ ଏବଂ କାର୍ଡବୋର୍ଡ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ନୂଆ କୌଶଳରେ ଶିକ୍ଷାଦାନ କରୁଛନ୍ତି ପ୍ରଧାନ ଶିକ୍ଷକ । କାଗଜ, ପ୍ଲାଷ୍ଟିକ ବୋତଲ ଏବଂ କାର୍ଡ ବୋର୍ଡ ବ୍ୟବହାର କରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ ବ୍ୟବହାର କରି ଦିଆଯାଉଛି ଶିକ୍ଷା । ଫଳରେ ସ୍କୁଲର ପରିବେଷ ପରିସ୍କାର, ପରିଛନ୍ନତା ରହିବା ସହ…