Daily Archives

November 20, 2019

ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ମନ୍ତ୍ରୀ କହିଲେ, ଆରଏମଏସଏ ନିୟମାବଳୀ ଅନୁସାରେ…

କନକ ବ୍ୟୁରୋ : ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା…

କାଶ୍ମୀରର ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ । କାଶ୍ମୀରରେ କର୍ଫ୍ୟୁ ନାହିଁ, ସ୍ଥିତି ସ୍ୱାଭାବିକ…

କନକ ବ୍ୟୁରୋ :ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କେମିତି ସ୍ଥିତି ରହିଛି । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ସ୍ପଷ୍ଟୀକରଣ ଦେଇଛନ୍ତି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହା କହିଛନ୍ତି ଯେ, କାଶ୍ମୀରରେ କର୍ଫ୍ୟୁ ନାହିଁ ଏବଂ…

ମୋଦିଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର: ଚାଷ ଓ ଚାଷୀ ପ୍ରସଙ୍ଗରେ କଲେ ଆଲୋଚନା

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟରେ ନୂଆ ସରକାର ଗଠନ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସଂସଦ ଭବନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ।…

ସାବଧାନ୍ : ବଜାରରେ ବିକ୍ରି ହେଉଛି ଫୁଲ ଝାଡ଼ୁରେ ତିଆରି ନକଲି ଜିରା

କନକ ବ୍ୟୁରୋ : ବଜାରରେ ବ୍ରିକି ହେଉଛି ନକଲି ଜିରା । ମିଛ ନୁହେଁ ନିରାଟ ସତ କଥା । ପୂର୍ବରୁ ଅନେକ ସାମଗ୍ରୀରେ ଅପମିଶ୍ରଣ କଥା ଶୁଣିଥିବେ, ଏବେ ଜିରା ବି ଏହି ତାଲିକାରେ ସାମିଲ ହୋଇଛି । ଜିରା ସ୍ୱାସ୍ଥ୍ୟ ପାଇଁ ହିତକର । ତରକାରୀ ଠାରୁ ଆରମ୍ଭ କରି ଦେଶୀ ଔଷଧରେ ଜିରା ବ୍ୟବହାର କରାଯାଏ ।…

ଇସ୍ରୋର ମିଶନ ‘ସେଫ ଇଣ୍ଡିଆ’ : ପାକିସ୍ତାନ ଓ ଆତଙ୍କବାଦୀଙ୍କ ଉପରେ ରହିବ କଡ଼ା ନଜର 

କନକ ବ୍ୟୁରୋ : ଇସ୍ରୋର ମିଶନ ‘ସେଫ ଇଣ୍ଡିଆ’ । ଦେଶର ସୁରକ୍ଷା ଦିଗରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଆତଙ୍କବାଦୀଙ୍କ ଠାରୁ ଆରମ୍ଭ କରି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରୋର ଏକମାତ୍ର ମିଶନ ଉପରେ ଗୁରୁତ୍ୱ…

ବିଧାନସଭାର ଗୃହକାର୍ଯ୍ୟ ସମୟରେ ଉପସ୍ଥିତ ରହୁନାହାଁନ୍ତି ମନ୍ତ୍ରୀ । ପ୍ରସଙ୍ଗ ଉଠାଇ ମଧ୍ୟଭାଗରେ ବିରୋଧୀଙ୍କ ନାରାବାଜି।…

କନକ ବ୍ୟୁରୋ: କୁଆଡେ ଗଲେ ମନ୍ତ୍ରୀ ? ବିଧାନସଭାର ଗୃହକାର୍ଯ୍ୟ ସମୟରେ ଉପସ୍ଥିତ ରହୁନାହାନ୍ତି ମନ୍ତ୍ରୀ । ଏହି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ନାରାବାଜି କରିଛନ୍ତି ବିରୋଧୀ । ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ ।…